Browsing Tag

gochhapada news

ନିଆଁରେ ପୋଡ଼ି ହୋଇ ବୃଦ୍ଧ ମୃତ

ଗୋଛାପଡ଼ା : ନିଆଁରେ ପୋଡ଼ି ହୋଇ ଯାଇଥିବା ଜଣେ ବୃଦ୍ଧଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ଡାଗରସୁଗା ଗ୍ରାମର ସୁଦର୍ଶନ କହଁର ଶନିବାର ଦିନ ପରିବାର ଲୋକେ ବିଲକୁ
Read More...

ଗୋଛାପଡା ପୋଲିସ ଦ୍ୱାରା ଗଞ୍ଜେଇ ଜବତ

ଗୋଛାପଡା : କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ଦ୍ଵାରା ଗଞ୍ଜେଇ ବିରୋଧୀ ଅଭିଯାନ ଜାରି ରହିଛି । ଆଜି ୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଗୋଛାପଡା ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ କଟ୍ରିଙ୍ଗିଆ ପଂଚାୟତ ଅଧୀନସ୍ଥ ବଗାଲି ଗାଁ
Read More...

୧୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ଗୋଛାପଡା ପୁଲିସ, ଜଣେ ଗିରଫ, ତିନି ଫେରାର

ଗୋଛାପଡା : ସୋମବାର ଗୋଛାପଡା ପୁଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ପୁଲିସ ଟିମ କଞ୍ଜାମାଈ ଗ୍ରାମରେ ଚଢାଉ କରିଥିଲା । ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ
Read More...

୭୮ କିଲୋ ଗଞ୍ଜେଇ ଜବତ, ୫ ମହିଳାଙ୍କ ସମେତ ୯ ଗିରଫ

ଗୋଚ୍ଛାପଡା : ଫିରିଙ୍ଗିଆ ପୁଲିସ ଗତକାଲି ୭୮ କିଲୋ ଗଞ୍ଜେଇ ଓ ଏକ ଅଟୋରିକ୍ସା ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି । ସୂଚନା ଅନୁଯାୟୀ, କାଶିନିପଦରରୁ ଫୁଲବାଣୀ ଆଡକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ସେହି
Read More...

୮ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ପୁଲିସ, ୨ ଗିରଫ

ଗୋଛାପଡା : ଫିରିଙ୍ଗିଆ ଓ ଗୋଚ୍ଛାପଡା ପୁଲିସ ଜବତ କରିଛନ୍ତି ୮ କ୍ୱିଣ୍ଟାଲରୁ ଅଧିକ ଚୋରା ଗଞ୍ଜେଇ । ସୂଚନା ଅନୁଯାୟୀ, ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ରଖାଯାଇଥିବା ଖବର ପାଇ ଗୋଛାପଡ଼ା ପୁଲିସ କଟ୍ରିଙ୍ଗିଆ ପଞ୍ଚାୟତ ଡୁମ୍ବେରିକ୍ଷେତ ଗ୍ରାମର କାର୍ତ୍ତିକେଶ୍ୱର ଦିଗାଲଙ୍କ ଘରେ
Read More...

୪୧ କିଲୋ ଗଂଜେଇ ସହ କାର ଓ ୬ ବାଇକ ଜବତ

ଗୋଛାପଡା : ୪୧ କିଲୋ ଗଂଜେଇ ସହ କାର ଓ ୬ ବାଇକ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍‌ ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଂଚାୟତ ଅଧୀନରେ
Read More...

ଗାଧୋଇବା ବେ​‌ଳେ ପାଣିରେ ବୁଡି ନାବାଳକ ମୃତ

ଗୋଛାପଡା : ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପଲାବୁରୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦରିସୁଗା ଗ୍ରାମରେ ପାଣି ବୁଡି ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଲେ ଟୁନା କହଁର(୧୫) । ଫୁଲବାଣୀର ଏକ ଆଶ୍ରମ ବିଦ୍ୟାଳୟରେ ରହି ଦଶମ ଶ୍ରେଣୀରେ ଟୁନା କହଁର ପଢ଼ୁଥିଲେ ।
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଆରୋହୀ ଗୁରୁତର

ଗୋଚ୍ଛାପଡା : ବାଲିଗୁଡା-ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଶଶୀପଦର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ କାର ସହ ବାଇକର ଦୁର୍ଘଟଣା ଘଟି ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଫିରିଙ୍ଗିଆ ଥାନା ପୁଲିସ ଘଟଣା ସ୍ଥଳକୁ ଯାଇ କାର ଓ ବାଇକକୁ ଜବତ କରିଥିବା ସୂଚନା ମିଳିଛି ।
Read More...