Browsing Tag

deogaon news

ଦେଓଗାଁ ସିଏଚସିରେ ଆଜି ୧୩୬ଜଣଙ୍କୁ ଟୀକା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ କିଛିଦିନ ହେଲା ଯୁବ(୧୮-୪୪) ବର୍ଗର ଲୋକଙ୍କୁ ଟୀକାକରଣ ଜାରି ରହିଛି । ଟୀକାକରଣ ଆରମ୍ଭ ଦିନରୁ ଟୀକା ପରିମାଣ ବଢ଼ିବାରେ ଲାଗିଥିଲା । ହେଲେ ଆଜି ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଟୀକାକରଣ କେନ୍ଦ୍ରରେ
Read More...

ବେଆଇନ ବାଲି ଚେରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ୧୦ହଜାର ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳ ୯ଟା ସମୟରେ ସୋନଗଡ଼ ନଦୀର ହାତୀସରା ନିକଟରୁ ବେଆଇନ ଭାବେ ବାଲି ଚେରାଚାଲାଣ ହେଉଥିବା ଭବାନୀ ଶଙ୍କର ବେହେରାଙ୍କ ଟ୍ରାକ୍ଟର (ଓଡି୦୩ ଜି ୯୩୦୮)କୁ ଦେଓଗାଁ ତହସିଲଦାର ଜୁଗଲ କିଶୋର ବିଶ୍ୱାଲ ଓ ଜରାସିଂହା ଆରଆଇ ଅଧୀର ନାଏକ ଅଟକ ରଖି କାଗଜ
Read More...

ଦେଓଗାଁ ସିଏଚସିର ଭେକ୍କ୍ସିନ ସେଣ୍ଟରରେ ଅବ୍ୟବସ୍ଥା ନେଇ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : କୋରୋନା ଟୀକା ନେବା ପାଇଁ ଲୋକେ ସକାଳ ୭ ଘଣ୍ଟା ସମୟରୁ ଲାଇନ ଲାଗିଥିବା ବେଳେ କର୍ମଚାରୀମାନେ ୯ ଘଣ୍ଟା ୩୦ ମିନିଟରେ ଆସୁଛନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେଠିକାର ସିକ୍ୟୁରୀଟି ଗାର୍ଡ ମଧ୍ୟ କୌଣସି କାର୍ୟ୍ୟରେ
Read More...

ଦେଓଗାଁ ବ୍ଲକରେ ଆଜି ୩ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜରାସିଂହା ପଞ୍ଚାୟତରେ ୨ଜଣ ଓ କୁଳୁତାପଡ଼ା ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଂଘର ପ୍ରତିଷ୍ଠା ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଖଲିଆପାଲିରେ ଅଖିଳ ଭାରତୀୟ ଗୋଣ୍ଡବାନା ଗୋଣ୍ଡ ମହାସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓଗାଁ ବ୍ଲକ୍ ଗୋଣ୍ଡାବାନା ଗୋଣ୍ଡ ମହାସଂଘର ସଭାପତି ସୁରଥ ଧରୁଆ ଯୋଗଦେଇ ଗୋଣ୍ଡ ସପ୍ତରଙ୍ଗି ଖଣ୍ଡା ଉତ୍ତୋଳନ
Read More...

ଦେଓଗାଁ ବ୍ଲକରେ ଆଜି ବି ମାତ୍ର ଜଣେ ଚିହ୍ନଟ : ପୁଣି ଜଣେ ଉଡାର ପଞ୍ଚାୟତରୁ ସଂକ୍ରମିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ମଧ୍ୟ ଦେଓଗାଁ ବ୍ଲକରେ ମାତ୍ର ଜଣେ କରୋନା ଚିହ୍ନଟ ହୋଇଛନ୍ତି । ଗତକାଲି ଭଳି ଆଜିର ଚିହ୍ନଟ ବ୍ୟକ୍ତି ଜଣକ ମଧ୍ୟ ଉଡାର ପଞ୍ଚାୟତର ବୋଲି ସରକାରୀ ରିପୋର୍ଟ ଆସିଛି ।
Read More...

ଗଛରେ ଲୁଙ୍ଗି ବାନ୍ଧି‌ ଆତ୍ମହତ୍ୟା କାରଣ ଅସ୍ପଷ୍ଟ : ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନାର କଛାରପାଲି ବନ୍ଧ ନିକଟରେ ଜଣେ ବ୍ୟକ୍ତି ଗଛର ଲୁଙ୍ଗୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଦେଓଗାଁର ଗୋପାଲ ବୁଡ଼େକ ବୋଲି ଗାଁଲୋକେ ଚିହ୍ନଟ କରିଛନ୍ତି । ସେ ନିଜ
Read More...

ନୂତନ ତହସିଲଦାର ଭାବେ ଯୋଗ ଦେଲେ ଯୁଗଲ ବିଶ୍ବାଲ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ତହସିଲଦାର ଭାବେ ସୋନପୁର ଜିଳ୍ଲା ରାମପୁର ତହସିଲର ତହସିଲଦାର ଯୁଗଲ ବିଶ୍ବାଲ ଯୋଗ ଦେଇଥିବା ଜଣାପଡ଼ିଛି । ସ୍ଥାୟୀ ତହସିଲଦାର ଭାବେ ଯୁଗଲ ବିଶ୍ବାଲ ଯୋଗ ଦେବା ପରେ ତହସିଲରେ ଅଟକି ଯାଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ କାମ ସୂଚାରୁ
Read More...

ଧର୍ମ ପରାୟଣ ମହିଳା ଲକ୍ଷ୍ମୀପ୍ରିୟା ପୂଜାରୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି (କନ୍ଧପାଲି)ର ଧର୍ମପରାୟଣା ମହିଳା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପୁଜାରୀ(୭୨)ଙ୍କ ଶନିବାର ପୂର୍ବହ୍ନ ୧୦ଟା ସମୟରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ଶ୍ରୀମତୀ ପୂଜାରୀ ଅବସର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ପ୍ରହ୍ଲାଦ ପୂଜାରୀଙ୍କ
Read More...