pakka

ଆର ପାରିରେ ତୁଷାର ଦାଦା

bbehera

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳର ବଡଭାଇ ତୁଷାର ଦଲେଇଙ୍କ ଦେହାନ୍ତ ଘଟିଥିବା ସୂଚନା ମିଳିଛି । ଆଜି ସକାଳ ଭୋରରୁ ତାଙ୍କର ସ୍ବର୍ଗାରୋହଣ ହୋଇଥିବା ବେଳେ ସେ ବିଜୁ ପରିବାରର ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି । ସ୍ବର୍ଗତ ତୁଷାର ଦାଦାଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଥିବା ବେଳେ ତାଙ୍‌ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଏହି ଦୁଖଃଦ ମମୟରେ ଭଗବାନ ସାହାସ ଓ ଧର୍ଯ୍ୟ ଦିଅନ୍ତୁ ବୋଲି ଅଞ୍ଚଳବାସୀ କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

seventeen + eighteen =