pakka

କୃଷି ବିଭାଗ ତରଫରୁ ଚାଷୀଙ୍କୁ ସୋରିଷ ମଞ୍ଜି ବଣ୍ଟନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ରବି ଫସଲ ପାଇଁ ପଦ୍ମପୁର ଉପଖଣ୍ଡର ଗାଇସିଲାଟ କୃଷି ବିଭାଗ ତରଫରୁ ଗୁଦେରପାଲି ଗ୍ରାମ ପଞ୍ଚାୟତ ଓ ଚିଖିଲି ଗ୍ରାମ ପଞ୍ଚାୟତର କମଲପଦର ଗାଁର ୫୦ ଜଣ ଚାଷୀଙ୍କୁ ସର୍ବମୋଟ ୫୦ଟି ସୋରିଷ ମଞ୍ଜି କିଟ୍‌ ଗାଇସିଲେଟ କୃଷି ବିଭାଗର ଭିଏଲ୍‌ଡବ୍ଳୁ ସନ୍ତୋଷ ଧର ବଣ୍ଟନ କରିଛନ୍ତି ।

Leave A Reply

Your email address will not be published.

eighteen − seventeen =