pakka

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଦେଓଗାଁ ବ୍ଲକ୍ ଘେରାଉ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଆସନ୍ତା ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦାବୀ ନେଇ ଆଦିବାସୀ ସଂଘ ଦ୍ୱାରା ଦେଓଗାଁରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅସ୍ତ୍ରଶସ୍ତ୍ର ଧରି ଜାତୀୟ ରାଜପଥ ୨୬ ଉପରେ ଶୋଭାଯାତ୍ରା କରିଥିଲେ । ଦେଓଗାଁ ବସଷ୍ଟାଣ୍ଡରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୋଡ଼ିଂକୁ ଫାଡ଼ିବା ପରେ ଦେଓଗାଁ ବ୍ଲକକୁ ଯାଇ ଘେରାଉ କରିଥିଲେ ।

Leave A Reply

Your email address will not be published.

14 − twelve =