Browsing Tag

deogaon news

କରାଟେ ସ୍କୁଲ ତରଫରୁ ବନ ମହୋତ୍ସବ

ଦେଓଗାଁ, (ମନିଷ କୁମାର ସାହୁ) : ଗଛ ବିନା ଆମେ ବଞ୍ଚିବା ଅସମ୍ଭବ । ଗଛ ନଷ୍ଟ କଲେ ପରିବେଶ ନଷ୍ଟ ହେବ । ମୃର୍ତ୍ତିକା କ୍ଷୟଠାରୁ ଆରମ୍ଭ କରି ଉତ୍ତାପ ବୃଦ୍ଧି, ପାଣି ପାଗର ଅନିୟମତା, ବନ୍ୟା, ବାତ୍ୟା ମରୁଡି ଭଳି ପ୍ରାକୃତିକ ବିପର୍ଯୟ ବଢି ଚାଲିବ । ଏହି ସବୁ ପ୍ରକୃତିକ ଦୂର୍ବିପାକରୁ
Read More...

ଦେଓଗାଁ ରେଞ୍ଜରେ ୭୨ତମ ବନମହୋତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୧୦ଟା ସମୟରେ ଦେଓଗାଁ ରେଞ୍ଜ ଅଧିନସ୍ଥ ଦେଓଗାଁ ସେକ୍‌ସନର ସିନଖମନ ମହନ୍ତ ଗିରୀଧାରୀ ଉଚ୍ଚବିଦ୍ୟାଳୟ ପରିସରରେ ରେଞ୍ଜ ସ୍ତରୀୟ ୭୨ତମ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ପର୍ଯ୍ୟଟନସ୍ଥଳୀ ଭୀମପାହାଡ ରାସ୍ତା ହେଲା ମରାମତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରଛକ ଠାରୁ ଥାଲବନ୍ଧ ଦେଇ ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼କୁ ସଂଯୋଗ କରୁଥିବା ପ୍ରାୟ ୫ କିମି ଲମ୍ବର ଏହି ରାସ୍ତା ଅତି ଶୋଚନୀୟ ହୋଇପଡିଥିଲା । ଦୀର୍ଘ ୩ମାସ ପରେ ଏହି ରାସ୍ତା ମରାମତି କାମ ଶେଷ ହୋଇଛି । ସୂଚନାଯୋଗ୍ୟ ଯେ, ଏହି ରାସ୍ତା
Read More...

ସିଆଲବାହାଲିର ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଂଚାୟତର ସିଆଲବାହାଲିର ଶ୍ରୀ ଜଗନ୍ନାଥ ଯୁବକ ସଂଘ ଗାଁକୁ ସଫା ରଖିବା ପାଇଁ ଉଦ୍ୟମ କରି ସଫଳ ହେଇଛନ୍ତି । କିଛି ଦିନ ତଳେ ଗାଁକୁ ଆସୁଥିବା ବ୍ରିଜ ଏବଂ ରାସ୍ତାକୁ ସଫା କରିଥିଲେ ଏବଂ ପ୍ରତିଶୃତି ଦେଇଥିଲେ ଯେ, ଆଉଥରେ ଗାଁ ସଫେଇ
Read More...

ରକ୍ତଦାନ କରି ଜୀବନ ବଞ୍ଚାଇଲେ କୁମୁଦିନୀ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ପ୍ରାୟ ୧ଟା ସମୟରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଜନୈକ ରୋଗୀକୁ ରକ୍ତ ଦରକାର ଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିଲା । ଦେଓଗାଁ ବ୍ଲକ୍ ସାଲେପାଲି ଗାଁର ସ୍ୱେଚ୍ଛାସେବୀ ତଥା ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀଙ୍କ ପକ୍ଷରୁ ଖବର
Read More...

ଦେଓଗାଁ ଥାନାକୁ ପୁରିଲା ଦୁଇ ବର୍ଷ

ଏବେବି ଫାଣ୍ଡି କୋଠାରେ ଚାଲିଛି ଥାନା, ଥାନାର ନିଜସ୍ଵ କୋଠା ନିର୍ମାଣ କେବେ?ମଞ୍ଜୁରୀ ପାପ୍ତ ଅଫିସର ସଂଖ୍ୟା ୭ ହେଲେ ଅଛନ୍ତି ମାତ୍ର ୨ଦେଓଗାଁ, (ମନୀଷ କୁମାର ସାହୁ) : ଠିକ୍‌ ଦୁଇବର୍ଷ ତଲେ ଅର୍ଥାତ୍‌ ୧୯।୬।୧୯ରେ ଦେଓଗାଁ ପୁଲିସ ଫାଣ୍ଡିକୁ ସ୍ୱତନ୍ତ୍ର ଥାନାର ମାନ୍ୟତା ଦିଆଯାଇଥିଲା ।
Read More...

୭ଦିନ ଭିତରେ ସମସ୍ୟା ସମାଧାନ ପାଇଁ ବିଡ଼ିଓ ଦେଲେ ପ୍ରତିଶ୍ରୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଗତ ଶୁକ୍ରବାର ଦିନରୁ ଭିଲେଜର୍ସ ଇଣ୍ଡିଆ ପାର୍ଟି (ଭିଆଇପି)ର ଅଧ୍ୟକ୍ଷ ଡ.ବିପିନ କୁଶଲିଆଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣା ଦେଇ ଆସୁଥିଲେ ଦଳୀୟ ସଭ୍ୟ ଓ
Read More...

ଆଲୋକୀକରଣ ବ୍ୟବସ୍ଥା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ, ତହସିଲ କାର୍ୟ୍ୟାଳୟ, ଗୋ‌ଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସହ ଗୋ‌ଷ୍ଠି ଶିକ୍ଷା କାର୍ଯ୍ୟାଳୟ, ପ୍ରାଣୀଧନ କେନ୍ଦ୍ର ଗୋଟିଏ ପରିସରରେ ଅଛି । ଦେଓଗାଁ ବ୍ଳକ ସମସ୍ତ ଗାଁର ଲୋକ ପ୍ରାୟ ଏହି କାର୍ଯ୍ୟାଳୟ ସହ ଜଡ଼ିତ । ଅନ୍ୟପକ୍ଷରେ ଦେଓଗାଁ ବ୍ଳକର
Read More...

ଭର୍ଚୁଆଲ ହେଲା ଦେଓଗାଁ ବ୍ଳକ ସ୍ତରୀୟ ପଞ୍ଚାୟତ ସମିତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଭର୍ଚୁଆଲ ମିଟିଙ୍ଗ ଜରିଆରେ ଦେଓଗାଁ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପଞ୍ଚମ ଅର୍ଥ କମିଶନ
Read More...

ରବି ଧାନ ବିକ୍ରି ନ ହେବାରୁ ଦେଓଗାଁ ବଙ୍ଗଳାରେ ଚାଷୀଙ୍କ ଏନଏଚ୨୬ ଅବରୋଧ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ରବି ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଚାଷୀମାନେ ଆଜି ଦିନ ୧୦ଟା ସମୟରୁ ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ ଡାକ ବଙ୍ଗଳାରେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି । ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ ଆନ୍ଦୋଳନ
Read More...