ଦେଓଗାଁ ବ୍ଲକରେ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା
ଦେଓଗାଁ, (ମନୀଷ କୁମାର ସାହୁ): କିଛି ଦିନ ହେଲା ଦେଓଗାଁ ବ୍ଲକରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଗତ ୭ଦିନ ମଧ୍ୟରେ ଦେଓଗାଁ ବ୍ଲକରେ ୧୮ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରତିଦିନ ଜଣେ ଦୁଇ ଜଣ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି । ବୁଧବାର ଦିନ ଦେଓଗାଁ ବ୍ଲକ!-->…
Read More...
Read More...