Browsing Tag

delanga news

ଡ଼ିଆର୍‌ଡିଏ ପ୍ରତିନିଧିଙ୍କ ମନରେଗା କାର୍ଯ୍ୟ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମନରେଗା କାର୍ଯ୍ୟ ସମୀକ୍ଷା ଓ କ୍ଷେତ୍ର ଅନୁସଂଧାନ କରିବାକୁ ଏକ କେନ୍ଦ୍ରୀୟ ଅନୁସଂଧାନକାରୀ ଦଳ ପୁରୀ ଜିଲ୍ଲା ଗ୍ରାମ୍ୟ ବିକାଶ ସଂସ୍ଥାର ଏମ୍‌ସି ମିହିର ଓ ରାଜକିଶୋର ପରିଡାଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ଟିମ୍ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର,
Read More...

ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପତିତପାବନ ପାଠାଗାର ଆନୁକୂଲ୍ୟରେ ୩୩ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ରଧାକାନ୍ତ ମଠରେ ଅନୁଷ୍ଠିତ ହୋଇଯାଇଛି । ନଅଦିନ ଧରି ପ୍ରତ୍ୟହ ସକାଳେ ବ୍ୟାସ
Read More...

କାର୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ଗ୍ରାମର ଯୁବଗୋଷ୍ଟୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତିକେଶ୍ୱରଙ୍କ ଜନ୍ମ ଉତ୍ସବ ଅବସରରେ ଘୋରଡିଆ ଗ୍ରାମର ମହାବୀରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ମ ବାର୍ଷିକ କାର୍ତିକେଶ୍ୱର ପୂଜା ଉତ୍ସବ ମହାସମାରୋହ ରବିବାର ପୂର୍ବାହ୍ନରେ
Read More...

ଡେଲାଙ୍ଗରେ ରାଷ୍ଟ୍ରୀୟ ପ୍ରେସ୍‌ ଦିବସ ପାଳିତ

ଆଚଂଳିକ ଶାନ୍ତି ଓ ବିକାଶ କ୍ଷେତ୍ରରେ ସମ୍ବାଦପତ୍ର ଉତ୍ତରଦାୟିତ୍ୱ ଉପରେ ଆଲୋଚନା ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପ୍ରେସ୍‌ କ୍ଲବ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡଆ ପରିବାର, ଡେଲାଙ୍ଗ ମିଳିତ ଆନୁକୁଲ୍ୟରେ ଜାତୀୟ ପ୍ରେସ୍‌ ଦିବସ୍‌- ୨୦୨୧ ଡେଲାଙ୍ଗ ବ୍ଲକ
Read More...

ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଶିଶୁ ପୁସ୍ତକ ପ୍ରଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ମାଟିର କାଳଜୟୀ ଶିଶୁ ସାହିତ୍ୟର ସ୍ରଷ୍ଟା ତଥା ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଲେଖନୀ ଚାଲନା କରି ଆସୁଥିବା ଓଡିଶାର ପ୍ରତିଥଜଶା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଶିଶୁ ଓ କିଶୋର ପୁସ୍ତକ ପବିତ୍ର ଶିଶୁ ଦିବସ
Read More...

ଶିଶୁ ଦିବସ-୨୦୨୧ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୂନିନ୍ଦା ପରିସରରେ ଆଜି ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ-୨୦୨୧ ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ
Read More...

ଅଦିନିଆ ଲଘୁଚାପଜନିତ ବର୍ଷା ହେଲା ଚାଷୀଙ୍କ ପାଇଁ କାଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଅଞ୍ଚଳର କେତେକ ଖାଲୁଆ ଜମି କେନାଲ ପାଣିରେ ଉବୁଟୁବୁ ହେଉଥିବା ବେଳେ ଏଣେ ଅଦିନିଆ ଲଘୁଚାପଜନିତ ବର୍ଷା ଓ ହାଲକା ପବନରେ ହେକ୍ଟର ହେକ୍ଟର ପାଚିଲା ଧାନ ପାଣିରେ ପଡି ଗଜା ହେବାର ଆଶଙ୍କା ସୃଷ୍ଟି କରିଛି । ବହୁ ଆଗରୁ କେନାଲରେ ପାଣି ନ
Read More...

ହବିଷ୍ୟାଳିଙ୍କୁ ଅଁଳା ବୃକ୍ଷଦାନ ଅଭିଯାନ ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ପବିତ୍ର ଅଁଳା ନବମୀରେ ଅଁଳା ବୃକ୍ଷଦାନ ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରତ୍ୟୁଷରୁ ବୋଲକଣା ଗ୍ରାମର ଆରାଧ୍ୟ ଦେବ ଐଶାନ୍ୟଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଥିବା ରାଧାମୋହନ ଦେବଙ୍କ ସମ୍ମୁଖରେ
Read More...

ଅଁଳା ନବମୀ ଓ ରାଧା ପାଦ ଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଧର୍ମମାସ କାର୍ତ୍ତିକରେ ଶୁକ୍ଳପକ୍ଷ ନବମୀ ତିଥିରେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଭକ୍ତ, ଶ୍ରଦ୍ଧାଳୁମାନେ ମନଷ୍କାମନା ପୁରଣ ପାଇଁ ପୂଜାର୍ଚ୍ଚନା କରିଥାନ୍ତି । ସେହି ଅନୁସାରେ ପୁରୀ ଜିଲ୍ଲା ଡେଲାଙ୍ଗର ପ୍ରସିଦ୍ଧ ବେନୁପଡା ଗାଦି ବ୍ରହ୍ମ
Read More...

ଡେଲାଙ୍ଗରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ କଂଗ୍ରେସର ବନ୍ଦ ପାଳନ । ବହୁ ଚର୍ଚ୍ଚିତ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ସ୍ୱର୍ଗତ ମମିତାଙ୍କ ପାଇଁ ନ୍ୟାୟ ଦାବୀରେ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ
Read More...