Browsing Tag

delanga news

ୟୁଥ ଫର ଆକ୍ସନ ପକ୍ଷରୁ ବିଡ଼ିଓ ଓ ତହସିଲଦାରଙ୍କୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଦ୍ଵାରା ପ୍ରତିଷ୍ଠିତ ଅଣ ରାଜନୈତିକ ସଙ୍ଗଠନ 'ୟୁଥ ଫର ଆକ୍ସନ ପକ୍ଷରୁ ଡେଲାଙ୍ଗ ବ୍ଲକ ନବ ନିଯୁକ୍ତ ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଓ ତହସିଲଦାର ସୁଶ୍ରୀ ନିବେଦିତା ପରିଡାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ…
Read More...

ବାୟୁ ପ୍ରଦୂଷଣରୁ ରକ୍ଷା ପାଇଁ ପରିବେଶ କର୍ମୀଙ୍କ ସାଇକେଲରେ ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପରିବେଶ କର୍ମୀ ତଥା ସେଭ ଦି ଆର୍ଥ ଫାଉଣ୍ଡେସନର ଆବାହକ ବିଶ୍ଵଜିତ ପରିଡା ବାୟୁ ପ୍ରଦୂଷଣରୁ ରକ୍ଷା ସାଇକେଲ ଚଲାନ୍ତୁ ବାର୍ତ୍ତା ନେଇ ଆଜି ସାଇକେଲ ଯୋଗେ ମୁନିନ୍ଦା କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରୁ ଯାତ୍ରା ଆରମ୍ଭ କରି କୋଣାର୍କ ଯାତ୍ରା…
Read More...

କାଞ୍ଜିଅଁଳା ଓଷା ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଗଶୀର ମାସ କୃଷ୍ଣପକ୍ଷ ନବମୀରେ ମାଆ ଷଠୀ ଦେବୀଙ୍କ ପୂଜା 'କାଞ୍ଜିଅଁଳା ଓଷା’ ରୂପେ ସାରା ଓଡ଼ିଶାରେ ପାଳିତ ହୋଇଥାଏ । ଏହି ଅବସରରେ ଡେଲାଙ୍ଗର ପୁରପଲ୍ଲୀରେ ପ୍ରତ୍ୟେକ ଘରେ ରବିବାର ଅପରାହ୍ନରେ କାଞ୍ଜି ଅଁଳା ଓଷା ପାଳିତ ହୋଇଯାଇଛି । ଏଥିରେ…
Read More...

ପୀର ବାବା ଓ ଜାତୀୟ ସଂହତି ଆଲୋଚନାଚକ୍ର : ମାଗଣା ସ୍ୱାସ୍ଥ୍ୟ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସତ୍ୟପୀର ଫାର୍ମ ହାଉସ, ଘୋରଡିଆଠାରେ ରବିବାର ମଈ ରୁନ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ଓ ହାଇ ଟେକ ହସ୍ପିଟାଲ ଓ ମେଡିକାଲ କଲେଜ ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର ସହିତ ପୀର ବାବା ଓ ଜାତୀୟ…
Read More...

ଗଛର ମାମୁ ସାଜିଲେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରଥମାଷ୍ଟମୀରେ ମାମୁ ଭଣଜାଙ୍କୁ ପଢୁଆଁ କରୁଥିବା ବେଳେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ହୃଷୀକେଶ ପାଢ଼ୀ ମାମୁ ସାଜି ଗଛକୁ ଭଣଜା ରୂପେ ପଢୁଆଁ ତଥା ପୂଜାର୍ଚନା କରି ଅନ୍ୟମାନଙ୍କ ପ୍ରତି ଉଦାହରଣ ପାଲଟିଛନ୍ତି । ବୃକ୍ଷକୁ ଭଲ ପାଉଥିବା…
Read More...

ପ୍ରଥମାଷ୍ଟମୀରେ ଜ୍ୟେଷ୍ଠ ସନ୍ତାନଙ୍କ ଖୁସି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀତିଥିକୁ ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ ପର୍ବ ରୂପେ କେଉଁ ଆବାହନ କାଳରୁ ଓଡ଼ିଶାରେ ପାଳିତ ହେଇଆସୁଛି । ଏହି ଅବସରରେ ଡେଲାଙ୍ଗର ପୁରପଲ୍ଲୀରେ ପ୍ରତ୍ୟକ ପରିବାରର ଜ୍ୟେଷ୍ଠ ସନ୍ତାନମାନଙ୍କ ମଙ୍ଗଳକାମନା,…
Read More...

ଭୋଟର ସଚେତନା ଓ ସମ୍ବିଧାନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ମହାବିଦ୍ୟାଳୟ ଐତିହ କକ୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ପାଳନ କରାଯିବା ସହିତ ଡେଲାଂଗ ପଂଚାୟତ ସମିତି ପକ୍ଷରୁ ଭୋଟର ସଚେତନତା ଅଭିଯାନ…
Read More...

ଆମ ଐତିହ୍ୟ ସୁରକ୍ଷାରେ ପରିବେଶ ସୁରକ୍ଷା : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଆମ ଐତିହ୍ୟ ସୁରକ୍ଷାରେ ପରିବେଶ ସୁରକ୍ଷା ସଂକଳ୍ପ ପତ୍ରକୁ ବେନୁପଡା ଗାଦିବ୍ରହ୍ମ ପୀଠର ମଠ୍ୱାଧୀଶ ମହନ୍ତ ମହାରାଜ ଦାସରଥୀ ଦାସ, ବାବାଜି କାଳୁଚରଣ ଦାସ…
Read More...

ଡେଲାଙ୍ଗରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଓ ମିଶନ ଶକ୍ତି ମହିଳା ମହାସଂଘ ଆନୁକୂଲ୍ୟରେ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଶିଶୁ ପାଇଁ ଦିନଟିଏ ଶୀର୍ଷକରେ ଆଲୋଚନା ଚକ୍ର ବୁଧବାର ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ ସଭାଗୃହରେ ଅନୁଷ୍ଟିତ…
Read More...

କନ୍ୟା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୂଜନପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କ ପକ୍ଷରୁ ବୁଧବାର ଦିନ କନ୍ୟା ଦିବସ ପାଳିତ ହୋଇଯାଇଛି । ପଟଣପୁର ଗ୍ରାମରେ କନ୍ୟାମାନଙ୍କ ଦ୍ଵାରା ଏକ ସଚେତନତା ପଦଯାତ୍ରା ପଟଣପୁର ଅଙ୍ଗନୱାଡ଼ି କେନ୍ଦ୍ରଠାରୁ ବାହାରି ବିଭିନ୍ନ ଗ୍ରାମ…
Read More...