Browsing Tag

delanga news

ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଜେନାପୁର ପଂଚାୟତ ଅର୍ନ୍ତଗତ ବିଭିନ୍ନ ଗ୍ରାମରେ ନବନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥି ପହଂଚି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଧାୟକ ଶ୍ରୀ ମହାରଥି ପ୍ରଥମେ ବ୍ରାହ୍ମଣବାଡ, ଶ୍ରୀପତିପୁର, ହାକପଡା ବିଦ୍ୟାଳୟ,
Read More...

ଆଲୋକର ପର୍ବ ଦୀପାବଳି ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଦୀପାବଳି ଅବସରରେ ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଆନନ୍ଦ ଉତ୍ସାହର ସହିତ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଯାଇଛି । ଏହି ଦିନ ବଡବଡୁଆ ତଥା ପିତୃ ପୁରୁଷଙ୍କ ଉଦ୍ଦ୍ୟେଶରେ ରାତିରେ ଦୀପଦାନ ଉତ୍ସବ ପାଳନ ହୁଏ । ପିଣ୍ଡଦାନ ସହିତ ଜ୍ୱଳନ୍ତ ବଳିତା,
Read More...

ଉତ୍ତମ ପରିବେଶ ପାଇଁ ଦୁର୍ନୀତି ନିବାରଣ ସଂକଳ୍ପର ଆହ୍ୱାନ ଦେଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସତ୍ୟବାଦୀର ବକୁଳବନରୁ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଅଛି । ପ୍ରକୃତିପ୍ରେମୀ ଅଧ୍ୟାପିକା ଡକ୍ଟର ଶାନ୍ତିଲତା ଅଧିକାରୀ ମୁଖ୍ୟଅତିଥି ରୂପେ
Read More...

ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ତହସିଲଦାରଙ୍କୁ ଦାବୀପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅଧିନସ୍ଥ ରେଙ୍ଗଳ ପଞ୍ଚାୟତର ଯମୁନା ଝାଡପଡା ମୌଜାର ଶହ ଶହ ହେକ୍ଟର ଅନାବାଦୀ ଗୋଚର ଜମିରୁ ବେଆଇନ ଭାବେ ଖଣି ମାଫିଆମାନେ ମାଙ୍କଡ଼ା ପଥର ଓ ମୋରମ ଚୋରା ଚାଲଣ କରୁଥିବା ନେଇ ଅଭିଯୋଗ ହୋଇଥିବା ବେଳେ ସେମାନଙ୍କ ବିରୋଧରେ ଦ୍ରୁଢ
Read More...

ଗାନ୍ଧୀପୀଠର ଉନ୍ନତି ଓ ଡାକ୍ତର ଅଭାବୀ ପୂରଣ ନେଇ କଂଗ୍ରେସର ଆମରଣ ଅନଶନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ବେରବୋଇ ଗାନ୍ଧୀ ସ୍ମୃତି ପୀଠର ଉନ୍ନତି ଓ ଡେଲାଙ୍ଗ-ପିପିଲିର ସମସ୍ତ ଡାକ୍ତରଖାନାର ଡାକ୍ତର ଅଭାବୀ ପୂରଣ ନେଇ କଂଗ୍ରେସର ଆମରଣ ଅନଶନ ସଫଳ, ଲିଖିତ ପ୍ରତିଶୃତି ମିଳିବା ପରେ ଅନଶନ ପ୍ରତ୍ୟାହାର କରାଯାଇଥିଲା । ପୂର୍ବ ସୂଚନାନୁଯାୟୀ ବେରବୋଇ ଗାନ୍ଧି
Read More...

ଡେଲାଙ୍ଗରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ଯାଏଁ ପାଳନ ଅବସରରେ ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ରବିବାର ଘୋରଡିଆଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Read More...

ଘୋରଡିଆ ହାଟ ବଜାରର ଶାନ୍ତିଶୃଙ୍ଖଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ସୁରକ୍ଷ। ଓ ବିକାଶ ନେଇ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ହାଟ ବଜାରର ଶାନ୍ତିଶୃଙ୍ଖଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ସୁରକ୍ଷ।, ଜଳ, ପରିମଳ ଓ ବିକାଶ ନେଇ ଆଚଂଳିକ ଶାନ୍ତି ଓ ଉନ୍ନୟନ ପରିଷଦ ଓ ରାଧାମୋହନ ଦେବ ବ୍ୟବସାୟୀ ସଂଘ ଘୋରଡିଆର ସମନ୍ୱୟ ବୈଠକ ରବିବାର ରାତ୍ର ୮ଟାରେ ଘୋରଡିଆ ବଜାର ପରିସରରେ
Read More...

ବିଜେଡି ମହିଳା ମୋର୍ଚ୍ଚା ତରଫରୁ ଦରଦାମ ବୃଦ୍ଧି ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ସ୍ମାରକ ପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରରେ ମୋଦି ସରକାରଙ୍କ ଦୈନଦିନ ବ୍ୟବହୃତ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଖାଇବା ତେଲ ଭଳି ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଡେଲାଙ୍ଗ ମହିଳା ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ନାରାବାଜି ଦେଇ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ
Read More...

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ଯାଏଁ ପାଳନ ଅବସରରେ ମେକ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ରବିବାର ଘୋରଡିଆଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Read More...

ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଘୋରଡିଆ ନୋଡାଲ ହାଇସ୍କୁଲର ପରିଚାଳନା କମିଟି ସଦସ୍ୟଙ୍କ କାର୍ଯ୍ୟକାଳ ପୂରିଯାଇଥିବା ନେଇ ସ୍କୁଲରେ ପାଠ
Read More...