Browsing Tag

delanga news

ପଠାଣି ସାମନ୍ତ ମେଧା ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର କୃତିତ୍ୱ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଠାଣି ସାମନ୍ତ ମେଧା ପରୀକ୍ଷା ଫଳ ଗତ ୨୨/୧୧/୨୦୨୧ ତାରିଖରେ ପ୍ରକାଶ ପାଇଛି । ଡେଲାଙ୍ଗ ବ୍ଲକରେ ସମୁଦାୟ ୧୨୬ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଡେଲାଙ୍ଗ ମଣ୍ଡଳରେ ଚୟନିତ ୧୦ ଜଣ ମେଧାବୀ ମଧ୍ୟରେ ଶିଶୁ ମନ୍ଦିରର ଛାତ୍ର ଶ୍ରୀମାନ ସାତ୍ତ୍ୱିକ
Read More...

ଘୋରଡିଆ ବଜାରର ଲୁହା ଦୋକାନରୁ ଲୁଟ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ବଜାରରୁ ସୋମବାର ସନ୍ଧ୍ୟା ୭.୩୦ ମିନିଟରେ ଏକ ଲୁହା ଦୋକାନରୁ କେହି ଦୁର୍ବୁତ୍ତ ଟଙ୍କା ଲୁଟି ନେଉଥିବା ଭିଡ଼ିଓ ଚିତ୍ର ସିସି କ୍ୟାମେରାରେ କୟଦ ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଲୁହା ଦୋକାନୀ ମାଲିକ
Read More...

ଡେଲାଙ୍ଗରେ ଜିଲ୍ଲାସ୍ତରୀୟ ଖୋ ଖୋ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଖୋ ଖୋ ପ୍ରଶିକ୍ଷଣ ଶିବିର । ଚଳିତ ମାସ ତା୨୫/୧୧/୨୦୨୧ରିଖଠାରୁ ତା୧୧/୧୨/୨୦୨୧ରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାସ୍ତରୀୟ ବରିଷ୍ଠ ବିଭାଗର ଉଭୟ (ପୁରୁଷ, ମହିଳା) ଖୋ ଖୋ ପ୍ରଶିକ୍ଷଣ ଶିବିର ଡେଲାଙ୍ଗ ବ୍ଲକ ଅଧିନସ୍ତ କବି ପ୍ରସନ୍ନ
Read More...

ରନ୍ଧନଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବ୍ଲକ ସମ୍ମୁଖରେ ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ର ସରକାରଙ୍କ ଦୈନଦିନ ବ୍ୟବହୃତ ରନ୍ଧନ ଗ୍ୟାସର ଅହେତୁକ ଦରଦାମ୍‌ ବୃଦ୍ଧି ବିରୋଧରେ ଡେଲାଙ୍ଗ ବିଜେଡି ପକ୍ଷରୁ ଜଗଦଲପୁର ମା ପାଦୁକେଇ ପୀଠରୁ ଏକ ଶୋଭାଯାତ୍ରା ବାହାରି ନାରାବାଜି ଦେଇ ଶତାଧିକ ମହିଳା ଓ ପୁରୁଷ କର୍ମୀ ହାତରେ ପ୍ଲାକାର୍ଡ ଧରି
Read More...

ନରସିଂହ ମହାପାତ୍ରଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ପୁରୁଣା ଡେଲାଙ୍ଗ ଗ୍ରାମର ବରିଷ୍ଠ ସମାଜସେବୀ ନରସିଂହ ମହାପାତ୍ର(୯୦)ଙ୍କ ଗତ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଥିବା ଜଣାପଡିଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ବିୟୋଗରେ
Read More...

ସଂକୀର୍ତ୍ତନ ମାଧ୍ୟମରେ ପରିବେଶ ସଚେତନତା ଓ ବୃକ୍ଷ ରୋପଣ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ମହାକାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣା, ଡେଲାଙ୍ଗ, ପୁରୀ, ପକ୍ଷରୁ ପ୍ରତ୍ୟୁଷରୁ ସଂକୀର୍ତ୍ତନ ଦ୍ୱାରା ବୃକ୍ଷ ଧରି ବୋଲକଣା ଗ୍ରାମର ତିନୋଟି ୱାର୍ଡ ପରିକ୍ରମା କରାଯାଇ ବୃକ୍ଷ ରୋପଣ, ବୃକ୍ଷ ଦାନ ସହ ପରିବେଶ
Read More...

ଡେଲାଙ୍ଗରେ ୪ଟି ସ୍ମାର୍ଟ ସ୍କୁୁଲ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ୫ଟି ଯୋଜନାରେ ରୂପାନ୍ତରୀତ ପୁରୀ ଜିଲ୍ଲାରେ ୪୮ଟି ବିଦ୍ୟାଳୟକୁ ଗତକାଲି ଅପରାହ୍ନରେ ଭର୍‌ର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୫ଟି ଯୋଜନାରେ ରୂପାନ୍ତରୀତ ଡେଲାଙ୍ଗ ବ୍ଲକର ହରିରାଜପୁର
Read More...

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ୧୨ ବିଜେପି ପରିବାର ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ଉପସ୍ଥିତରେ ବିଜେଡିରେ ଯୋଗଦେଲେ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଧରଣୀଧର ସାହୁ, ବେରବୋଇ ପଞ୍ଚାୟତର ବିଜେଡି
Read More...

ଚାଷୀ ଆନ୍ଦୋଳନର ବିଜୟ : ଏଆଇକେକେଏମ୍‌ଏସ୍‌ର ଅଭିନନ୍ଦନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ର ସରକାରଙ୍କ ପ୍ରଣୀତ କୃଷି ଆଇନକୁ ପ୍ରତ୍ୟାହାର ଦାବୀ, ଆସନ୍ତା ନଭେମ୍ବର ୨୬/୧୧/୨୦୨୧କୁ ଚାଷୀ ଆନ୍ଦୋଳନର ଏକ ବର୍ଷ ପୂରଣ ହେବାକୁ ଯାଉଥିବା ପୂର୍ବରୁ ମୋଦି ସରକାର ଆନ୍ଦୋଳନ ଚାପରେ ଆଜି ୩ କଳା କୃଷି ଆଇନ ଗୁଡିକୁ ପ୍ରତ୍ୟାହାର କରିବା ପାଇଁ
Read More...

ବନ୍ଧୁକ ଦେଖାଇ ଦୋକାନୀଙ୍କଠାରୁ ସୁନା ଓ ରୂପା ଗହଣା ଲୁଟ ଅଭିଯୋଗ : ଡେଲାଙ୍ଗ ପୋଲିସ ପକ୍ଷରୁ ତନାଘନା ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅଧିନ ଘୋରଡିଆ ବଜାରରେ ଥିବା ସାଇ ଜୁଏଲାରୀ ଗହଣା ଦୋକାନ ମାଲିକ ଶୁସାନ୍ତ ପୌଦାରଙ୍କଠାରୁ ଦୁର୍ବୁତମାନେ ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଦୋକାନ ମାଲିକ ଶୁସାନ୍ତ ଗତ ୧୭ ତାରିଖ ରାତ୍ର ୯.୩୦ରେ ଦୋକାନ
Read More...