Browsing Tag

delanga news

ଡେଲାଙ୍ଗରେ ଆନ୍ତର୍ଜାତୀୟ ଥାଇବକ୍ସି କ୍ରୀଡାବିତ୍‌ଙ୍କୁ ଶୁଭେଚ୍ଛା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ସକାଳେ କଣାସ ରୋଡଠାରେ ଆନ୍ତର୍ଜାତୀୟ କ୍ରୀଡାବିତ ସରୋଜିନୀ ସୁନ୍ଦରାୟଙ୍କୁ ଶୁଭେଛା ଜଣାଇଛନ୍ତି ଡେଲାଙ୍ଗ ଅଞ୍ଚଳର ଜନସାଧରଣମାନେ, ପୂର୍ବତନ ପିଟିଏ ସଭାପତି ପରମାନନ୍ଦ ସାହୁ, ପୂର୍ବତନ ସରପଂଚ ସୁବାଷ ଚନ୍ଦ୍ର ବଳବନ୍ତରାୟ, ସମାଜସେବୀ ରମାବଲ୍ଲଭ
Read More...

ଡେଲାଙ୍ଗରେ ଶିଶୁ ଅଧିକାର ସୁରକ୍ଷା ଅଭିଯାନ ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିଶୁମାନଙ୍କୁ ସମାଜରେ ସୁପ୍ରତିଷ୍ଠିତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ୪୦ ଦିନିଆ ଶିଶୁ ଅଧିକାର ସୁରକ୍ଷା ଜନସଚେତନତା ଅଭିଯାନ ରଥକୁ ମଙ୍ଗଳବାର ଡେଲାଙ୍ଗ ବ୍ଲକ କାର୍ଯ୍ୟଳୟ ପରିସରରେ ସ୍ୱାଗତ କରାଯାଇଛି ।
Read More...

ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଲ୍ଲୀ ସସ୍କୃତି କଳା ପରିଷଦ, ଟିପୁରି ଆନୁକୂଲ୍ୟରେ ଫଳ ଚାରା ବିତରଣ କାର୍ଯ୍ୟକ୍ରମ ଡେଲାଙ୍ଗ ପଞ୍ଚାୟତ ସମିତି ପରିସରରେ ଅନୁଷ୍ଟିତ ହୋଇଯାଇଛି । ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଏହି ଫଳ ଚାରା ବଣ୍ଟନର ଶୁଭାରମ୍ଭ କରିଥିଲେ । ଅମୃତଭଣ୍ଡା, ଆମ୍ବ,
Read More...

ଫାଇଭ ଟି ସ୍ମାର୍ଟ ସ୍କୁଲର ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଫାଇଭ ଟି ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ଆଉ ୮ଟି ସରକାରୀ ହାଇ ସ୍କୁଲକୁ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକ ୪ଟି ଉଚ୍ଚ ବିଦ୍ୟାଳୟ ହରିରାଜପୁର ସୋମନାଥ ଦେବ ଉଚ୍ଚ ବିଦ୍ୟାପୀଠ,
Read More...

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଜଣ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅଧିନସ୍ଥ ଶ୍ରୀପତୀପୁର ଗ୍ରାମର ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ପୋଲିସ ଦୁଇ ଜଣକୁ ଗିରଫ କରି ପୁରୀ ପୋସ୍କ ଅଦାଲତରେ ହାଜର କରାଇଥିବା ସୂଚନା ମିଳିଛି । ପୀଡ଼ିତା ନାବାଳିକା ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ
Read More...

ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସମେତ ୫ ଜଣ ସ୍ଥାୟୀ ଶିକ୍ଷକ ଅଭାବୀ ପୂରଣ ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୂରାତନ ଶିକ୍ଷା ଅନୁଷ୍ଠାନ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ୫ ଶିକ୍ଷକ ଅଭାବୀ ପୂରଣ ପାଇଁ ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ଦାବୀ କରାଯାଇଛି । ଉକ୍ତ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ 'ଫାଇଭ
Read More...

ମୃତିକା ସ୍ୱାସ୍ଥ୍ୟ ସୁସ୍ଥ ରହିବା ପାଇଁ ଜୈବିକ ସାର ପ୍ରୟୋଗକୁ ଗୁରୁତ୍ୱ ଦେଲେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡିସେମ୍ବର ପାଞ୍ଚ ତାରିଖ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତି ପ୍ରେମୀ
Read More...

ଜୱାଦର ପ୍ରଭାବରେ ଡେଲାଙ୍ଗର ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ : ଦୁର୍ଦ୍ଦିନରେ ଚାଷୀକୂଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ସାମୁଦ୍ରିକ ଝଡ଼ବାତ୍ୟା ଜୱାଦ ପ୍ରଭାବରେ ଚାଷୀକୂଳଙ୍କ ଧାନଚାଷ ଉଜୁଡିଲା । ଅଦିନିଆ ଲଘୁଚାପଜନିତ ବାତ୍ୟାର ପ୍ରଭାବରେ ଝିପି ଝିପି ବର୍ଷା, ହାଲକା ହାଲକା ପବନ ସାଙ୍ଗକୁ କୋହଲା ପାଗ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ
Read More...

ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଡିସେମ୍ବର ମାସ ଦୁଇ ତାରିଖକୁ ପୃଥିବୀରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ରୂପେ ପାଳନ ହୋଇଆସୁଛି । ଏହି ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ
Read More...

ଡେଲାଙ୍ଗରେ ନୂତନ ଥାନାଧିକାରୀ ଓ ବିଦାୟୀ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ନବ ନିଯୁକ୍ତ ନୂତନ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଓ ପଦୋନ୍ନତିରେ ଅନ୍ୟତ୍ର ବଦଳି ହୋଇଥିବା ବିଦାୟୀ ଥାନାଧିକାରୀ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ ଡେଲାଙ୍ଗ ପ୍ରେସ କ୍ଲବ, ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର
Read More...