ସାଇକେଲ ଷ୍ଟାଣ୍ଡରୁ ପେଟ୍ରୋଲ ଲୁଟିନେଲେ ଦୁର୍ବୁତ୍ତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଇକେଲ ଷ୍ଟାଣ୍ଡର ମାଲିକର ଭାଇକୁ ଭୟଭୀତ କରି ପେଟ୍ରୋଲ ଲୁଟିନେଲେ ଦୁର୍ବୁତ୍ତ, ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଏକ ସାଇକେଲ ଷ୍ଟାଣ୍ଡରୁ ଦୁଇଜଣ ଅଚିହ୍ନା ଯୁବକ ରାତି ଦୁଇଟାରେ ଆସି!-->…
Read More...
Read More...