Browsing Tag

delanga news

ନୂଆ ଧରଣର ସାଇବର ଠକେଇ ଅଭିଯୋଗ : ୧୬ ହାଜର ଟଙ୍କା ହରାଇଲେ ଯୁବକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଊରିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗ ପୁରପାଟଣା ଗ୍ରାମର ସନ୍ତୋଷ କୁମାର ବଳିୟାରସିଂହ ତିନିଦିନ ତଳେ ସାଇବର ଠକେଇରେ ଶିକାର ହୋଇ ୧୬ ହାଜର ଟଙ୍କା ହରାଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ସନ୍ତୋଷ
Read More...

ରାଧାକାନ୍ତ ମନ୍ଦିରରେ ୬୪ ବ୍ୟଂଜନ ଲାଗି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ୟଜଂନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେବାଦେବୀ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଂଜନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୁଷ୍ଟିକର ବ୍ୟଂଜନ ପ୍ରସ୍ତୁତ
Read More...

ଶକ୍ତି ସଂରକ୍ଷଣ ହେଲେ ପରିବେଶ ସୁରକ୍ଷିତ ରହିବ : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଡିସେମ୍ବର ୧୪ ତାରିଖରୁ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ପକ୍ଷରୁ ଶକ୍ତି ସଂରକ୍ଷଣ ହେଲେ ପରିବେଶ ସୁରକ୍ଷିତ ରହିବ ଅଭିଯାନ ଆରମ୍ଭ ହୋଇଯାଇଅଛି । ଟ୍ରଷ୍ଟର ପ୍ରତିଷ୍ଠାତା ଶିଶୁ ସାହିତ୍ୟିକ, କବି,
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵଚ୍ଛତା ପକ୍ଷ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‌ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ କେନ୍ଦ୍ରୀୟ ଉଦ୍ୟାନ କୃଷି ‌ଗବେଷଣା‌ ସଂସ୍ଥା ‌ଆଇଗୀଣିଆ ଭୂବନେଶ୍ଵର‌ ସହଯୋଗରେ ସ୍ଵଚ୍ଛତା ପକ୍ଷ ପାଳନ କରାଯାଇଛି । ଏହି ଉପଲକ୍ଷେ
Read More...

ଡେଲାଙ୍ଗରେ ବିଶ୍ଵ ସଂରକ୍ଷଣ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡିସେମ୍ବର ୧୪ ବିଶ୍ଵ ସଂରକ୍ଷଣ ଦିବସ କେ.ପି.ପି. ବିଦ୍ୟାଳୟ ଓ ସେଭେ ଦି ଆର୍ଥ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ, ମୂନିନ୍ଦା ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ
Read More...

କୁନି ଶିଶୁ ପ୍ରତିଭା – ରୁଦ୍ରାଅଂଶୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୁନି କୁନି ଓଠରେ ଖିଲି ଖିଲି ହସ । ବୟସ ମାତ୍ର ୧ ବର୍ଷ ୭ ମାସ । ଦୁନିଆଁ କଣ ସେ ବିଷୟରେ କିଛି ଜାଣେନି । ମାତ୍ର ଏହି ନିଷ୍ପାପ ଶିଶୁ କନ୍ୟାଟିର ଅଲୌକିକ ପ୍ରତିଭା ତଥା ବିଚକ୍ଷଣ ଧିଶକ୍ତି ଯୋଗୁଁ ସମ୍ପ୍ରତି ସେ ଇଣ୍ଡିଆ ବୁକ ଅଫ୍‌ ରେକର୍ଡସରେ ନିଜର
Read More...

ଦୁଇ ଦୁନିଆ ଦକ୍ଷତା ନିର୍ମାଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଚାଁଇପୁର ଗ୍ରାମ ପଞ୍ଚାୟତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପଞ୍ଚାୟତର ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀ ତଥା ଗାଁ କଲ୍ୟାଣ ସମିତି କର୍ମକର୍ତ୍ତା, ମହିଳା ସ୍ବୟଂ
Read More...

ଯୁବ ସିଆର୍‌ସିସିଙ୍କ ଅକାଳ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ(ଘୋରଡିଆ) ଗ୍ରାମର ଶ୍ରୀକାନ୍ତ ଦାସ (୪୭)ଙ୍କ ରବିବାର ଅପରାହ୍ନରେ ସାଉରିଆ ସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ବରଣ କରିଛନ୍ତି । ସେ ଦୀର୍ଘ ଦିନ ହେଲା କିଡୀନ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ଏହି ଅକାଳ ବିୟୋଗ
Read More...

୧୯୬୭ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୬୭ ମସିହା ମାଟ୍ରିକ ବ୍ୟାଚ୍‌ର ପ୍ରାକ୍ତନ ଛାତ୍ରବନ୍ଧୁମାନଙ୍କ ମଧ୍ୟରେ ଆଜି ଏକ ବନ୍ଧୁମିଳନ ଉତ୍ସବ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ
Read More...

ସ୍କୁଟି ଧକ୍କାରେ ମହିଳାଙ୍କ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୟାନଦୀ ବନ୍ଧ ବାଲିହୁଂକାଠାରେ ସ୍କୁଟି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମୃତ ମହିଳା ବିନୋଦିନୀ ରାଉତରାୟ(୪୫)ଙ୍କ ବାପଘର ଡେଲାଙ୍ଗ ଥାନା ବାଲିହୁଁକା ଗ୍ରାମର ହୋଇଥିବା ବେଳେ ଶାଶୁଘର
Read More...