Browsing Tag

delanga news

୨୪ରେ ନିଯୁକ୍ତି ଭିତ୍ତିକ ପରାର୍ମଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଜୀବିକା ମିଶନ, ଡେଲାଙ୍ଗ ଆନୁକୂଲ୍ୟରେ ଓ ଓରମାସ/ଡିଆର୍‌ଡିଏ, ପୁରୀ ସହଯୋଗରେ ଆସନ୍ତା ଡିସେମ୍ବର ୨୪ ତାରିଖରେ ବେକାର ଯୁବକ/ଯୁବତୀମାନଙ୍କ ପାଇଁ ନିଯୁକ୍ତି ମେଳା ତଥା ନିଯୁକ୍ତି ଭିତ୍ତିକ
Read More...

ପ୍ରଦୀପ ମହାରଥୀ ଗ୍ରାମ୍ୟ ପାର୍କ ଓ ପାଠାଗାର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଲିପଡା ଗ୍ରାମ ପଞ୍ଚାୟତ ହୁମରଠାରେ ପ୍ରଦୀପ ମହାରଥୀ ଗ୍ରାମ୍ୟ ଉଦ୍ୟାନ (ପାର୍କ) ଓ ପାଠାଗାରକୁ ଗତକାଲି ଅପରାହ୍ନରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ କରକମଳରେ ଲୋକାର୍ପିତ କରିଛନ୍ତି ।
Read More...

ଥାଲାସେମିଆ ଓ ସିକିଲସେଲ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାର ଏବଂ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଲୋକ ନାଟକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଥାଲାସେମିଆ ଓ ସିକିଲସେଲ ରୋଗର କାରଣ, ନିରାକରଣ ଓ ପ୍ରତିକାର ଉପରେ ଜନସଚେତନତା କାର୍ଯ୍ୟକ୍ରମ ଡେଲାଙ୍ଗ
Read More...

ବିଦ୍ୟାଳୟରୁ ଚୋରି ନେଇ ଫାଣ୍ଡିରେ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉ.ପ୍ରା. ବିଦ୍ୟାଳୟ, ଘନିପୁରରୁ ଚୋରି ହୋଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଷା କୁମାରୀ ଦେଇ ଅଭିଯୋଗ କରିଛନ୍ତି । ରବିବାର ରାତିରେ କିଛି ଅସାମାଜିକ ବ୍ୟକ୍ତି
Read More...

କଲେଜ ଛାତ୍ରୀ ନିଖୋଜ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ମୋଟରି ଗ୍ରାମର ନାବାଳିକା ଯୁକ୍ତ ଦୁଇ କଲେଜ ଛାତ୍ରୀ ରବିବାର ସଂଧ୍ୟାରୁ ନିଖୋଜ ନେଇ ଛାତ୍ରୀର ପିତା ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପିତାଙ୍କ ଅଭିଯୋଗ ଅନୁସାରେ ରବିବାର ସନ୍ଧ୍ୟାରେ ଝିଅ ଶୌଚ ପାଇଁ ପଡିଆକୁ
Read More...

କଳାକାର ଭତ୍ତା ପାଇଁ ଯୋଗ୍ୟ କଳାକାରଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଚାଂୟତ ସମିତି କାର୍ଯ୍ୟାଳୟ ପରିସେରେ ରାଜ୍ୟ ସରକାରଙ୍କ କଳାକାର ଭତା ପାଇବା ପାଇଁ ଦୁଇ ଦିନ ଧରି ଆବେଦନ କରଥିବା କଳାକାରମାନଙ୍କର ପ୍ରମାଣପତ୍ର ତନଖି ଓ ଦକ୍ଷତା (ଅଡିସନ୍‌) ପରିକ୍ଷା କରାଯାଇଥିଲା । ଡିସେମ୍ବର ୧୭,୧୮ତାରିଖରେ
Read More...

ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ମୁନିନ୍ଦା ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓରଫ ଗାନ୍ଧୀ ବାବୁ (୭୩)ଙ୍କ ଶୁକ୍ରବାର ରାତ୍ର ୩ଟା ୫୦ ସମୟରେ ପରଲୋକ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ହେଲା ଶ୍ୱାସ ଜନିତ ରୋଗରେ କଟକ ବଡମେଡିକାଲରେ
Read More...

କେ.ପି.ପି. ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଓ କ୍ରୀଡାପ୍ରେମୀଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ପକ୍ଷରୁ ରାଜ୍ୟସ୍ତରୀୟ ଖୋ'ଖୋ' ଚମ୍ପିୟାନ୍‌ସିପ୍‌ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିବା କେ.ପି.ପି ଉଚ୍ଚ ବିଦ୍ୟାଳୟର ଅନ୍ୟାନ
Read More...

ଗ୍ଲୋବାଲ ୱାର୍ମିିିଙ୍ଗ ଉପରେ ଆଲୋଚନା ଚକ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେଭ ଦି ଆର୍ଥ ଫାଉଣ୍ଡେସନ, ବୋଳକଣା ଏବଂ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗ୍ଲୋବାଲ ୱାର୍ମିଙ୍ଗ (ବିଶ୍ୱତାପାୟନ) ଉପରେ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଏହି
Read More...

ଛେଳି ଚୋର ଦୁଇ ଜଣ ଗିରଫ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ବଜାର ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଏକ ଛେଳି ଚରୁଥିବା ବେଳେ ଜଣେ ଦୁର୍ବୁତ୍ତ ଛେଳିଟିକୁ ଚୋରି କରି ନେଉଥିବା ସମୟରେ ଗାଁ ଲୋକେ ତାକୁ ଧରି ପୁଲିସ ଜିମା ଦେଇଥିଲେ । ଅରିଶଲ କଅଁର ସାହିର ରବୀନ୍ଦ୍ର ମଲିକଙ୍କ ଅଭିଯୋଗ
Read More...