Browsing Tag

delanga news

ବାଜପେୟୀଙ୍କ ଜୟନ୍ତୀରେ ଫଳ ବଣ୍ଟନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଭାରତ ରତ୍ନ ତଥା ପ୍ରସିଦ୍ଧ ହିନ୍ଦୀ କବି ଏବଂ ସ୍ଵାଧୀନ ଭାରତ ବର୍ଷର ଦଶମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଅଣ ରାଜନୈତିକ ସଙ୍ଗଠନ ''ୟୁଥ ଫର ଆକ୍ସନ'' ତରଫରୁ ପୁର୍ବ ଓଡ଼ିଶା ଜୋନ୍ ସମ୍ପାଦକ ପ୍ରେମା ରଞ୍ଜନ
Read More...

ଧବଳେଶ୍ଵର ଗ୍ରାମୀଣ ପଞ୍ଚାୟତ ହାଟ ଓ ପଞ୍ଚାୟତ ଗୃହକୁ ଲୋକାର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର ଗ୍ରାମ ପଞ୍ଚାୟତର ଦନାପଡାଠାରେ ଶନିବାର ଧବଳେଶ୍ଵର ଗ୍ରାମୀଣ ହାଟ ଓ ଚାଁଇପୁରଠାରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଲୋକାର୍ପଣ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସୂଚନା
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟର ତୁଳସୀ ବୃକ୍ଷ ରୋପଣ ଓ ପୂଜନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡିସେମ୍ବର ପଚିଶ ହିନ୍ଦୁ ଧର୍ମରେ ଗତକାଲି ତୁଳସୀ ପୂଜନ ଦିବସ । ବଡଦିନ ପାଳନ ଅବସରରେ ସମସ୍ତେ ଭୋଜିଭାତ ଆସରରେ ମସଗୁଲ ଥିବା ବେଳେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ତୁଳସୀ ବୃକ୍ଷ ରୋପଣ, ପୂଜନ କର୍ମଶାଳା ଅନୁଷ୍ଠିତ
Read More...

ରେଂଜ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ରେଂଜ ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଓ ମିଶନ ଶକ୍ତି ଗୃହକୁ ଶୁକ୍ରବାର ଅପରାହ୍ନରେ ନବନିର୍ବାଚିତ ବିଧାୟକଙ୍କ ରୁଦ୍ର ପ୍ରତାପ ମହାରଥୀ ଲୋକାର୍ପଣ କରିଛନ୍ତି । ଏହି ଉତ୍ସବରେ ସ୍ଥାନୀୟ
Read More...

ଡେଲାଙ୍ଗରେ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀନଦୟାଲ ଉପାଧ୍ୟାୟ କୌଶଳ ଯୋଜନାରେ ଗ୍ରାମାଞ୍ଚଳର ବେରୋଜଗାରୀ ଯୁବକ ଯୁବତୀଙ୍କ ପାଇଁ ଶୁକ୍ରବାର ଡେଲାଙ୍ଗ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟିନି
Read More...

କୃଷିକ୍ଷେତ୍ରରେ ଜୈବିକ ସାର ପ୍ରୟୋଗ, ମାଟି ମା’ ଓ ପରିବେଶ ସୁରକ୍ଷା : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଉଦ ଡିସେମ୍ବର ଜାତୀୟ କୃଷକ ଦିବସ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଗୁଆଲିପଡା ପଂଚାୟତ ଗୁଡପାଇଲ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ କୃଷକମାନଙ୍କ
Read More...

ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କଲେ ବିଧାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ଗୋଡ଼ିପୁଟ ମାଟିଆ ଗ୍ରାମ ପଞ୍ଚାୟତର ଗୋଦାମ ଗୃହ, ସ୍ବାସ୍ଥ୍ୟ ସେବା କେନ୍ଦ୍ର ଓ ଯୋଗ ଗୃହକୁ ଗୁରୁବାର ଅପରାହ୍ନରେ ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ କରକମଳରେ ଲୋକାର୍ପଣ ହୋଇଯାଇଛି ।
Read More...

ସ୍ୱର୍ଗତ ଶ୍ରୀକାନ୍ତ ଦାସଙ୍କ ସ୍ମୃତିଚାରଣ ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ (ଘୋରଡିଆ) ଗ୍ରାମର ସ୍ୱର୍ଗତ ଶ୍ରୀକାନ୍ତ ଦାସଙ୍କ ଏକାଦଶାହ ଉତ୍ସବରେ ଗତକାଲି ଏକ ସ୍ମୃତିଚାରଣ ସଭା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଦିବ୍ୟଂଗତ ଦାସଙ୍କ ଆତ୍ମାର ସଦ୍‌ଗତି କାମନା ନିମନ୍ତେ ସିଆର୍‌ସିସି
Read More...

ସାଊରିଆ ପଞ୍ଚାୟତ ନୂତନ କାର୍ଯ୍ୟାଳୟ ଗୃହ ଲୋକାର୍ପଣ କଲେ ବିଧାୟକ ମହାରଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଊରିଆ ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହକୁ ଗତକାଲି ଅପରାହ୍ନରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଧାୟକ ଶ୍ରୀ ମହାରଥୀଙ୍କ ସହ ଡେଲାଙ୍ଗ ବ୍ଲକ
Read More...

ବିଜୁ ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ କୋଭିଡ ସହାୟତା ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ୫ଟି ସଚିବ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଯୋଗାଣ ସଚିବ ପ୍ରମୁଖ ଗତକାଲି ପୂର୍ବାହ୍ନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ ହିତାଧିକାରୀ, କେନ୍ଦ୍ର/ରାଜ୍ୟ ସରକାରଙ୍କ
Read More...