Browsing Tag

delanga news

ସୌନ୍ଦର୍ଯ୍ୟକରଣ ପାଇଁ ୧୧୦ ପ୍ରକାର ଫୁଲଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନବବର୍ଷ ଆରମ୍ଭରେ ଗତକାଲି ଡେଲାଙ୍ଗ ବ୍ଲକ ପରିସରକୁ ସୌନ୍ଦର୍ଯ୍ୟକରଣ ଓ ସୁସ୍ଥ ପରିବେଶ ପାଇଁ ୧୧୦ ପ୍ରକାର ଫୁଲଚାରା ରୋପଣ କରାଯାଇଛି । ପ୍ରକୃତିର ସୌଦର୍ଯ୍ୟଭରା ପରିବେଶ ସୃଷ୍ଟି ନେଇ ବ୍ଲକ ପରିସରରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ
Read More...

ମନ୍ଦିରରୁ ଚୋରି ସାମଗ୍ରୀ ଜବତ : ଦୁଇ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ କୁମୁଣ୍ଡାଲ ଗ୍ରାମର ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମନ୍ଦିରରୁ ଶନିବାର ବିଳମ୍ବିତ ରାତ୍ରରେ ଚୋରି ହୋଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ମନ୍ଦିର ସେବକ ହୁଲାସ ରଣା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ମନ୍ଦିର କବାଟ ତାଲା
Read More...

ଡେଲାଙ୍ଗ ବ୍ଲକ ପରିସରରେ ଫୁଲ ଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନବବର୍ଷ ଅବସରରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଶନିବାର ଡେଲାଙ୍ଗ ବ୍ଲକ ପରିସରରେ ବିଭିନ୍ନ ଜାତିର ଫୁଲ ଗଛ ରୋପଣ କରିଛନ୍ତି । ବ୍ଲକ କାର୍ୟ୍ୟାଳୟ ପରିସରକୁ ସରସ, ସୁନ୍ଦର, ସ୍ବଛ ପରିବେଶମୟ କରି ଗଢି ତୋଳିବାରେ ବିଡ଼ିଓ ଶ୍ରୀ ଷଡଙ୍ଗୀଙ୍କ ଉଲ୍ଲେଖନୀୟ
Read More...

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ମେଳର ବଳ’ ଲୋକାର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳଚକ୍ର ପ୍ରକାଶନ, ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ 'ମେଳର ବଳ' ପୁସ୍ତକକୁ ଶନିବାର ଡେଲାଙ୍ଗ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି
Read More...

ପରିବେଶ ସୁରକ୍ଷା ବ୍ୟାନର, ପ୍ରଚାରପତ୍ର, ପୁସ୍ତକ ଲୋକାର୍ପଣ ଓ ବୃକ୍ଷ ରୋପଣ ଚର୍ଚାରେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଳକଣା ଗ୍ରାମରେ ପିତା ସ୍ୱର୍ଗତ ରଘୁନାଥ ପାଢ଼ୀ ଓ ମାତା ଜାନକୀ ପାଢ଼ୀଙ୍କ କୋଳମଣ୍ଡନ କରନ୍ତି ହୃଷୀକେଶ ପାଢ଼ୀ । ଏକାଧାରରେ ଜଣେ କବି, ଲେଖକ, ଶିଶୁସାହିତ୍ୟିକ, ପରିବେଶ,
Read More...

ଡେଲାଙ୍ଗରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭିନ୍ନକ୍ଷମମାନଙ୍କୁ ଚିହ୍ନଟିକରଣ ଓ ସେମାନଙ୍କୁ ସଶକ୍ତିକରଣ କରିବା ଲକ୍ଷ୍ୟ ନେଇ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ପୁରୀ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡ଼ିଓ ଦିଲ୍ଲୀପ
Read More...

ସ୍ୱର୍ଗତ ଦେବନ୍ଦ୍ର ପ୍ରଧାନଙ୍କ ସ୍ମୃତିଚାରଣ ସଭା

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୂନିନ୍ଦା ଗ୍ରାମର ସ୍ୱର୍ଗତ ଦେବନ୍ଦ୍ର ପ୍ରଧାନ (ଗାନ୍ଧୀ ବାବୁ)ଙ୍କ ଏକାଦଶାହ ଉତ୍ସବରେ ସୋମବାର ସନ୍ଧ୍ୟାରେ ଏକ ସ୍ମୁର୍ତିଚାରଣ ସଭା ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ଏକାଦଶାହ ଉତ୍ସବରେ
Read More...

ଡେଲାଙ୍ଗରେ ବିଦ୍ୟୁତ ଦର ବୃଦ୍ଧି ନେଇ ଆମ ଆଦୀମୀ ପାର୍ଟିର ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ୍ ଆଦମୀ ପାର୍ଟି ଡେଲାଙ୍ଗ ପକ୍ଷରୁ ଡେଲାଙ୍ଗ ବ୍ଲକରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଡେଲାଙ୍ଗ ବିଦ୍ୟୁତ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଯାଇଛି । ପ୍ରଥମେ ବେରବୋଇ ଗାନ୍ଧୀ ପିଠ ସଫେଇ କରାଯାଇଥିଲା ଏବଂ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି
Read More...

ସମାଜସେବୀ ଶ୍ରୀଧର ନାୟକଙ୍କ ପରଲୋକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାକପଡା ଗ୍ରାମର ଶ୍ରୀଧର ନାୟକ(୬୭)ଙ୍କ ନିଜସ୍ୱ ବାସଭବନରେ ରବିବାର ରାତ୍ର ଦଶ ଘଟିକା କୋଡ଼ିଏ ମିନିଟ୍ ସମୟରେ ଟିଉମର ଓ ହାର୍ଟ ଜନିତ ରୋଗରେ ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Read More...

କବିତା ପାଠ ଓ ପରିବେଶ ପାଇଁ ଗଛଟିଏ ବ୍ୟାନର ଲୋକାର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡେଲାଙ୍ଗ ଷ୍ଟେସନ ବଜାରଠାରେ ଶିକ୍ଷାବିତ ତଥା କବି ଗୋଲଖ ବରାଳଙ୍କ ସଭାପତିତ୍ବରେ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ କବି ଦିଗମ୍ବର ରଥ, ବସନ୍ତ କୁମାର ଦାସ, ସଚିକାନ୍ତ ବାରିକ, ନଟବର ସେଠି, ରୋହିତ କୁମାର
Read More...