Browsing Tag

delanga news

ଅଗ୍ନିକାଣ୍ଡରେ ଗୁହାଳ ଘର ଜଲିଗଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଅରିଶଲ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଗାଁ ଗ୍ରାମର ବିଶ୍ଵମ୍ବର ମଲ୍ଳିକଙ୍କ ଗୁହାଳ ଘରେ ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ତିନୋଟି ଗାଈ ଓ ଗୋଟିଏ ବାଛୁରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଡେଲାଙ୍ଗ
Read More...

ଅରିଶଲରେ ଧାନମଣ୍ଡି ଶୁଭ ଉଦ୍‌ଘାଟନ କଲେ ବିଧାୟକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଚାଷୀଙ୍କ ଧାନକୁ କାର୍ଯ୍ୟକରିବା ପାଇଁ ଶୁକ୍ରବାର ଅରିଶଲ ସେବା ସମବାୟ ସମିତିର ଧାନମଣ୍ଡିକୁ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟଅତିଥି ରୁଦ୍ର ପ୍ରତାପ ମହାରଥୀ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାରଥୀଙ୍କ ସହ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଡେଲାଙ୍ଗ
Read More...

ଘର ମରାମତି ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅପରାହ୍ନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ଗୃହ ନିର୍ମାଣ ଯୋଜନାରେ ପକ୍କାଘର ପାଇଥିବା ହିତାଧିକାରୀ ପରିବାରଙ୍କୁ ତିନି ହାଜର ଟଙ୍କା ଲେଖାଁଏ ମରାମତି ସହାୟତା ପ୍ରଦାନ ଶୁଭାରମ୍ଭ କରିଛନ୍ତି ।
Read More...

୭୯ତମ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ବାୟା ବଜାରସ୍ଥିତ ସର୍ବପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଗୁରୁବାର ବ୍ୟାଙ୍କ ପରିସରରେ ୭୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶାଖା ପରିଚାଳକ ଯୋଗେଶ୍ୱର ପ୍ରଧାନ, ସହକାରୀ
Read More...

ମାକ୍ସ ପିନ୍ଧିନଥିବା ଅମାନିଆଙ୍କଠାରୁ ଜୋରିମାନ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ତୃତୀୟ ଲହର ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର କେତକ ମାର୍ଗଦର୍ଶୀକା ଓ କୋଭିଡ କଟକଣା ଜାରୀ କରିଛନ୍ତି । ମାକ୍ସ ପିନ୍ଧିବା, ଭିଡରୁ ଦୂରେଇ ରହିବା, ସାମାଜିକ ଦୂରତ୍ଵ ରକ୍ଷା ଓ ହାତ ଧୋଇବା ଉପରେ ଗୁରୁତ୍ବ ଦିଆଯାଇଛି । କରୋନାର
Read More...

ଡେଲାଙ୍ଗରେ ୧୨୫୫ ଜଣ ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ମଧ୍ୟରେ ଡେଲାଙ୍ଗରେ ୮ଟି ପରୀକ୍ଷା କେନ୍ଦ୍ରରେ ୧୨୫୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରଥମ
Read More...

ବୃହତ୍‌କାୟ ବଣ ଭୂଆଁ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମର ସୁରେନ୍ଦ୍ର ପାଟ୍ଟଶାଣୀଙ୍କ କୁକୁଡ଼ା ଫାର୍ମରୁ ଏକ ବୃହତ୍‌କାୟ ବଣ ଭୂଆଁକୁ ସ୍ଥାନୀୟ ଜଙ୍ଗଲ ବିଭାଗର କର୍ମଚାରୀ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡ଼ିଛି । ସୂଚନା
Read More...

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଚାଳଘର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ପଞ୍ଚାୟତ ଅନ୍ତର୍ଗତ କୂଆପଦା ଗ୍ରାମର ବିଜୟ ରାଉତରାୟଙ୍କ ଦୁଇ ବଖରା ଚାଳଘର ମଙ୍ଗଳବାର ରାତ୍ର ୮ଟା ୩୦ରେ କୌଣସି କାରଣରୁ ନିଆଁ ଲାଗି ଜଳିଯାଇଥିବା ସୂଚନା ମିଳଛି । ଖବର ପାଇ କଣାସ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ
Read More...

କିଶୋରମାନଙ୍କ କୋଭିଡ ଟୀକାକରଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୧୫-୧୮ ବର୍ଷ ବୟସ କିଶୋରମାନଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏଥିପାଇଁ ଜାନୁଆରୀ ୧ ତାରିଖରୁ ଅନ୍‌ଲାଇନ୍‌ ପଞ୍ଜୀକରଣ ଚାଲିଛି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ସୋମବାର ୨୩୬ ଜଣଙ୍କୁ ଓ ମଙ୍ଗଳବାର ୨୫୯ ଜଣକୁ
Read More...

ଆପ୍‌ର ମିଶ୍ରଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାଟ ଡେଲାଙ୍ଗ ମହାବୀର ମନ୍ଦିର ପ୍ରାଙ୍ଗଣରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତିଙ୍କ ନେତୃତ୍ୱରେ ସମାଜ ସେବୀ କିଶୋର କୁମାର ସିଂହ, ସମାଜ ସେବୀ ବିରଞ୍ଚି
Read More...