Browsing Tag

delanga news

ପୂର୍ବତନ ସରପଞ୍ଚ ପ୍ରତାପ ସ୍ୱାଇଁଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜେନାପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ପୂର୍ବତନ ସମିତିସଭ୍ୟ ପ୍ରତାପ ସ୍ବାଇଁଙ୍କ ଗତକାଲି ଅପରାହ୍ନରେ ତାଙ୍କ ବାସଭବନରେ ପରଲୋକ ଘଟିଥିବା ସୂଚନା ମିଳିଛି । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର
Read More...

କୃଷକ ଉତ୍ପାଦକ ସଂଘ ନିର୍ଦ୍ଦେଶକ ମଣ୍ଡଳୀର ସଭ୍ୟସଭ୍ୟାଙ୍କ ତାଲିମ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୃଷି ଓ କୃଷକର ବିକାଶ ନିମନ୍ତେ କୃଷି ଉତ୍ପାଦକ ସଂଘ ନିର୍ଦ୍ଦେଶକ ମଣ୍ଡଳୀର ସଭ୍ୟସଭ୍ୟାମାନଙ୍କର ତାଲିମ ଶିବିର ଇଂଦିପୁର ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ପଞ୍ଜିକୃତ
Read More...

ଉମାଂଗ-ଉଡାନ କାର୍ଯ୍ୟକ୍ରମ ଅନୁଷ୍ଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହାୟତାରେ ଓ କାଉନସିଲ ଅଫ୍‌ ହାଣ୍ଡିକ୍ରାପ୍ଟ ଡେଭଲପମେଣ୍ଟ କପୋରେସନ, ନୂଆଦିଲ୍ଲୀ, ଇଡିଆଇଆଇ, ଅହମ୍ମଦାବାଦ ସହଯୋଗରେ ଏବଂ ସମ୍ପର୍କ ଦ୍ଵାରା ଷ୍ଟୋନ
Read More...

ପଞ୍ଚାୟତ ନିର୍ବାଚନ ନେଇ ଡେଲାଙ୍ଗ ବ୍ଲକସ୍ତରୀୟ ଜାଗୃତି କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିିଆ) : ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ ସୂଚାରୁ ରୂପେ ପରିଚାଳନା ପାଇଁ ବ୍ଲକସ୍ତରୀୟ ଏକ ଜାଗୃତିକ କର୍ମଶାଳା ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ
Read More...

ଉତ୍ପଳା କିଙ୍ଗ ଚମ୍ପିୟାନ, ଗୋପୀନାଥ ରିଟର୍ନ୍ସ ରନର୍ସ : ପ୍ରହରାଜପୁର ପ୍ରିମିଅର ଲିଗ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ମିନି ଷ୍ଟାଡିୟମ୍ରେ ରବିବାର ଛଅଟି ଦଳକୁ ନେଇ ପ୍ରହରାଜପୁର ପ୍ରିମିଅର ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ ନେତା ରାଧାମୋହନ ମୁଖ୍ୟ ଅତିଥି ରୂପେ, ସମ୍ମାନୀୟ ଅତିଥି ଭାବେ ଉଦୟପୁର୍ ଉଚ୍ଚ ପ୍ରାଥମିକ
Read More...

ମାସକ ପରେ ଦୁର୍ଘଟଣା ଘଟାଇଥିବା ଯୁବକ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ପଞ୍ଚାୟତ ବାଲିହୁଂକା ଗ୍ରାମର ପଶ୍ଚିମ ପାର୍ଶ୍ଵରେ ପ୍ରବାହିତ ଦୟା ନଦୀ ବନ୍ଧରେ ଚାଲି ଯାଉଥିବା ବାଲିହୁଂକା ଗ୍ରାମର ଝିଅ ଓ ବସନ୍ତପୁର ଗ୍ରାମର ବୋହୁ ବିନୋଦିନୀ ରାଉତରାୟ (୪୫)ଙ୍କୁ କଣାସ ପଟୁ ଆସୁଥିବା ଏକ ସ୍କୁଟି ୧୦ ଡିସେମ୍ବର ୨୦୨୧ରେ
Read More...

ଜ୍ୟୋତିଷଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହୁମର ଗାଁର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ନଦିଆ କୀର୍ତ୍ତନ ଗାୟକ ପୂର୍ଣ୍ଣଚନ୍ଦ୍ର ନାୟକ (୬୫)ଙ୍କର ରକ୍ତଚାପ ଓ ହୃଦରୋଗ ଜନିତ ଆକସ୍ମିକ ଅକାଳ ବିୟୋଗରେ ସ୍ଥାନୀୟ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ୪୫ବର୍ଷ ଧରି ହୁମର, ପିଢପାଟଣା,
Read More...

ଡେଲାଙ୍ଗ ବ୍ଲକରେ ୨୦୪ ଜଣ କୋଭିଡ ବୁଷ୍ଟର ଡୋଜ ଟୀକା ନେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ସୋମବାର ଯେଉଁମାନେ କୋଭିଡିର ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଥିଲେ, ସେମାନଙ୍କୁ ତୃତୀୟ ଡୋଜ ବୁଷ୍ଟର ଟୀକା ଦେବା ଡେଲାଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆରମ୍ଭ ହୋଇଛି । ବ୍ଲକରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ସମେତ ୨୫ ଷ୍ଟାଫ,
Read More...

ପ୍ରହରାଜପୁର ପ୍ରିମିଅର ଲିଗ୍‌ ଅନୁଷ୍ଠିତ : ଉତ୍ପଳା କିଙ୍ଗ୍‌ ଚାମ୍ପିୟନ, ଗୋପିନାଥ ରିଟନ୍ସ ରନର୍ସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ମିନି ଷ୍ଟାଡିୟମ୍‌ରେ ରବିବାର ଛଅଟି ଦଳକୁ ନେଇ ପ୍ରହରାଜପୁର ପ୍ରିମିୟମ୍ ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଯୁବ ନେତା ରାଧାମୋହନ ମୁଖ୍ୟ ଅତିଥି ରୂପେ, ସମ୍ମାନୀୟ ଅତିଥି ଭାବେ ଉଦୟପୁର୍ ଉଚ୍ଚ
Read More...

ଦିବଙ୍ଗତ ଶିକ୍ଷକ ଦ୍ୱୟଙ୍କ ସ୍ମୃତିସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ଗ୍ରାମର କୃତି ଶିକ୍ଷକ ଅମିନ ଚନ୍ଦ୍ର ବିଶ୍ୱାଳ ଓ ଅଭୟମୁଖି ରାମଚନ୍ଦ୍ରପୁରର ଆଦର୍ଶ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ଭୋଇଙ୍କ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ପରିବାର ଏବଂ ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ
Read More...