Browsing Tag

delanga news

ଡେଲାଙ୍ଗ ବ୍ଲକର ୩ଟି ଜୋନରେ ୧୪ ଜିଲ୍ଲା ପରିଷଦ ପ୍ରାର୍ଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକର ୧୫,୧୬ ଓ ୧୭ ନମ୍ଵର ଜୋନରେ ୧୪ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯାଞ୍ଚ ପରେ ସମସ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ୧୫ ନମ୍ଵର ଜୋନରେ ଗୀତାଞ୍ଜଳି ସ୍ୱାଇଁ, ପ୍ରଜ୍ଞା ଛୋଟରାୟ ଓ ସୁକାନ୍ତି ସାହୁ
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟର ‘ପାକ୍ଷିକ ପରିବେଶ ସୁରକ୍ଷା’ କବିତା ପାଠ ବ୍ୟାନର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ 'ପାକ୍ଷିକ ପରିବେଶ ସୁରକ୍ଷା କବିତା ପାଠ' ବ୍ୟାନରକୁ ମୁଖ୍ୟ ଅତିଥି ସମାଜର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ସତ୍ୟବାଦୀ
Read More...

୮୨୯ ପ୍ରାର୍ଥୀପତ୍ର କାଏମ, ୧୭ ନାକଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ୨୧ଟି ଗ୍ରାମ ପଞ୍ଚାୟତ ପାଇଁ ୧୨୮ ଜଣ ସରପଞ୍ଚ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୨ ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ସେହିପରି ସମିତି ସଭ୍ୟ ପଦ ପାଇଁ ୮୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଯାଞ୍ଚ ପରେ ସମସ୍ତ
Read More...

ସାଧାରଣ ପର୍ଯ୍ୟବେକ୍ଷକଙ୍କ ଡେଲାଙ୍ଗ ବ୍ଲକ ପରିଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପଞ୍ଚାୟତ ନିର୍ବାଚନ ପାଇଁ ନବନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଡେଲାଙ୍ଗ ବ୍ଲକ ପରିଦର୍ଶନ କରିଛନ୍ତି । ସାଧାରଣ ପର୍ଯ୍ୟବେକ୍ଷକ ଅବନୀକାନ୍ତ ପଟ୍ଟନାୟକ ଆଜି ଡେଲାଙ୍ଗ ବ୍ଲକ ପରିଦର୍ଶନରେ ଆସି ପ୍ରାର୍ଥୀପତ୍ର ଯାଞ୍ଚ ପକ୍ରିୟା ଦେଖିବା
Read More...

ଡେଲାଙ୍ଗ ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବମୋଟ ୮୪୬ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ଦିବସରେ ଡେଲାଙ୍ଗ ବ୍ଲକରେ ୩୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଅର୍ଥାତ ଆଜି ୱାର୍ଡ ସଭ୍ୟ ପାଇଁ ୨୨୦ ଜଣ, ସରପଞ୍ଚ ୪୭ ଜଣ ଓ ସମିତିସଭ୍ୟ ପାଇଁ ୪୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ
Read More...

ଗୀତାରାଣୀ ରଣଜିତ ଆଜି ସାଉରିଆ ଗ୍ରା.ପ. ସମିତି ସଭ୍ୟା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପଦବୀ ନିମନ୍ତେ ଆଜି ଗୀତାରାଣୀ ରଣଜିତ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଉପସ୍ଥିତରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ସାଉରିଆ
Read More...

ଡେଲାଙ୍ଗ ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୨୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ଦିବସରେ ଡେଲାଙ୍ଗ ବ୍ଲକରେ ୨୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗୁରୁବାର ଅର୍ଥାତ୍‌ ଆଜି ୱାର୍ଡ ସଭ୍ୟ ପାଇଁ ୧୫୬ ଜଣ, ସରପଞ୍ଚ ୩୧ଜଣ ଓ ସମିତିସଭ୍ୟ ପାଇଁ ୧୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ
Read More...

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ଦିବସରେ ଡେଲାଙ୍ଗ ବ୍ଲକରେ ୨୪୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ୱାର୍ଡ ସଭ୍ୟ ୧୮୪, ସରପଞ୍ଚ ୪୧ ଓ ସମିତି ସଭ୍ୟ ପାଇଁ ୨୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଅଭିରାମ ମହାରଣାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗପୁର ଗ୍ରାମର ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଅଭିରାମ ମହାରଣା (୭୮)ଙ୍କ ଆଜି ଅପରାହ୍ନରେ ତାଙ୍କ ବାସଭବନରେ ପରଲୋକ ଘଟିଛି । ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ
Read More...

ଶତାୟୁ ପୁରୁଷ ଗଜେନ୍ଦ୍ରନାଥ ଜଗଦେବଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ପାଣୀ) : ଘନିପୂର ପଞ୍ଚାୟତ ଅନ୍ତର୍ଗତ ତିଗିରିଆ ଗ୍ରାମର ଶତାୟୁ ପୁରୁଷ ଗଜେନ୍ଦ୍ରନାଥ ଜଗଦେବଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣ, ସମାଜସେବୀ, ପରୋପକାରୀ, ମେଲାପି ମଣିଷ
Read More...