Browsing Tag

delanga news

ପି.ସି.ଦାସଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ସାଉରିଆ ଓ ସିଂହବରହମପୁର ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଦାସଙ୍କୁ ସୋମବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ବ୍ଲକ ପରିସରରେ ଆୟୋଜିତ
Read More...

ବୃକ୍ଷ ରୋପଣ କରି ଓଡିଶୀ ସଂକୀର୍ତ୍ତନ ଗୁରୁ ଅଭିରାମ ମହାରଣାଙ୍କୁ ଶ୍ରଦ୍ଧା ସୁମନ ଦେଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ (ଘୋରଡ଼ିଆ) ଗ୍ରାମର ବିଶିଷ୍ଟ ସଂକୀର୍ତନ ଗୁରୁ ଅଭିରାମ ମହାରଣାଙ୍କ ଏକାଦଶାହ ସ୍ମୃତିସଭା ଗତକାଲି ତାଙ୍କ ବାସଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର,
Read More...

ଓଷ୍ଟାର ସାଙ୍ଗଠନିକ ବୈଠକ ଓ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ସଙ୍ଗଠନ ସୁଦୃଢ଼, ବଳିଷ୍ଠ ଓ ବିକଶିତ ନ ହେଲେ ଆନ୍ଦୋଳନ ଫଳବତୀ ହେବ ନାହିଁ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦାରେ ଗତକାଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା), ଡେଲାଙ୍ଗ ମଣ୍ଡଳର ସାଂଗଠନିକ ବୈଠକ ଓ ନୂତନ
Read More...

ଜନରାଜ୍ୟ ଦିବସରେ ‘ପଲିଥିନକୁ ନା’ ସଂକଳ୍ପ କରାଇଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଜନରାଜ୍ୟ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣାରେ ପ୍ରତିଷ୍ଠିତ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ପଲିଥିନକୁ 'ନା' କର୍ମଶାଳା ଡେଲାଙ୍ଗ ବଜାର ସ୍ଥିତ ଓମ ମେଡ଼ିସିନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ
Read More...

ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବଣିବକ୍ରେଶ୍ଵର ଦେବ ପୀଠ, କୂଆପଦା ଠାରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ସଂଘର ସମ୍ପାଦକ ଜଗମୋହନ ମହାପାତ୍ର ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥିରୂପେ
Read More...

ଖଣିରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପତ୍ରାପଡା ନିକଟସ୍ଥ ଏକ ଖଣିରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ପହଁଞ୍ଚି ତଦନ୍ତ ଜାରି କରିଛି । ସୂଚନା ଅନୁଯାୟୀ ମଙ୍ଗଳବାର ରାତ୍ରି ସମୟରେ ପତ୍ରାପଡା ନିକଟରେ ଥିବା ଏକ
Read More...

କବିତା ପାଠରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଵାଧୀନତା ସଂଗ୍ରାମର ଦୁଇ ମହାନାୟକ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଅସୀମ ବୀରତ୍ୱ ଏବଂ ବିପ୍ଳବର ଗାଥା ବହନ କରିଥିବା ସ୍ଵରଚିତ କବିତା ସହ ବକ୍ତବ୍ୟ ମାଧ୍ୟମରେ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରହାଳୟ
Read More...

ଜାତୀୟ ଖୋଖୋ ପ୍ରଶିକ୍ଷଣ ପାଇଁ ଡେଲାଙ୍ଗର ଭରତ ପ୍ରଧାନ ମନୋନୀତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶା ଖୋଖୋ କ୍ରୀଡ଼ାର ଶ୍ରେଷ୍ଠ ସଫଳତାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବରକେରା ଗ୍ରାମର ଭରତ କୁମାର ପ୍ରଧାନ ସାମିଲ । ଚଳିତ ମାସ ୨୮ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ନେହେରୁ ଷ୍ଟାଡିୟମ୍‌ରୁ ଦିଲ୍ଲୀଠାରେ ହେବାକୁ ଯାଉଥିବା ଜାତୀୟ ଖୋଖୋ
Read More...

ଫକୀର ଚରଣ ପାଢ଼ୀଙ୍କ ତିନୋଟି ପୁସ୍ତକ ଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଶାର ଜଣାଶୁଣା ସାରସ୍ୱତ ତଥା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ସାହିତ୍ୟିକ ଫକୀର ଚରଣ ପାଢ଼ୀଙ୍କ ତିନୋଟି ପୁସ୍ତକ ବଡ଼ଲୋକଙ୍କ ବହିପଢା, ଆଲୋକ ପାଇଁ ପ୍ରାର୍ଥନା ଏବଂ ମେଳର ବଳ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ
Read More...

ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ହାଇସ୍କୁଲ ପରିସରରେ 'ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ' ପରିବାର ପକ୍ଷରୁ ନେତାଜୀଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷକ ଗୋବର୍ଦ୍ଧନ ବରାଳ ପୌରହିତ୍ୟ କରି ବିଦ୍ୟାଳୟ
Read More...