Browsing Tag

delanga news

ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ପାଇଁ ଭୋଟ ଭିକ୍ଷା କଲେ ରାଧାମୋହନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ଭୋଟ ପ୍ରଚାର ପାଇଁ ଆଜି ମଇଦାନକୁ ଓହ୍ଲାଇଲେ ଯୁବନେତା ରାଧାମୋହନ । ତାଙ୍କ ସହିତ ସାମାଜିକ କର୍ମୀ ଧନେଶ୍ଵର ପରିଡ଼ା, ସମାଜସେବୀ ସୁଚିସ୍ମିତା
Read More...

୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇସ୍କୁଲର ୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା' ବରାହୀ (ଖଣ୍ଡୁଆଳ) କଅଁଳପଡା ପିଠସ୍ଥଳୀରେ ଅନୁଷ୍ଠିିତ ହୋଇଯାଇଛି ।
Read More...

ଚିରନିଦ୍ରାରେ ସୁର ସମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେଶକର୍‌ଙ୍କୁ ଭାବପୂର୍ଣ୍ଣ ବିଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଯାହାଙ୍କ କଣ୍ଠରେ ସ୍ୱୟଂ ସରସ୍ଵତୀ ବିଜେ କରିଥିଲେ ସେହି କଣ୍ଠ ଆଜି ରୁଦ୍ଧ ହୋଇଗଲା । ନୀରବୀ ଗଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର୍ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଜାତୀୟ ଗଣମାଧ୍ୟମରୁ ଲତାଙ୍କ ମୃତ୍ୟୁକୁ ନେଇ ଖବର ପ୍ରକାଶ ପାଇଛି
Read More...

ବାଗଦେବୀଙ୍କ ପୂଜା ସହ ଔଷଧୀୟ ଚାରା ରୋପଣ କରି ଜନସଚେତନତା ସୃଷ୍ଟି କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବାଗଦେବୀ ସରସ୍ୱତୀଙ୍କ ପୂଜା ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପ୍ରତିଷ୍ଠାତା ଏକାଧାରରେ ଜଣେ କବି, ଲେଖକ, ଶିଶୁ ସାହିତ୍ୟିକ, ପରିବେଶ ପ୍ରେମୀ, ଆଇନଜୀବୀ, ପୁରୋହିତ ହୃଷୀକେଶ ପାଢ଼ୀ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମଣିଜପୁର ପ୍ରକଳ୍ପ ପ୍ରାଥମିକ
Read More...

ଡେଲାଙ୍ଗ ବ୍ଲକରେ ୩୮୪ଜଣ ନିର୍ବାଚନ କର୍ମଚାରୀ କୋଭିଡ ବୁଷ୍ଟର ଡୋଜ ଟିକା ନେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିୟୋଜିତ କର୍ମଚାରୀମାନଙ୍କୁ ତଥା ଯେଉଁମାନେ କୋଭିଡର ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଥିଲେ, ସେମାନଙ୍କୁ ତୃତୀୟ ଡୋଜ ବୁଷ୍ଟର ଟିକା ଦେବା ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମହତାବ ଉଚ୍ଚ
Read More...

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୨୫ୟୁନିଟ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରଘୁନାଥ ରାମନାଟ୍ୟ ଯୁବକ ସଂଘ ପକ୍ଷରୁ ରଘୁନାଥ ମନ୍ଦିର, ଘନିପୂର ଠାରେ ରକ୍ତ ଦାନ ଶିବିର ଅନୁଷ୍‌ଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଓ ସାମାଜିକ କର୍ମୀ ସୁନୀଲ ମିଶ୍ର ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି
Read More...

ପ୍ରକୃତି ଓ ଜୈବବିବିଧତାର ସଂରକ୍ଷଣ ପାଇଁ ଆର୍ଦ୍ରଭୂମିର ପୂଜାର୍ଚ୍ଚନା କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଫେବୃଆରୀ ଦୁଇ ତାରିଖ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ଟ୍ରଷ୍ଟର ଆବାହକ ପ୍ରକୃତିପ୍ରେମୀ ତଥା ଗଛ ହସିଲେ ଜଗତ ହସେ ପୁସ୍ତକର ସ୍ରଷ୍ଟା ଆଇନଜୀବୀ ହୃଷୀକେଶ ପାଢ଼ୀ ର୍ବମାନର
Read More...

ଡେଲାଙ୍ଗରେ ଅର୍ଥ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ଖର୍ଚ୍ଚ ତନଖି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ମଙ୍ଗଳବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲଢ଼ୁଥିବା ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବ ଖାତାକୁ ଅର୍ଥ ପର୍ଯ୍ୟବେକ୍ଷକ ରୁଦ୍ର ନାରାୟଣ ଆଚାର୍ଯ୍ୟ
Read More...

ଡେଲାଙ୍ଗରେ ଅର୍ଥ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ଖର୍ଚ୍ଚ ତନଖି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲଢ଼ୁଥିବା ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବ ଖାତାକୁ ଅର୍ଥ ପର୍ଯ୍ୟବେକ୍ଷକ ରୁଦ୍ର ନାରାୟଣ ଆଚାର୍ଯ୍ୟ ତନଖି
Read More...

ଏମ୍‌ବିବି ପଲିମର ଶିଳ୍ପାନୁଷ୍ଠାନ ଉଦଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଭଳି ଏକ ଅନୁନ୍ନତ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେରୋଜଗାର ଯୁବକ ଯୁବତୀ ତଥା ଶ୍ରମିକମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରି ଏହି ଅଞ୍ଚଳରୁ ବେକାରୀ ଦୂରୀକରଣ ଦିଗରେ କିଞ୍ଚିତ ପ୍ରୟାସ କରିଥିବା ଯୁବ ଉଦ୍ୟୋଗୀ ପଦ୍ମନାଭ ବରାଳଙ୍କୁ
Read More...