Browsing Tag

delanga news

ବିଶ୍ଵନାଥଦେବଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼କାଳୁପଡା ଗ୍ରାମ ପାହାଡ଼ ଶୀର୍ଷରେ ଅବସ୍ଥିତ ବାବା ବିଶ୍ଵନାଥଦେବଙ୍କ ପୀଠରେ ଅନୁଷ୍ଠିତ ୪୦ତମ ବିଶ୍ଵଶାନ୍ତି ମହାଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି । ଫେବୃଆରୀ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ସପ୍ତଦିନ ବ୍ୟାପି
Read More...

ନିର୍ବାଚନ ସେକ୍ଟର ଅଧିକାରୀଙ୍କୁ ପ୍ରଶିକ୍ଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ୨୦ଜଣ ସେକ୍ଟର ଅଧିକାରୀଙ୍କୁ ରବିବାର ନିର୍ବାଚନ ପରିଚାଳନା ପାଇଁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଡେଲାଙ୍ଗ ବ୍ଲକର
Read More...

ପ୍ରେମ ଦିବସରେ ପ୍ରକୃତିକୁ ଭଲପାଇ ବୃକ୍ଷଙ୍କୁ ପ୍ରେମ କରିବା ପାଇଁ ନିବେଦନ କରି ହୃଦୟ ଜିଣିଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଫେବୃଆରୀ ଚଉଦ ପ୍ରେମ ଦିବସରେ ପ୍ରକୃତିକୁ ଭଲପାଉଥିବା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜର ସ୍ୱରଚିତ କବିତା - 'ତୁମ ବିନା ଏଠି ଅମା ଅନ୍ଧକାର ତୁମେ ମୋ ଆଲୋକ ଶିଖା, ସେହି ଆଲୋକରେ ତୁମକୁ ଦେଖୁଛି ତୁମ ବିନା ସବୁ ଫିକା । ତୁମେ ପାଶେ
Read More...

ବରାହୀ ଖଣ୍ଡୁଆଳ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଁଳପଡା ଗ୍ରାମର ଆରାଧ୍ୟ ଦେବୀ ମା' ବରାହୀ ଖଣ୍ଡୁଆଳଙ୍କ ପୀଠରେ ଶନିବାର ଦିନ ବିଶ୍ଵଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଯାଇଛି । କଅଁଳପଡା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟରେ
Read More...

ଅର୍ଥ ପର୍ଯ୍ୟବେକ୍ଷକ ପ୍ରାର୍ଥୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଖର୍ଚ୍ଚ ଖାତା ଯାଞ୍ଚ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ଖାତାକୁ ଆଜି ଖର୍ଚ୍ଚ ପର୍ଯ୍ୟବେକ୍ଷକ ତଦାରଖ କରିଛନ୍ତି । ଡେଲାଙ୍ଗ ବ୍ଲକ ବିଜୁ
Read More...

ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କର ଅଭିନବ ପ୍ରୟାସ : ଶ୍ରାଦ୍ଧ ଦିବସରେ ପୁରୋହିତ ସାଜି ଦମ୍ପତିଙ୍କୁ କଲେ ବୃକ୍ଷଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପରିବେଶ ସୁରକ୍ଷା ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜର ପିତୃଶ୍ରାଦ୍ଧରେ ବୃକ୍ଷଦାନ କରିବା ସହ ଯଜମାନଙ୍କ ଶ୍ରାଦ୍ଧଦିବସରେ ନିଜେ ପୁରୋହିତ ସାଜି ବୃକ୍ଷଦାନ କରି
Read More...

ଅଗ୍ନିକାଣ୍ଡରେ ଗୁହାଳ ଘର ସମେତ ଗାଈ ଜଳିଗଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ତହସିଲ ଶ୍ରୀପୁରୁଷୋତ୍ତମପୁର ପଂଚାୟତ ଅର୍ନ୍ତଗତ ବିଦିରିପୁର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ଗୁହାଳ ଘରେ ନିଆଁ ଲାଗି ଏକ ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ଲକ୍ଷ୍ମିଧରଙ୍କ ଗୁହାଳ ଘରେ ଗୁରୁବାର
Read More...

ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବ ଅନୁଷ୍ଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବଜାର ସ୍ଥିତ ସତ୍‌ସଙ୍ଗ ଭବନ ପ୍ରାଙ୍ଗଣ ମଧ୍ୟରେ ସୋମବାର ଶ୍ରୀରାମ ମନ୍ଦିର ଭୂମିପୂଜନ ଶୁଭାରମ୍ଭ ଅନୁଷ୍ଟିତ ହୋଇଯାଇଛି । ସଦ୍‌ଭାବନା ଆଧ୍ୟାତ୍ମିକ ଏବଂ ଦୟାଶୀଳ ପ୍ରତ୍ୟୟର କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ
Read More...

କୁମୁକା ଜଙ୍ଗଲରୁ ବକୁଳବନ ସୁରକ୍ଷା ଅଭିଯାନକୁ ବିପୁଳ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ନବବର୍ଷରୁ ଆରମ୍ଭ କରାଯାଇଥିବା 'କୁମୁକା ଜଙ୍ଗଲରୁ ବକୁଳବନ ସୁରକ୍ଷା ଅଭିଯାନ' କୁ ସତ୍ୟବାଦୀର ବନ୍ଦନା ସାରସ୍ୱତ ଆସରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ନବବର୍ଷର ପ୍ରଥମ ଦିନରେ
Read More...

ଡେଲାଙ୍ଗ ବ୍ଲକରେ ନିର୍ବାଚନ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ପାଇଁ ନିୟୋଜିତ ୩୧୫ ଜଣ ନିର୍ବାଚନ କର୍ମଚାରୀଙ୍କୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦୁଇଟି ପର୍ଯ୍ୟାୟରେ
Read More...