Browsing Tag

delanga news

ବିବାହ ବେଦୀରେ ଡ. ଶାନ୍ତିଲତା ଅଧିକାରୀଙ୍କୁ ବୃକ୍ଷଦାନ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିବାହ ବେଦୀ, ବ୍ରତୋପନୟନ, ଜନ୍ମଦିନ ଓ ଶ୍ରାଦ୍ଧ ଦିବସରେ ବୃକ୍ଷଦାନ କରି ଚର୍ଚ୍ଚାରେ ଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଗତକାଲି ପୁରୀ ଆଖଣ୍ଡଳମଣି ମନ୍ଦିର ପରିସରରେ ପ୍ରକୃତି ପୁତ୍ରୀ
Read More...

ଆସନ୍ତା କାଲି ଡେଲାଙ୍ଗ ଓ ପିପିଲିରେ ମତଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆସନ୍ତା ୨୨ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୨୯୧ ୱାର୍ଡ ସଭ୍ୟ ଓ ୩ ଟି ଜିଲ୍ଲା ପରିଷଦ ଜୋନ ଏବଂ ପିପିଲି ୨୫ଟି ଗ୍ରାମ ପଞ୍ଚାୟତର
Read More...

ଗୀତା ଅପାଙ୍କ ମାରାଥନ ପ୍ରଚାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଓ ଦ୍ରୁଢ ପ୍ରଗତି ନିମନ୍ତେ ସମିତିସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତ (ଗୀତା ଅପା)ଙ୍କ ଜୋରଦାର ପ୍ରଚାର କରିଥିବା ବେଳେ କୂଆପଦା, ପଣ୍ଡୁଆ, ମଙ୍ଗରାଜପୁର, ଡିହଉପର, ଓଉପଡା,
Read More...

ନିର୍ବାଚନ କାର୍ଯ୍ୟ ପରିଚାଳନା କର୍ମଚାରୀଙ୍କ ଭୋଟ ଗଣତି ସମ୍ପର୍କିତ ତାଲିମ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟ ଗଣତି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଅବଗତ କରାଇବା ଲକ୍ଷ୍ୟ ନେଇ ଏକ ତାଲିମ ଶିବିର ଗତକାଲି ଡେଲାଙ୍ଗ ବ୍ଲକ ବିଜୁ
Read More...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପ୍ରଶିକ୍ଷଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତକାଲି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ଏକ
Read More...

ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ପ୍ରଚାର ଜୋର୍‌ ଧରୁଛି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଓ ଦ୍ରୁଢ ପ୍ରଗତି ନିମନ୍ତେ ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତ (ଗୀତା ଅପା)ଙ୍କ ଜୋରଦାର ପ୍ରଚାର ଚାଲିଥିବା ବେଳେ କୂଆପଦା, ପଣ୍ଡୁଆ, ମଙ୍ଗରାଜପୁର, ଡିହଉପର,
Read More...

ପୂର୍ଣ୍ଣାନନ୍ଦଦେବଙ୍କ ବାର୍ଷିକ ଦାଣ୍ଡମେଳା ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୁଜନପୁର ପଞ୍ଚାୟତ ଅନ୍ତର୍ଗତ କଅଁଳପଡା ଦଳିତ ବସ୍ତିରେ ଆଜି ପୂର୍ଣ୍ଣାନନ୍ଦଦେବଙ୍କ ୪୨ତମ ବାର୍ଷିକ ଦାଣ୍ଡମେଳା ଉଦ୍‌ଯାପିତ ହୋଇଯାଇଛି । କଅଁଳପଡା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଧର୍ମାନୁଷ୍ଠାନ କାର୍ଯ୍ୟରେ ମା' ଦୁର୍ଗାଣି ଭଜନ ମଣ୍ଡଳୀ,
Read More...

କଂଗ୍ରେସକୁ ଝଟକା : କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ବିଜେଡିରେ ଯୋଗଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ପାଖେଇ ଆସିଲାଣି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦେଶର ସର୍ବପୂରାତନ ଦଳ ଭାରତୀୟ ଜାତୀୟ କଂଗ୍ରେସକୁ ପୁରୀ ୧୫ ନଂ ଜିଲ୍ଲା ପରିଷଦ ଜୋନରେ ଶକ୍ତ ଧକ୍କା ଲାଗିଛି । ଦଳୀୟ ନେତାଙ୍କ ଅଣଦେଖା, ଅସମ୍ମାନ କରିବା ଓ
Read More...

ଯୁଗ୍ମ ସଚିବଙ୍କ ‘୫ଟି’ ରୂପାନ୍ତରଣ ବିଦ୍ୟାଳୟ ଓ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ମନୋଜ କୁମାର ସ୍ବାଇଁ ଗତକାଲି ଅଚାନକ ଡେଲାଙ୍ଗ ବ୍ଲକ ଗସ୍ତ କରି ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ '୫ଟି' ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ସମେତ ଦ୍ଵିତୀୟ ପର୍ଯ୍ୟାୟରେ ଏହି ଯୋଜନାରେ
Read More...

ଖବର ସଂଗ୍ରହ ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ : ଘଟଣାକୁ ଡେଲାଙ୍ଗ ପ୍ରେସ କ୍ଲବ ପକ୍ଷରୁ ନିନ୍ଦା,…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ସମ୍ପ୍ରତି ପିପିଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନରେ ନିର୍ବାଚନୀ ହିଂସା ବୃଦ୍ଧି ପାଇବାରେ ଲାଗିଛି । ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜିଲ୍ଲା ପରିଷଦ ଜୋନରେ
Read More...