Browsing Tag

delanga news

ଡେଲାଙ୍ଗ ୧୬ ନଂ. ଜିଲ୍ଲା ପରିଷଦ ଜୋନରେ କଡା ଟକ୍କର ମଧ୍ୟରେ ବିଜେଡିର ବାଜିମାତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ହେବାପରେ ଫଳାଫଳ ଘୋଷଣା କରାଯାଇଛି । ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୬ ନଂ. ଜିଲ୍ଲା
Read More...

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ପଞ୍ଚାୟତ ଅଧିନସ୍ଥ ହୁମର ଗ୍ରାମରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ୧୦ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
Read More...

ଯୁଦ୍ଧ ନୁହେଁ, ଶାନ୍ତି ପାଇଁ ପ୍ରାର୍ଥନା କଲେ ପରିବେଶ କର୍ମୀ ଆଇନଜୀବୀ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ 'ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାଁହୁ'ର ପ୍ରାର୍ଥନା ବିଶ୍ୱ ସମୁଦାୟଙ୍କ ଉଦ୍ଦେଶ୍ୟରେ ଗତକାଲି କରାଯାଇଛି । ରୁଷ ଯୁଦ୍ଧରୁ ବିରତ ରହିବା ସହ ବିଶ୍ୱ
Read More...

ସୁଜନପୁର ପଞ୍ଚାୟତର ସରପଞ୍ଚ ପଦବୀ ହାତେଇଲେ ପ୍ରିୟଙ୍କା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଶନିବାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୫ ନଂ. ଜିଲ୍ଲା ପରିଷଦ ଜୋନ ଅଧିନ ସୁଜନପୁର ପଞ୍ଚାୟତର ସରପଞ୍ଚ ପଦବୀ ଫଳାଫଳ
Read More...

ଜଳ ସଂରକ୍ଷଣ ସଚେତନେତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହରୁ ଯୁବ କେନ୍ଦ୍ର, ପୁରୀ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଇଣ୍ଟେଲେକ୍‌ଚୁଆଲ କ୍ଲବ, ଘୋରଡିଆର ମିଳିତ ଆନୁକୂଲ୍ୟରେ ଜଳ ସଂରକ୍ଷଣ ସଚେତନେତା ଅଭିଯାନ ଉପରେ ଏକ ଶିବିର ଗତକାଲି ଅପରାହ୍ନରେ
Read More...

ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଞ୍ଚ ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା ଘରୁ କେଉଁଆଡ଼େ ଚାଲିଯାଇଥିବା ନେଇ ତାଙ୍କ ମାଆ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗ କାରିଣୀଙ୍କ ଝିଅ ଜଣେ ନାବାଳିକା
Read More...

ଭୋଟଗଣତି ଓ ଫଳାଫଳ ଘୋଷଣା ନେଇ ପ୍ରାର୍ଥୀଙ୍କୁ ଅବଗତ କଲେ ନିର୍ବାଚନ ଅଧିକାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେଲାଙ୍ଗ ବ୍ଲକରେ ଫେବୃଆରୀ ୨୨ତାରିଖରେ ମତଦାନ ଶେଷ ହେବାପରେ ସମ୍ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୋଟ ବାକ୍ସଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଚ୍ଛିତ ରଖାଯାଇଛି । ଡେଲାଙ୍ଗ ବ୍ଲକ
Read More...

ଷ୍ଟ୍ରଙ୍ଗରୁମରେ ନିରାପତ୍ତା ବ୍ୟବସ୍ଥା କଡାକଡି : ୨ ଥାକିଆ ସଶସ୍ତ୍ର ପୁଲିସ ମୁତୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ ଗତ ୨୨ ତାରିଖରେ ଭୋଟ ଗ୍ରହଣ ସମାପ୍ତ ହେବା ପରେ ସମସ୍ତ ବୁଥରୁ ଆସିଥିବା ଜଉମୁଦ ଭୋଟବାକ୍ସଗୁଡିକୁ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ୩ଟି ପୃଥକ
Read More...

ରେଞ୍ଚ ପଞ୍ଚାୟତ ୫ ନଂ ବୁଥରେ ଅବ୍ୟବସ୍ଥା ନେଇ ଉତ୍ତେଜନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଜାରି କରାଯାଇଛି । ଡେଲାଙ୍ଗ ବ୍ଲକ ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ରେଞ୍ଚ ପ୍ରକଳ୍ପ ଉଚ୍ଚ ପ୍ରାଥମିକ
Read More...

ଶୃଙ୍ଖଳାର ସହ ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ : ଡେଲାଙ୍ଗରେ ୭୩.୫୬% ମତଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହୋଇଛି । ତେବେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ କାଁ ଭାଁ ମତଦାନ ପ୍ରକ୍ରିୟା ସାମୟିକ ଭାବେ
Read More...