Browsing Tag

delanga news

୨୭ରେ ହେବ ଗାନ୍ଧୀ ସେବା ସଂଘ ସ୍ମାରକୀ ସମାବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବେରବୋଇ ଗ୍ରାମରେ ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ଐତିହାସିକ ଗାନ୍ଧୀ ସେବା ସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପତ୍ନୀ କସ୍ତୁରବାଙ୍କ ସହ ଯୋଗଦେଇ ସ୍ଥାନୀୟ ଅଞ୍ଚଳର କୃଷି ଓ
Read More...

ଅଗ୍ନି ବିପନ୍ନଙ୍କୁ ରେଡକ୍ରସ ପକ୍ଷରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାଶିବ ରାତ୍ରି ସଂନ୍ଧ୍ୟା ସମୟରେ କୌଣସି ଏକ କାରଣରୁ ଡେଲାଂଗ ବ୍ଲକ ଅନ୍ତର୍ଗତ ହୁମର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ଘର ସଂପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ ସମସ୍ତ ଆସବାବ, ଜରୁରୀ କାଗଜପତ୍ର,
Read More...

ଡେଲାଙ୍ଗରେ ବିଶ୍ଵ ମହିଳା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ମାର୍ଚ୍ଚ ୮ରେ ସାରା ବିଶ୍ଵରେ ପାଳନ ହୋଇ ଆସୁଅଛି । ବିଶ୍ଵର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରଶଂସା, ରାଜନୈତିକ ଓ ସାମାଜିକ ଉପଲବ୍ଧି ଉପଲକ୍ଷେ ଉତ୍ସବ ରୂପେ ପ୍ରତିବର୍ଷ ପାଳନ
Read More...

ବାବା ବଣିବକ୍ରେଶ୍ଵର ପୀଠରେ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଠଦେଶ ଠାକୁର ତଥା ଆମ ଅଞ୍ଚଳର ଇଷ୍ଟ ଦେବ ବାବା ବଣୀବକ୍ରେଶ୍ୱର ଦେବଙ୍କ ପବିତ୍ର ଶୈବପୀଠରେ ପାଞ୍ଚଦିନ ବ୍ୟାପି ବିଶ୍ୱଶାନ୍ତି ମହା ଶୈବଯଜ୍ଞ ଏବଂ ମନ୍ଦିର ସଲଗ୍ନ ମା' ବଘେଈ ଠାକୁରାଣୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କର୍ମାଦି ପାରମ୍ପରିକ ରୀତିରେ
Read More...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ, ଲୋକପ୍ରିୟ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଅବସରରେ ଡେଲାଙ୍ଗ ହାଟ ବଜାରସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତ୍ତିମୂର୍ତ୍ତିରେ ବିଜୁ ଜନତା ଦଳର
Read More...

ପୋଖରୀରେ ବୁଡି ଶିଶୁକନ୍ୟା ମୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅରିଶଲ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ଜନୈକ ୩ ବର୍ଷ ବୟସର ଶିଶୁକନ୍ୟା ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ଗ୍ରାମର ଉପେନ୍ଦ୍ର
Read More...

ଗାତଖୋଳି ଗଛ ନ ପୋତିବା ପର୍ଯ୍ୟନ୍ତ ତୁମେ କେବଳ କୁହାଳିଆ ପାଲଟିଛ : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଋଷ-ୟୁକ୍ରେନ ଯୁଦ୍ଧର ଅଷ୍ଟମ ଦିନରେ ପରିବେଶ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଜନଆନ୍ଦୋଳନ ସୃଷ୍ଟି କରିଆସୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ଆବାହକ ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜେ ଗାତଖୋଳି ଗଛଲଗାଇ ଏହାର
Read More...

ଶିବ ବରଦାନୀ ଭବନ ଉଦଘାଟନ ସମାରୋହ : ଶାନ୍ତି ଶୋଭା ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ଵ ରଚୟିତା ସୁଖ-ଶାନ୍ତି ପବିତ୍ରତାର ଦାତା ସଦକଲ୍ୟାଣକାରୀ ଜ୍ଞାନର ସାଗର ନିରାକାର ପରମାତ୍ମା ଶିବ ବାବାଙ୍କର ଅପାର କରୁଣାରୁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସେବା କେନ୍ଦ୍ର ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀଯ ବିଶ୍ଵବିଦ୍ୟାଳୟ, ଘୋରଡିଆ ଶାଖାର
Read More...

ଡେଲାଙ୍ଗରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଗତକାଲି ଡେଲାଙ୍ଗର ସରକରୀ ଉଚ୍ଚ ବିଦ୍ୟାଳୟ, ବେରବୋଇ କେନ୍ଦ୍ରରେ ୧୫୦ ଜଣ ପରୀକ୍ଷାର୍ଥୀ ଓ
Read More...

ଡେଲାଙ୍ଗ ୧୭ ନଂ. ଜିଲ୍ଲା ପରିଷଦ ଜୋନରେ ବିଜେଡି ବିଜୟୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡ଼ିକୁ ଅଭୂତ ପୂର୍ବ ସଫଳତା ମିଳିଥିବା ବେଳେ ବିରୋଧୀ ଧରାଶାୟୀ ହୋଇଥିବା ଜଣାପଡିଛି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୩ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ବାଜିମାତ କରି ବିଜୟ ଧ୍ୱଜା ଉଡାଇଛନ୍ତି
Read More...