Browsing Tag

debgarh news

ଗାଁ ପଡିଆରୁ ମିଳିଲା ମହିଳାଙ୍କ ମୃତଦେହ

ଦେବଗଡ : ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁର ଖେଳପଡିଆ ନିକଟରେ ଜଣେ ମହିଳାଙ୍କ ମୃତଦେହ ପୋତା ଯାଇଥିବାର ଦେଖିବାକୁ ମିଳିଥିଲା । ଛେଳି ଚରାଇବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହି ମୃତଦେହକୁ ଠାବ କରିଥିବା ଜଣା ପଡିଛି । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ।
Read More...

ହାତୀ ଦାନ୍ତ ଡିଲ୍ ବେଳେ ୩ ଜଣଙ୍କୁ ବାନ୍ଧିଲା ବନ ବିଭାଗ : ୨ଟି ଦାନ୍ତ ଜବତ

ଦେବଗଡ : ଦେବଗଡ ସହରର ଏକ ସୁନାଗହଣା ଦୋକାନରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଏସ୍‌ଟିଏଫ୍‌ ଓ ବନ ବିଭାଗ ମିଳିତ ଭାବେ ହାତୀ ଦାନ୍ତ ଡିଲ୍ ବେଳେ ଚଢାଉ କରି ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ତିନି ଜଣ ହେଲେ ସହରର ବିଶିଷ୍ଟ ସୁନାଗହଣା ବ୍ୟବସାୟୀ ପ୍ରେମରାଜ ସାହୁ
Read More...

ଜଙ୍ଗଲ ବିଭାଗ କର୍ମଚାରୀ କେଶବ ଚନ୍ଦ୍ର ବେହେରା ନିଖୋଜ

ଦେବଗଡ : ଦେବଗଡ ଡିଏଫଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କେଶବ ଚନ୍ଦ୍ର ବେହେରା ଗତ ତିନି ତାରିଖଠାରୁ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । କେଶବଙ୍କ ପରିବାର ଲୋକେ ଏ ସମ୍ପର୍କରେ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମିଳିଥିବା ସୂଚନା ଅନୁସାରେ କେଶବ ଗତ ତିନି
Read More...

ଚୋରା ଚାଲାଣ ବେଳେ ବସ୍‌ରୁ ଗଞ୍ଜେଇ ଜବତ, ୪ ଗିରଫ

ଦେବଗଡ଼ : ଚୋରା ଚାଲାଣ ବେଳେ ବସ୍‌ରୁ ଗଞ୍ଜେଇ ଜବତ । ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ବେସରକାରୀ ବସ୍‌ରେ ଚଢାଉ କରାଯାଇ ୧୭ କେ.ଜି ଗଞ୍ଜେଇ ଜବତ ହୋଇଛି । ଏହା ସହ ଅବକାରୀ ବିଭାଗ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ସମ୍ବଲପୁରରୁ ବାରିପଦା ଯାଉଥିବା ନୀଳମାଧବ ବସ୍‌ରେ
Read More...

ରାସ୍ତା କଡରେ ବସିଥିବା ଲୋକଙ୍କ ଉପରେ ଚଢିଗଲା କାର୍‌, ୧ ମୃତ

ଦେବଗଡ : ରାଞ୍ଚି-ବିଜୟୱାଡା ରାସ୍ତାରେ ଅଘଟଣ ଘଟିଥିବା ଜଣାପଡିଛି । ସାମନ୍ତରାପାଲି ଗ୍ରାମରେ ରାସ୍ତା କଡରେ ବସିଥିବା ଲୋକଙ୍କ ଉପରେ କାର୍‌ ଚଢିଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଏଥିରେ ଜଣେ ଅବସରପ୍ରାପ୍ତ ସିଆଇଏସଏଫ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଶୁଶିଲ
Read More...

ହାତୀ ଦାନ୍ତ ଜବତ, ୨ ଗିରଫ

ଦେବଗଡ : କଂସର ଫାଣ୍ଡି ଅଧିନ ଗୋହିରା ଡ୍ୟାମ ନିକଟରୁ ରିଆମାଳ ଥାନା ପୁଲିସ ହାତୀ ଦାନ୍ତ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ୨ ଜଣ ହେଲେ ଦେବଗଡ ଥାନା ତଥା ତିଲେଇବଣି ବ୍ଲକ ଅନ୍ତର୍ଗତ ଡିମିରିକୁଦର ଗ୍ରାମର ପିଟର ତିଗ୍ଗା ଓ ବିଲେଇଘଟୀ ଗ୍ରାମର
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଦେବଗଡ : ଦେବଗଡ ଥାନା ଦନ୍ତାରିବାହାଲ ଗ୍ରାମର ମାନସ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମାନସଙ୍କ ମୃତଦେହ ତାଙ୍କର ନିଜ ଘରେ ପଡିଥିବା ଦେଖି ପରିବାର ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼ : ଦେବଗଡ ପୌର ପରିଷଦରେ ପୂର୍ବରୁ କାମ କରୁଥିବା ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ପୁରୁଣା ବିଲ କରାଇଦେବାକୁ କଲିତ କୁମାର କରଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏଥିସହ
Read More...

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଦେବଗଡ଼ : ଦେବଗଡ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ କନ୍ଦର୍ପ ଗ୍ରାମରୁ ଜଣେ ଯୁବକଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାମ ବିଜୟ କିସାନ(୩୭) ଓ ତାଙ୍କ ଘର ନିକଟସ୍ଥ ପାଣିଭଣ୍ଡାର ଗ୍ରାମରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ କେତେକ
Read More...

ବଜ୍ରପାତରେ ଯୁବକ ମୃତ

ଦେବଗଡ : ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଉତ୍ତରପ୍ରଦେଶ ମିର୍ଜାପୁର ଅଞ୍ଚଳର ଦୀପ ଚାନ୍ଦ । ସୂଚନା ଅନୁସାରେ ଦୀପ ଚାନ୍ଦ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ଓଟ ବୁଲାଇ ପେଟ ପ୍ରତିପୋଷଣ କରୁଥିବା ବେଳେ କିଛି
Read More...