Browsing Tag

debgarh news

ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଗୁରୁତର

ଦେବଗଡ଼ : ଦେବଗଡ଼ ଜିଲ୍ଲା ଭାଲୁମୁଣ୍ଡା ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ରେଙ୍ଗାଳବାହାଳ
Read More...

ଘାଟୀ ତଳକୁ ଖସିଲା କାର, ଜଣେ ଆହତ

ଦେବଗଡ଼ : ଭାରସାମ୍ୟ ହରାଇ ଘାଟୀ ତଳକୁ ଖସିଲା କାର୍ । ମଙ୍ଗଳବାର ଭୋର ସମୟରେ ୫୩ ନମ୍ବର ଜାତୀୟ ରାଜପଥର ଦେବଗଡ଼-କୁଚିଣ୍ଡା ରାସ୍ତାରେ ଢୁଡିଖୋଳ-ବିଜାଡିହି ଗ୍ରାମ ମଧ୍ୟବର୍ତ୍ତୀ ଘାଟୀରେ ଏକ କାର୍ ଭାରସାମ୍ୟ ହରାଇ ଖସି ପଡ଼ିଛି । ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଆହତ
Read More...

କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତିର ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଦେବଗଡ଼ : ଆଜି ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ରୀୟ ପୋଲିସର ବର୍ବରତା ପ୍ରତିବାଦରେ ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଅନେକ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ଦେବଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ତେଲିସୁଆଁ ଗ୍ରାମର ନିରନ୍ତର ମିଞ୍ଜ, ପିଣ୍ଟୁ ନାୟକ ଓ ସତ୍ୟ ନାୟକ ବାଇକ ଯୋଗେ ନିକଟସ୍ଥ ପାରପୋଷୀ ଗ୍ରାମକୁ ଯାଉଥିବା ବେଳେ ରକ୍ସା ଘାଟିରେ
Read More...

ଜଳପ୍ରପାତ ପାହାଡରୁ ଖସିପଡି ରାଜ୍ୟସ୍ତରୀୟ ଖେଳାଳି ଆହତ

ଦେବଗଡ : ଦେବଗଡ ସହର ଉପକଣ୍ଠ କୁରଡକୋଟ ଜଳପ୍ରପାତ ପାହାଡରୁ ଖସିପଡି ଆଜି ଜଣେ ରାଜ୍ୟସ୍ତରୀୟ ବାଳିକା ଖେଳାଳି ଆହତ ହୋଇଛନ୍ତି । ଆହତ ଖେଳାଳି ଜଣଙ୍କ ସ୍ଥାନୀୟ ତିନି ନମ୍ବର ୱାର୍ଡ ବଣିଆ ସାହିର ରଞ୍ଜିତ ବାରିକଙ୍କ ଝିଅ ଇଶା ବାରିକ (୧୭) ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଇଶା ଜଣେ
Read More...

କାଳବୈଶାଖୀରେ ଉଡିଲା ଛପର, ଭାଙ୍ଗିଲା ଗଛ

ଦେବଗଡ : ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ବହୁ ଘରର ଛପର ଉଡିଯିବା ସହ ଗଛ ଭାଙ୍ଗି ଯାଇଛି । ଦେବଗଡ ଜିଲ୍ଲାର ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ
Read More...

ବଜ୍ରାଘାତରେ ନାବାଳକର ମୃତ୍ୟୁ

ଦେବଗଡ : ଦେବଗଡ ଥାନା ବିଛଣାପୁର ଗାଁରେ ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଦନ୍ତାରିବାହାଳ ଗାଁର ଟଙ୍କଧର ରଣାଙ୍କ ପୁଅ ରମଣୀକାନ୍ତ ରଣା ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ରମଣୀ ଗାଁ ନିକଟ ଆମ୍ବତୋଟାରେ ସାଙ୍ଗସାଥୀଙ୍କ ସହ ଖେଳୁଥିଲେ ।
Read More...

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା

ଦେବଗଡ଼ : ତିଳେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ବିଧାୟକ ସୁବାସ ପ୍ରାଣିଗ୍ରାହୀଙ୍କୁ ଦେବଗଡ ଆଦର୍ଶ ପୋଲିସ ଗିରଫ ଘଟଣାର ପ୍ରତିବାଦରେ ବିଜେପି ବନ୍ଦ ଡାକରା ଦେଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଚକଅଖ ବନ୍ଦ ରହିବ ଏଥିପାଇଁ ସକାଳୁ ବିଭିନ୍ନ ଛକରେ ପିକେଟିଂ ଆରମ୍ଭ
Read More...

ପୋଲ ତଳୁ ମିଳିଲା ଶହ ଶହ ଆଧାର, ପାନ୍ ଓ ଏଟିଏମ୍‌ କାର୍ଡ

ବଣାଇଁ, (ମଣ୍ଟୁ ନନ୍ଦ) : ଦେବଗଡ଼ ଜିଲ୍ଲା ଏବଂ ବଣାଇଁ ସୀମାର ଆମ୍ବ ଗାଁ ନିକଟରେ ଥିବା ଏକ ପୋଲ ତଳୁ ଶହଶହ ଆଧାର, ପାନ୍ ଓ ଏଟିଏମ୍‌ କାର୍ଡ ମିଳିଥିବା କୁହାଯାଇଛି । ଏହା ଗୋଗୁଆ ଗାଁର ପୋଷ୍ଟ ଅଫିସ୍ କର୍ମଚାରୀଙ୍କ ବେପରୁଆ ମନୋଭାବ ବୋଲି ମଧ୍ୟ ଅଭିଯୋଗ ହେଉଛି ।
Read More...
error: Content is protected !!