pakka

ରାସ୍ତା କଡରେ ବସିଥିବା ଲୋକଙ୍କ ଉପରେ ଚଢିଗଲା କାର୍‌, ୧ ମୃତ

bbehera

ଦେବଗଡ : ରାଞ୍ଚି-ବିଜୟୱାଡା ରାସ୍ତାରେ ଅଘଟଣ ଘଟିଥିବା ଜଣାପଡିଛି । ସାମନ୍ତରାପାଲି ଗ୍ରାମରେ ରାସ୍ତା କଡରେ ବସିଥିବା ଲୋକଙ୍କ ଉପରେ କାର୍‌ ଚଢିଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଏଥିରେ ଜଣେ ଅବସରପ୍ରାପ୍ତ ସିଆଇଏସଏଫ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଶୁଶିଲ କୁମାର ସାମଲ । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ପ୍ରଶାନ୍ତ ସାହୁଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । କାର ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

jay balangir
Leave A Reply

Your email address will not be published.

three × three =

error: Content is protected !!