pakka

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

bbehera

ଦେବଗଡ : ଦେବଗଡ ଥାନା ଦନ୍ତାରିବାହାଲ ଗ୍ରାମର ମାନସ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମାନସଙ୍କ ମୃତଦେହ ତାଙ୍କର ନିଜ ଘରେ ପଡିଥିବା ଦେଖି ପରିବାର ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ମୃତ୍ୟୁର କାରଣ ଜଣାପଡି ନାହିଁ ।

jay balangir
Leave A Reply

Your email address will not be published.

sixteen − eight =

error: Content is protected !!