pakka

ଗାଁ ପଡିଆରୁ ମିଳିଲା ମହିଳାଙ୍କ ମୃତଦେହ

bbehera

ଦେବଗଡ : ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁର ଖେଳପଡିଆ ନିକଟରେ ଜଣେ ମହିଳାଙ୍କ ମୃତଦେହ ପୋତା ଯାଇଥିବାର ଦେଖିବାକୁ ମିଳିଥିଲା । ଛେଳି ଚରାଇବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହି ମୃତଦେହକୁ ଠାବ କରିଥିବା ଜଣା ପଡିଛି । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ତେବେ ମହିଳାଙ୍କ ମୃତ୍ୟୁ ନେଇ କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା ପରେ ପୋତା ଯାଇଥିବା ସନ୍ଦେହ କରାଯାଇଛି ।

jay balangir
Leave A Reply

Your email address will not be published.

11 + twenty =