Browsing Tag

chandanbhati news

କୁଶଙ୍ଗ ଡିଗ୍ରୀ କଲେଜରେ ମାଁ ନାମରେ ଗଛଟିଏ କାର୍ଯ୍ୟକ୍ରମ ଉଦଘାଟିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ପରିସରରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିରର ମାଆଁ ନାମରେ ଗଛଟିଏ କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ଡ.ଅଜିତ କୁମାର ଭୋଇଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ଏଥିରେ ପ୍ରାୟ ଷାଠିଏ ଜଣ
Read More...

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟି ଠାରେ ବଲାଙ୍ଗିର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରବିବାର ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ପଧାନ ମୁଖ୍ୟ ଅତିଥି ଭାବେ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟି ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଡ. ସତ୍ୟବ୍ରତ ମିଶ୍ର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ
Read More...

ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ମିଶ୍ର ଅବସର ଗ୍ରହଣ କରିଛନ୍ତି । ଏଇ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ପଞ୍ଚାୟତ
Read More...

ବାଦିଘୋର ବ୍ରିଜ୍‌ ଉପରେ ବିପଦ ସାଜିଛି କାଦୁଅ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କିଛି ମାସ ଆଗରୁ ବଲାଙ୍ଗିରରୁ ଚନ୍ଦନଭାଟି ରାସ୍ତାରେ ପଡୁଥିବା ବାଦିଘୋର ବ୍ରିଜ୍‌କୁ ବଡ ନୂତନ ବ୍ରିଜ୍‌ରେ ପରିଣତ କରିବା ପାଇଁ ବଲାଙ୍ଗିର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନରସିଂହ ମିଶ୍ର ଶୁଭ ଦେଇଥିଲେ । ଅଞ୍ଚଳରେ ବନ୍ୟା ହେଲେ ଯିବାଆସିବା କରିବା
Read More...

ତହଁକ୍ କୁଟୁମ୍‌ର ଗୁଗୁଲ୍ ମିଟ୍‌ରେ ହାସ୍ୟ ବ୍ୟଙ୍ଗ କବିତା ଆସର୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଲୋକ୍ ଯେତ୍‌କି ଯେତ୍‌କି ପଏସା କମେଇ ଚାଲିଛନ୍ ସେତ୍‌କି ସେତ୍‌କି ଟେନ୍‌ସନ୍ ବି ବଢି ଚାଲିଛେ । ସଭେ ସବୁବେଳେ ଭିଡେ ଭାଡେ ରହିକରି ନିଜର୍ ମୁହୁଁ ନୁ ହଁସି ହଜେଇ ବସୁଛନ୍ । ହେତିର୍ ଲାଗି ମୁନୁସ୍ ଦିହେଁ ଧନି ନୁ ଗରିବ୍ ସବକର୍ ଠାନେ ଦେଖବାକେ ମିଲୁଛେ
Read More...

ତହଁକ୍ ପକ୍ଷରୁ ‘ଆସ ଗଛ୍ ଜଗାମା’ କବିତା କାର୍ଯ୍ୟକ୍ରମ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଗଛ ହିଁ ଜୀବନ ଗଛ ସଂଖ୍ୟା ଦିନକୁ ଦିନ କମିଯିବାରୁ ନାହିଁ ନଥିବା ଗ୍ରୀଷ୍ମତାପ ସହିବାକୁ ପଡୁଛି । ନିଜ ପାଇଁ ଗଛଟିଏ ଲଗାଇ ତାର ଯତ୍ନ ନେବା ଆମ ପାଇଁ ନିତାନ୍ତ ଆବଶ୍ୟକ ବୋଲି ଆଜି ଚନ୍ଦନଭାଟୀ ଉଚ୍ଚ ବିଦ୍ୟାଳୟ ପରିସରରେ ତହଁକ୍ କୁଟୁମ୍ ପକ୍ଷରୁ ହୋଇଥିବା ଆସ
Read More...

ସୁଦାମଚରଣ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସୁଦାମଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟି ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଇତିହାସ ଅଧ୍ୟାପକ ତଥା ଯୁବ ରେଡ୍‌କ୍ରସ୍‌ କାଉନ୍‌ସିଲର୍‌, ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା
Read More...

ଚନ୍ଦନଭାଟୀ ଅଞ୍ଚଳରେ ପୋଷ୍ଟର ହଟାଉଛନ୍ତି ପୋଲିସ କର୍ମଚାରୀ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ରାଜ୍ୟ ରାଜନୀତିରେ ଏବେ ନାମାଙ୍କନ ପତ୍ର ଦାଖଲ ଚାଲିଥିବାବେଳେ ଏବେ କୌଣସି ସରକାରୀ ସ୍ଥାନ ଗୁଡିକରେ କୌଣସି ରାଜନୈତିକ ଦଳର ପୋଷ୍ଟର ଲାଗିଥିଲେ ତୁରନ୍ତ ତାକୁ ହଟାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଚନ୍ଦନଭାଟୀ ଅଞ୍ଚଳର ବିଭିନ୍ନ ସରକାରୀ କାନ୍ଥ,
Read More...

ଚନ୍ଦନଭାଟି ଶିଶୁ ମନ୍ଦିରରେ ରାମ ନବମୀ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିଠାରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଧୁମ୍ ଧାମ୍‌ରେ ପାଳିତ ହୋଇଯାଇଛି । ଶ୍ରୀରାମ ରଥ ସହିତ ବିଦ୍ୟାଳୟରୁ ସମସ୍ତ ଶିଶୁ ଭାଇ ଭଉଣୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ସକାଳ ଘ୭.୩୦ମି.ରେ ଚନ୍ଦନଭାଟି ଗ୍ରାମ ପରିକ୍ରମା
Read More...