ବାପ ମାଆ ଛେଉଣ୍ଡ ୨ ଭାଇ ଓ ଭଉଣୀଙ୍କୁ ଛତ୍ରପୁର ବିଧାୟକଙ୍କ ସହାୟତା ପ୍ରଦାନ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ କାଇଞ୍ଚପୁର ପଞ୍ଚାୟତର ଝରପଦର ଗ୍ରାମରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ମାତ୍ର ୯ ମାସ ବ୍ୟବଧାନରେ ବାପା ଓ ମାଆଙ୍କୁ ହରାଇ ଦୁଇ ନାବାଳକ ସନ୍ତାନ (ଝିଅ ସୁଇଟି- ୧୭) ଓ ପୁଅ କାଳିଆ- ୧୪) ଅସହାୟ ହୋଇପଡ଼ିଛନ୍ତି । ପରିବାରର!-->…
Read More...
Read More...