Browsing Tag

bramhapur news

୬୨ତମ ଓଡ଼ିଶା ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ଶହୀଦ ସ୍ମୃତିସ୍ତମ୍ବରେ ଗଞ୍ଜାମ ପୋଲିସ ପକ୍ଷରୁ ତୋପ ସଲାମୀ ସହ ଶ୍ରଦ୍ଧାଞ୍ଜଳି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୬୨ତମ ଓଡ଼ିଶା ପୋଲିସ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ଜିଲ୍ଲା ଆନୁକୂଲ୍ୟରେ ଜିଲ୍ଲା ହେଡ-କ୍ୱାଟର ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଏକ
Read More...

ଅଗସ୍ତିନୂଆଗାଁ ଶିଖରସାହି ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଶିଖର ସାହି ପୂଜା କମିଟି ପକ୍ଷରୁ ନିଜସ୍ୱ ପୂଜା ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟାଠାରୁ ମା' ଗଜଲକ୍ଷ୍ମୀଙ୍କ ପୂଜା ଆବାହନ ହୋଇଯାଇଛି । ମା' ଗଜଲକ୍ଷ୍ମୀଙ୍କ ପୂଜା ଏହି ମଣ୍ଡପରେ ଦୀର୍ଘ ୩୫ ବର୍ଷ ଧରି
Read More...

ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତରେ ସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ରାଜୀବ ସେବା କେନ୍ଦ୍ର କାର୍ଯ୍ୟାଳୟରେ ସରପଞ୍ଚଙ୍କ ଅନୁପସ୍ଥିତିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଶିକ୍ଷା
Read More...

ନିଖିଳ ଓଡ଼ିଶା ବାଣାୟତ ଓଡିଆ ସମାଜର ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଶାଖା ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ଏକ ସଭା ଛତ୍ରପୁର ସ୍ଥ ଲିସା-ଗ୍ୟାଲେକ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଖିଳ ଓଡିଆ ସମାଜର ଜିଲ୍ଲା ସଭାପତି ଗାନ୍ଧର୍ବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଣାୟତ
Read More...

ଛତ୍ରପୁର ଆମ ପୋଲିସ ପକ୍ଷରୁ ପୋଟ୍ଟଲାମପୁରଠାରେ ପଥପ୍ରାନ୍ତ ଜନମଞ୍ଚ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଆମ ପୋଲିସ ସମିତି ଆନୁକୂଲ୍ୟରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମରେ ଗ୍ରାମବାସୀଙ୍କୁ ଡକାଇ ପଥପ୍ରାନ୍ତରେ ଆଇନଶୃଙ୍ଖଳା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପୋଲିସ ଓ ଜନସମ୍ପର୍କ ମଞ୍ଚ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ
Read More...

ଓସେପା ଏସପିଡିଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ

ମଧୁଆପ୍ ଗଞ୍ଜାମ ଜିଲ୍ଲାପ୍ରଶାସନର ଏକ ନିଜସ୍ୱ ପ୍ରୟାସ ଅଟେମଧୁଆପ୍, ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ପ୍ରଂଶସା କଲେ ରାଜ୍ୟ ପରିଦର୍ଶକ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓସେପା (ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ)ର ଏସ୍‌ପିଡି (ରାଜ୍ୟ ପ୍ରକଳ୍ପ
Read More...

ଗୋପାଳପୁର ବିଧାୟକଙ୍କ ଘରୁ ଅନେକ ଦସ୍ତାବିଜ, ବ୍ୟାଙ୍କ ପାସ୍‌ବୁକ ଏବଂ ୧ କିଲୋରୁ ଅଧିକ ସୁନା ଜବତ କଲା ଭିଜିଲାନ୍ସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥ ସରକାରୀ ବାସଭବନ ଓ ବ୍ରହ୍ମପୁରଠାରେ ଥିବା ନିଜସ୍ୱ ବାସଭବନରେ ଏବଂ ତାଙ୍କ ସମ୍ପର୍କୀୟ ଲୋକଙ୍କ ବିଭିନ୍ନ ଘରେ ଭିଜିଲାନ୍ସ ରେଡ଼ କରି ଚଢ଼ାଉ ହୋଇଛି । ୨୩ ଘଣ୍ଟାର
Read More...

ପେନ୍‌ସନ୍‌ ଭୋଗୀଙ୍କ ଅଧିବେଶନ ଏବଂ ବ୍ରହ୍ମପୁର ଡାକ-ମଣ୍ଡଳର ଡାକ ସପ୍ତାହ ପାଳନ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡାକ ସପ୍ତାହର ଶେଷ ଦିବସରେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଡାକ-ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପୌରୋହିତ୍ୟ ତଥା ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସୁଧାଂଶୁ କୁମାର ପାଢ଼ୀ, ବ୍ରହ୍ମପୁର ପୋଷ୍ଟ ମାଷ୍ଟର ତାରିଣୀ
Read More...

କେଏମ୍‌ପି ସ୍ପୋର୍ଟସ ଏକାଡ଼େମୀ ପକ୍ଷରୁ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡ଼େମୀ ପକ୍ଷରୁ ୨୪ତମ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ମୁଖ୍ୟ ତଥା ଆନ୍ତର୍ଜାତୀୟ କୋଚ୍ କେ. ମନୋଜ ପ୍ରଧାନଙ୍କ ଦ୍ବାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାଧିକାରୀ ସତ୍ୟ
Read More...

ବେଙ୍ଗାଲୁରୁରେ ଓଡ଼ିଆ ସାମାଜିକ ସଂସ୍କୃତି କଲ୍ୟାଣ ସଂଗଠନ ଓପିସିର ନୂତନ କର୍ମକର୍ତ୍ତା ନିର୍ବାଚିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଙ୍ଗାଲୁରୁଠାରେ ଓଡ଼ିଆ ସାମାଜିକ ଓ ସଂସ୍କୃତି କଲ୍ୟାଣ ସଂଗଠନ ତଥା ଓଡିଶା ପୂଜା କମିଟି (ଓପିସି)ର ନୂତନ କର୍ମକର୍ତ୍ତା ନିର୍ବାଚନ ସର୍ବସମ୍ମତି କ୍ରମେ ଅନୁଷ୍ଠିତ ହୋଇଯାଇଛି । ବାଙ୍ଗାଲୁରୁର ପୁରାତନ ସଂଗଠନ "ଓଡିଶା ପୂଜା କମିଟି(ଓପିସି )"ର
Read More...