ଛତ୍ରପୁର ସହରର ୧୪ ନମ୍ବର ୱାର୍ଡରେ ପାନୀୟଜଳ ସମସ୍ୟା ନେଇ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଭେଟିଲେ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡର କପିଳି ହରିଜନ ସାହି, ଶାନ୍ତିନଗର, କାଳୀମନ୍ଦିର, ନିୟୁ-ପୋଲିସଲାଇନ, ବାସନାପଲ୍ଲୀ ରୋଡ଼ ମେଟ୍ଟା ଆଦି ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି । ଏହି ସମସ୍ୟା ସମ୍ପର୍କରେ ବହୁବାର!-->…
Read More...
Read More...