Browsing Tag

bramhapur news

ପୋଲସରା ବସଷ୍ଟାଣ୍ଡଠାରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ଏନ୍‌ଏସି ବସଷ୍ଟାଣ୍ଡଠାରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ସାମାରୋହରେ ଗତକାଲି ପୂର୍ବାହ୍ନରେ ବର୍ଣ୍ଣାଢ଼୍ୟ ସହକାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟଅତିଥି ଶ୍ରମମନ୍ତ୍ରୀ
Read More...

ଛତ୍ରପୁର ସହରରେ ୪୮ଜଣ ମିଶନ କୁଇନଙ୍କୁ ସାଇକେଲ ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ମିଶନଶକ୍ତି ଅଧୀନରେ ନିୟୋଜିତ ୪୮ଜଣ ମିଶନ କୁଇନଙ୍କୁ ଆନୁଷ୍ଠାନିକ ସମାରୋହରେ ସାଇକେଲ ବିତରଣ କରାଯାଇଛି । ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା, ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପାରାଓ, ନିର୍ବାହୀ
Read More...

ଏତଲାକାରୀ ହିଁ ହତ୍ୟାକାରୀ : ବିପୁଲିଙ୍ଗୀ ଗ୍ରାମର ସୁପ୍ରଭା ଚୌଧୁରୀ ହତ୍ୟାକାଣ୍ଡ ଘଟଣାରେ ସ୍ୱାମୀ ରାଧାଶ୍ୟାମ ଚୌଧୁରୀ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମର ସୁପ୍ରଭା ଚୌଧୁରୀ ହତ୍ୟାକାଣ୍ଡ ଘଟଣାରେ ସ୍ୱାମୀ ରାଧାଶ୍ୟାମ ଚୌଧୁରୀ ଗିରଫ ହୋଇଛନ୍ତି ବୋଲି ଛତ୍ରପୁର ଆଦର୍ଶ ଥାନାରେ ସଂଗଠିତ ପ୍ରେସ-ମିଟ୍‌ରେ କୁହାଯାଇଛି । ଏସ୍‌ଡ଼ିପିଓ ଗୌତ୍ତମ କିଷାନ ଏବଂ ଥାନା
Read More...

ଆସ୍କା : ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସିକା ସାବିତ୍ରୀ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଏହି ଋଣମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଆସିକା ସାଂସଦ
Read More...

ମାର୍ଚ୍ଚ ୫ ତାରିଖରୁ ରଙ୍ଗେଇଲୁଣ୍ଡା ଏୟାର ଫିଲ୍ଡରୁ ଭୁବନେଶ୍ୱରକୁ ବିମାନ ସେବା ଉଡାଣ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ପ୍ରତୀକ୍ଷିତ ବ୍ରହ୍ମପୁର ବିମାନବନ୍ଦର କାର୍ଯ୍ୟକାରୀ ହେବା ଅବସରରେ ଜରୁରୀକାଳୀନ ଭିତ୍ତିରେ ରଙ୍ଗେଇଲୁଣ୍ଡା ଏୟାର ଫିଲ୍ଡରୁ ଭୁବନେଶ୍ୱରକୁ ବିମାନ ସେବା ଉଡାଣ ହେବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ବିଜୁବାବୁଙ୍କ ଜନ୍ମଦିନରେ ମାର୍ଚ୍ଚ ୫
Read More...

ସ୍ୱଳ୍ପ ସଞ୍ଚୟ ଲକ୍ଷ ଧାର୍ଯ୍ୟ ଦିଗରେ ଅଭିକର୍ତ୍ତାଙ୍କ ସଫଳ ପ୍ରୟାସ ଜରୁରୀ : ହରିଚରଣ ମିଶ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡାକଘର ସ୍ୱଳ୍ପ ସଞ୍ଚୟ ଲକ୍ଷ ଧାର୍ଯ୍ୟ ଦିଗରେ ଅଭିକର୍ତ୍ତାଙ୍କ ସଫଳ ପ୍ରୟାସ ଜରୁରୀ ବୋଲି ସହକାରୀ ନିର୍ଦ୍ଦେଶକ ତଥା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର ଆହ୍ୱାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସଂଘର
Read More...

ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା ଆୟୋଜିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦପୁରୁଷ ବିଜୁବାବୁଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ମାର୍ଚ୍ଚ ୫ ତାରିଖଠାରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ପଡିଆ ଠାରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି
Read More...

ଗଞ୍ଜାମ ଜିଲ୍ଲାକୁ ଯକ୍ଷ୍ମା ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ଯକ୍ଷ୍ମା ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପ୍ରୟାସ ଜାରି ରହିଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ସଚେତନତା, ରାଲି, ପ୍ରଥପ୍ରାନ୍ତ
Read More...

ଓଡ଼ିଆ ମହାଭାରତର ରଚୟିତା ଧରାକୋଟ ରାଜା କୃଷ୍ଣ ସିଂହଙ୍କ ୨୯୫ତମ ଜୟନ୍ତୀ ଉତ୍ସବ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଆ ମହାଭାରତର ରଚୟିତା ଧରାକୋଟ ରାଜା କୃଷ୍ଣ ସିଂହଙ୍କ ୨୯୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ପାଳିତ ହୋଇଯାଇଛି । ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ବିପୁଲିଙ୍ଗୀ ଗ୍ରାମରେ ମା’ ବୁଢୀଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମାଠାରୁ ମାତ୍ର ୫ କିମି ଦୂର ଛତ୍ରପୁର ବ୍ଲକ ବିପୁଲିଙ୍ଗୀ ଗ୍ରାମ ନିକଟରେ ଥିବା ମା' ବୁଢୀ ଠାକୁରାଣୀଙ୍କ ଜିର୍ଣ୍ଣୋଦ୍ଧାର ତଥା ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଘୃତଯଜ୍ଞ, ନାମଯଜ୍ଞ ଓ
Read More...