Browsing Tag

bramhapur news

ଜିଲ୍ଳାସ୍ତରରେ ଛତ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରସ୍କାର ସହ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଜରିଆରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି । ଜାତୀୟ ସହରାଞ୍ଚଳ…
Read More...

ଚଳିତ ଥରରୁ ବାର୍ଦ୍ଧକ୍ୟ ଓ ଶଯ୍ୟାଶାୟୀଙ୍କ ନିମନ୍ତେ ସ୍ଵତନ୍ତ୍ର ହୋମ୍-ଭୋଟିଙ୍ଗ ବ୍ୟସ୍ଥାପନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଠାରୁ ମତଦାନ ବ୍ୟବସ୍ଥାରେ କେତେଗୁଡ଼ିଏ ନୂତନ ବିଧିବଦ୍ଧ ବ୍ୟବସ୍ଥା କରାଯାଉଛି । ଯାହାକି ଚଳିତ ଥର ପାଇଁ ପ୍ରଥମଥର ଲାଗୁ ହେଉଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରର ଜିଲ୍ଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ…
Read More...

ସରପଞ୍ଚଙ୍କ ବଢ଼ିଲା ଭତ୍ତା, ରାଷ୍ଟ୍ରୀୟ ସରପଞ୍ଚ ସଂଗଠନର କୃତଜ୍ଞତା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ ନେଇ ସରକାର ସରପଞ୍ଚମାନଙ୍କ ଆନ୍ଦୋଳନ ସମୟରେ ପ୍ରତିଶୃତି ଦେଇଥିଲେ ସୁଦ୍ଧା ଜାନୁୟାରୀ ମାସରେ କେବଳ ବିଡିଓଙ୍କ କାଉଣ୍ଟର ଦସ୍ତଖତ ହଟାଇବାକୁ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଚୁପ୍‌ ରହିଯାଇଥିଲେ । ଶେଷରେ…
Read More...

ତାରାତାରିଣୀଙ୍କ ଚୈତ୍ରମେଳା ଯାତ୍ରା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚୈତ୍ର ପର୍ବ ୫ ପାଳି ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ମାସ ୨୬, ଅପ୍ରେଲ ମାସ ୨, ୯, ୧୬ ତାରିଖ ଓ ୨୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ତଥା ଭକ୍ତିବାଦର ଗଣପର୍ବ ମା' ତାରାତାରିଣୀଙ୍କ ଚୈତ୍ରମେଳା ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ…
Read More...

ବ୍ରହ୍ମପୁରରେ ‘ମୋ-ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏକ କାଳୀନ ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ-ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି । କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇଦେବା ନିମିତ୍ତ 'ମୋ-ବସ୍‌' ସେବାର ଲକ୍ଷ୍ୟ ରଖି ଆଗକୁ ରାଜ୍ୟର ସବୁ ସହରରେ…
Read More...

ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନରେ ତ୍ରୀ-ମୂର୍ତ୍ତି ଶିବ ଜୟନ୍ତୀ ଓ ସର୍ବଧର୍ମ ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଅବସ୍ଥାପିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପବିତ୍ର ମହାଶିବରାତ୍ରୀ ଅବସରରେ ତିନିଦିନିଆ ଈଶ୍ୱରୀୟ ସନ୍ଦେଶ ଯାତ୍ରା ଓ ପ୍ରଚାର ସଭାଯାତ୍ରା ଉଦ୍‌ଯାପିତ ହୋଇଯାଇଛି…
Read More...

ଛତ୍ରପୁରରେ ମହାଶିବରାତ୍ରୀ ଜାଗର ମେଳା ଥିଲା ଖୁବ୍ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଗଢ଼ି ଉଠିଥିବା ବିଭିନ୍ନ ସ୍ଥାନର ଶୈବପୀଠମାନଙ୍କରେ ମହା-ଶିବରାତ୍ରୀ ଅବସରରେ ଜାଗର ମେଳା, ହରିହର ଭେଟ ଆଦି ବର୍ଣ୍ଣାଢ଼୍ୟ ସମାରୋହରେ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । ଜାଗର…
Read More...

ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନକୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ସମଗ୍ର ବିଶ୍ୱରେ ମହିଳାମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ପ୍ରତି…
Read More...

ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧିକୁ ହିନ୍ଦ୍‌ ମଜଦୁର ସଭାର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିକଟରେ ରାଜ୍ୟ ସରକାର ଆଉଟସୋର୍ସିଂ ଭାବେ ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି ଘୋଷଣାକୁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ପକ୍ଷରୁ ସ୍ୱାଗତ କରାଯାଇଛି । ଏନେଇ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନର ମୁଖ୍ୟ ଛାତ୍ର ନେତା ଡ଼ା. ସତ୍ୟବ୍ରତ ମହାପାତ୍ରଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ସଫଳତା ହାସଲ କରିଥିବା ପ୍ରାକ୍ତନ ଛାତ୍ର ନେତା, ବରିଷ୍ଠ ଶଲ୍ୟ ଚିକିତ୍ସକ ତଥା ଓମ୍‌ ସାର ପୂର୍ବତନ ସଭାପତି ଡ଼ା. ସତ୍ୟବ୍ରତ ମହାପାତ୍ରଙ୍କ…
Read More...