Browsing Tag

bramhapur news

ରାସ୍ତା ନାଳର ପୁନରୁଦ୍ଧାର ପାଇଁ ଶୁଭ ଦେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ୱାର୍ଡ଼ ନମ୍ବର ୯ ଅନ୍ତର୍ଗତ ଗଣେଶ ନଗର ଓ ବନ୍ଧ ସାହିରେ ରାସ୍ତା-ନାଳର ପୁନରୁଦ୍ଧାର ତଥା ନିର୍ମାଣ ପାଇଁ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶୁଭ ଦେଇଛନ୍ତି
Read More...

ବ୍ରହ୍ମପୁରସ୍ଥ ଡେକାନ ହାଏର ସେକେଣ୍ଡାରୀ ସ୍କୁଲ ତରଫରୁ ଆୟୋଜିତ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ -୨୦୨୩ ପାଳନ ଅବସରରେ ସ୍ଥାନୀୟ ଚନ୍ଦନିଆ, ଗୁଲା ରଘୁନାଥପୁରସ୍ଥିତ "ଡେକାନ ହାଏର ସେକେଣ୍ଡାରୀ ସ୍କୁଲ" ତରଫରୁ ଆୟୋଜିତ "ନୂଆଁ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖେଳ,
Read More...

ସାମ୍ବାଦିକମାନେ ଧୈର୍ଯ୍ୟ, ସଂଯମତା ରକ୍ଷାକରିବା ସାଂଗକୁ ନିଜର ମାନସିକ ସ୍ଥିତିକୁ ଉନ୍ନତ ଓ ସୁଦୃଢ଼ କରି କାର୍ଯ୍ୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଣମାଧ୍ୟମ ପ୍ରତିନିଧିମାନେ ତଥା ସାମ୍ବାଦିକମାନେ ନୀତିନିଷ୍ଠାପରତା ହେବା ସାଂଗକୁ ଧୈର୍ଯ୍ୟ,ସଂଯମତା ରକ୍ଷାକରିବା ସାଂଗକୁ ନିଜର ମାନସିକ ସ୍ଥିତିକୁ ଉନ୍ନତ ଓ ସୁଦୃଢ଼ କରି କାର୍ଯ୍ୟ କରିବା ଆବଶ୍ୟକ । ତେବେ ଯାଇ ସମାଜର ଏକ ନୂତନ ପରିବର୍ତ୍ତନ ଆସିବ
Read More...

ଜଗତସିଂହପୁରଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ମହୋତ୍ସବରେ ଛତ୍ରପୁରର ସଂକୀର୍ତ୍ତନ ମଣ୍ଡଳୀଙ୍କ ଅଂଶଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗତସିଂହପୁର ସଦରମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ ଓ ଶ୍ରୀ ଶ୍ରୀ ବଡଦା ଙ୍କର ୫୦ତମ ଆଗମନୀ ଦିବସ ମହୋତ୍ସବ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ପୂର୍ବତନ ବ୍ରହ୍ମପୁର ନଗରପାଳ, ମୁଖ୍ୟମନ୍ତ୍ରୀ, ଭାରତ ବର୍ଷର ସୁନାମଧନ୍ୟ ଶିକ୍ଷାବିତ୍‌ ବିନାୟକ ଆଚାର୍ଯ୍ୟଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିନାହାନ୍ତି ବୋଲି ସୋମବାର ପୂର୍ବାହ୍ନରେ ପୂଜ୍ୟପୂଜା ସମିତି ପକ୍ଷରୁ ଆୟୋଜିତ ଆଚାର୍ଯ୍ୟଙ୍କ ୪୦ତମ
Read More...

ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର : ଦୁର୍ଘଟଣା ଘଟାଇ ପୋଲିସ ଡ୍ରାଇଭର ଫେରାର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ବ୍ରହ୍ମପୁର ଆଙ୍କୁଲି ନିଗମ ନଗରର ପ୍ରମୋଦ ନାଇକ ଓ ନିମଖଣ୍ଡି ପେଣ୍ଠର ଶିବ ନାଇକ । ଦୁର୍ଘଟଣା ଘଟାଇ ପୋଲିସ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଯେ,
Read More...

ଆର୍ମି ଯବାନ ହତ୍ୟାକାଣ୍ଡ ରହସ୍ୟର ଫର୍ଦ୍ଦାଫାସ କଲା ଗଞ୍ଜାମ ପୋଲିସ : ହତ୍ୟାକାଣ୍ଡ ସମ୍ପୃକ୍ତିରେ ୫ଜଣ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ କାଳୀପଲ୍ଲୀ ଗ୍ରାମର ମାଟିର ମାଆ ପାଇଁ ସେବାରେ ନିୟୋଜିତ ଆର୍ମି ଯବାନ ଜେ.ଦିଲେଶ୍ୱର ପାତ୍ର ହତ୍ୟାକାଣ୍ଡର ରହସ୍ୟ ଶୁକ୍ରବାର ସନ୍ଧ୍ୟାରେ ଫର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ ପ୍ରଶାସନ ।
Read More...

ଆର୍ମି କର୍ମୀ ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ମହାନଗର ନିଗମର ଆମ୍ବୁଲାନ୍ସରେ ସେନା କର୍ମଚାରୀ ଜେ.ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା । ସେନାବାହିନୀରେ ଚାକିରୀ କରି ଘରକୁ ଛୁଟିରେ ଆସିଥିଲେ । ଗୋପାଳପୁର ବନ୍ଦର ସହରରେ ଗତ ରବିବାର ଅନୁଷ୍ଠିତ
Read More...

କୃଷିକାର୍ଯ୍ୟ ସମ୍ବନ୍ଧରେ ସର୍ବେକ୍ଷଣ କରି ଆକଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପାଗ କୋହଲା ଥିଲା, ଗତକାଲି ଠାରୁ ଜିଲ୍ଲାରେ ଝିପି ଝିପି ବର୍ଷା ଅବା ଅସରାଏ ବର୍ଷା ଲାଗି ରହିଛି । ଫଳରେ ଗଞ୍ଜାମ ଜିଲ୍ଲାରେ ଧାନ କିଆରୀ ଏବଂ ପନିପରିବା ଚାଷ ବିଶେଷ କ୍ଷତି ଘଟିଥିବା ଜଣାଯାଇଛି ।
Read More...

ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ସଂଶୋଧିତ ଭୋଟର ତାଲିକା ପ୍ରକାଶନ ହେଉ – ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶେଷଥର ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଚାଲିଛି । ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ସଂଶୋଧିତ ଭୋଟର ତାଲିକା ଖୁବଶୀଘ୍ର ପ୍ରକାଶନ ହେଉ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା
Read More...