Browsing Tag

bramhapur news

୬୧ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ : ଗଞ୍ଜାମ ପୋଲିସ ଜିଲ୍ଲାରେ ୫୩ଜଣ ପୋଲିସ ସମ୍ବର୍ଦ୍ଧିତ ହେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁର ପୋଲିସ ପରେଡ଼ ପଡ଼ିଆରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଯୋଗଦେଇ ୬୧ତମ ଗୃହରକ୍ଷୀ ବାହିନୀ ଦିବସ ଅବସରରେ ଅନୁଷ୍ଠିତ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ପ୍ରବଳ କୋହଲା ପାଗ, ଥଣ୍ଡା ପବନ,
Read More...

କଡ଼ା ନିରାପତ୍ତା ମଧ୍ୟରେ ଆୟୋଜିତ ହେଲା ଖ୍ରୀଷ୍ଟିଆନ ଧର୍ମସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲିସର କଡ଼ା ନିରାପତ୍ତା ମଧ୍ୟରେ ପାଳନ ହେଲା ଛତ୍ରପୁରସ୍ଥ ସଂସ୍କୃତି ଭବନରେ ଆୟୋଜିତ ଖ୍ରୀଷ୍ଟିଆନ ଧର୍ମସଭା । ଏହି ଧର୍ମସଭା ସମାବେଶରେ ଗଞ୍ଜାମ, ଗଜପତି, କନ୍ଧମାଳ, ଦାରିଙ୍ଗିବାଡ଼ି, କୋରାପୁଟ, ମାଲକାନାଗିରି, ରାୟଗଡା, ଜି.ଉଦୟଗିରି ଆଦି
Read More...

ପାରଳାଖେମୁଣ୍ଡି ସହରରୁ ମାନସିକ ଦୁର୍ବଳ ବୃଦ୍ଧ ନିଖୋଜ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରରୁ ଜଣେ ମାନସିକ ଦୁର୍ବଳ ବୃଦ୍ଧ ବ୍ୟକ୍ତି ନିଖୋଜ ହୋଇଥିବା ଖବର ମିଳିଛି । ବୃଦ୍ଧବ୍ୟକ୍ତି ହେଉଛନ୍ତି, ଜୟରାମ ପ୍ରଧାନ (୭୦) ସେ ଜଣେ ପାରାଦୀପ ପୋର୍ଟର ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି । ତାଙ୍କର
Read More...

ବ୍ରହ୍ମପୁର “ସତ୍ୟାର୍ଥ ହେଲଥ୍‌ ଏଣ୍ଡ ୱେଲ୍‌ନେସ୍‌ ଫାଉଣ୍ଡେସନ୍‌” ତରଫରୁ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ବ୍ରହ୍ମପୁର "ସତ୍ୟାର୍ଥ ହେଲଥ୍‌ ଏଣ୍ଡ ୱେଲ୍‌ନେସ୍‌ ଫାଉଣ୍ଡେସନ୍‌" ସଂସ୍ଥା ତରଫରୁ ସ୍ଥାନୀୟ ଡ଼ାଇମଣ୍ଡ ଜୁବୁଲି ଟାଉନ୍ ହଲଠାରେ ଆୟୋଜିତ "ସତ୍ୟାର୍ଥ ଏଜ କେୟାର ହୋମ୍" କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର
Read More...

ପୁରୁଣା ବ୍ରହ୍ମପୁରର ମା’ମଙ୍ଗଳା ଓଷାକୋଠି ସ୍ମୃତି ପରିଷଦର କୋଠିଶାଳ ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ପୁରୁଣା ବ୍ରହ୍ମପୁର, ଖାସ୍ପା ସାହି ନୃସିଂହ ମନ୍ଦିର ଛକ ନିକଟରେ ଶ୍ରୀ ଶ୍ରୀ ମା'ମଙ୍ଗଳା ଓଷାକୋଠି ସ୍ମୃତି ପରିଷଦ ତରଫରୁ ଆୟୋଜିତ କୋଠିଶାଳ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମାନ୍ୟବର ବ୍ରହ୍ମପୁର
Read More...

ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ଦିନ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଆନୁକୂଲ୍ୟରେ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ସବଳ ତରଫରୁ ମିଳିତ ସୌଜନ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଭିନ୍ନକ୍ଷମ ସଚେତନତା ସ୍ଲୋଗାନ
Read More...

ପୋଟ୍ଟଲାମ୍‌ପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ଓ ଲୋକଙ୍କ ପାଖରେ ସମସ୍ତ
Read More...

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ ଛତ୍ରପୁର ପ୍ରେସ୍‌ କ୍ଲବ ବିଜୟୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) :ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଛତ୍ରପୁରର ଅନ୍‌ସ୍ଲୋ ମିନିଷ୍ଟାଡିୟମରେ ଛତ୍ରପୁର ପ୍ରେସ୍‌ କ୍ଲବ ଓ ବ୍ରହ୍ମପୁର ପ୍ରେସ୍‌ କ୍ଲବ ମଧ୍ୟରେ ଏକ ବନ୍ଧୁତ୍‌ତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି କ୍ରିକେଟ ମ୍ୟାଚ୍‌ରେ
Read More...

ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନା ଦେବା ସାଂଗକୁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେଇ କୃତୀତ୍ୱ ଅର୍ଜନ କରିଥିବା
Read More...

ଛତ୍ରପୁର ବିଜେପି ପକ୍ଷରୁ ବିଜୟ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜେପି ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଆନ୍ତଃ-ଜିଲ୍ଲାରେ ବିଜେପିର ବାଜିମାତକୁ ନେଇ ଆତସବାଜି ଫୁଟାଇଛନ୍ତି । ଛତ୍ରପୁରର ଆରାଧ୍ୟଦେବୀ ମା'ରାମାୟଣାମ୍ମା ଦେବୀଙ୍କ ଠାରେ ଦୀପ-ପ୍ରଜ୍ଵଳନ ସହ ପୂଜାର୍ଚ୍ଚନା କରି ମିଠା ଖୁଆଖୋଇ ହୋଇ ଖୁସି
Read More...