Browsing Tag

bramhapur news

ସମ୍ଭାବ୍ୟ ଲଗାଣ ବର୍ଷାକୁ ଭିତ୍ତିକରି ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାରେ ପ୍ରବଳବର୍ଷା ହେବାର ସମ୍ଭାବନା ଥିବାବେଳେ ପ୍ରାୟତଃ ୬/ ୭ଦିନ ଧରି ଲଗାଣ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ଏକ ଜରୁରୀ ବୈଠକ ଡକାଇ ବିହିତ ବନ୍ଦୋବସ୍ତ କରାଯିବା ନେଇ
Read More...

ଛତ୍ରପୁର ବ୍ଲକ୍ ଭିକାରିପଲ୍ଲୀ ଗ୍ରାମରେ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ଓ ଲୋକଙ୍କ ପାଖରେ ସମସ୍ତ ଯୋଜନାମାନ କିଭଳି ପହଞ୍ଚିବ
Read More...

ଆରମ୍ଭ ହୋଇଛି ସୁନାପୁର ବେଳାଭୂମିରେ ଇକୋ-ରିଟ୍ରିଟ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ସୁନାପୁରର ବିସ୍ତୀର୍ଣ୍ଣ ବେଳାଭୂମିରେ ଗତକାଲିଠାରୁ ଆରମ୍ଭ ହୋଇଛି ବେଳାଭୂମି ଇକୋ-ରିଟ୍ରିଟ୍ ମେଳା । ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଆସୁଅଛି । ବେଳାଭୂମି ପରିସରରେ ଜନ ଅରଣ୍ୟ ସାଂଗକୁ ପ୍ରାକୃତିକ ଓ
Read More...

କେନ୍ଦୁଝର ଜିଲ୍ଲା ବାଲିଯୋଡି ନିକଟରେ ଭୟଙ୍କର ସଡକ ଦୁର୍ଘଟଣା : ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲା ପୋଡାମାରି ଅଞ୍ଚଳର ୭ଜଣ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦୁଝର ଭୟଙ୍କର ସଡକ ଦୁର୍ଘଟଣା ନେଇ ଅଧା ରହିଲା ମା' ତାରିଣୀଙ୍କ ଦର୍ଶନ । ଟୁରିଷ୍ଟ୍‌ ଗାଡି ଦୁର୍ଘଟଣା ହୋଇ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ମା' ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାର ଘଟଗାଁ
Read More...

ପ୍ରଗତି କଳାକେନ୍ଦ୍ରର ୭ମ ବାର୍ଷିକ ଉତ୍ସବରେ ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଅନୁଷ୍ଠାନ ପ୍ରଗତି କଳାକେନ୍ଦ୍ରର ୭ମ ବାର୍ଷିକ ଉତ୍ସବରେ ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଯୋଗଦେଇ ମଞ୍ଚକୁ ପୁଲକିତ କରିଥିଲେ ।ଅବସରପ୍ରାପ୍ତ ସଂସ୍କୃତି ସଚିବ ଡ଼.ପ୍ରତାପ କୁମାର ସହାଣୀ, ରାଜ୍ୟ ସଙ୍ଗୀତ
Read More...

ରୋୟାଲ୍ ଡେନ୍ସ ଏକାଡେମୀର ଆନୁଷ୍ଠାନିକ ଉଦ୍‌ଘାଟନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ରିକାପଲ୍ଲୀ କଳ୍ପବାସିନୀ ନଗରରେ ନୂତନ କରି ରୋୟାଲ୍ ଡେନ୍ସ ଏକାଡେମୀର ଆନୁଷ୍ଠାନିକ ଉଦ୍‌ଘାଟନୀ ହୋଇଯାଇଛି । ଆନୁଷ୍ଠାନିକ ଉଦ୍‌ଘାଟନୀ ସାମାରୋହରେ ମୁଖ୍ୟଅତିଥୀ ଭାବେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାଶଙ୍କର ଦାଶ, ଅନ୍ୟ
Read More...

ଚୈତନ୍ୟ ଠାକୁରାଣୀ ମା’ଙ୍କ ମନ୍ଦିରରେ ଚାଲିଥିବା ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ନେତ୍ତୃବର୍ଗଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ସ୍ଥାନୀୟ କର୍ପୋରେଟର ପ୍ରମୁଖ ନେତ୍ତୃବର୍ଗଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଵିଭୂ-କୃପା ଲାଭ କରିଛନ୍ତି ।
Read More...

ପ୍ରଥମ ପର୍ଯ୍ୟାୟରେ ତିନୋଟି ଗ୍ରାମପଞ୍ଚାୟତରେ ସିଏସ୍‌ପି ପ୍ଲସ୍‌ ବ୍ୟାଙ୍କିଙ୍ଗ୍‌ ସେବାର ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ ତିନୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳଗାଁ, ବଡ଼ମାଧପୁର, ଓ
Read More...

ଛତ୍ରପୁର ପ୍ରତିଷ୍ଠିତ ଅନ୍‌ସ୍ଲୋ ହାଇସ୍କୁଲର ପ୍ରାକ୍ତନ ବରିଷ୍ଠ ଶିକ୍ଷକଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଜଣେ ଧର୍ମ ପରାୟଣ ବ୍ୟକ୍ତି, ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପତିତପାବନ ପାଢ଼ୀ (୯୨)ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ ବିଶ୍ୱକର୍ମା ସାହିସ୍ଥ ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି । ଛତ୍ରପୁରର ପ୍ରତିଷ୍ଠିତ ବହୁପୁରାତନ
Read More...

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଛତ୍ରପୁରରେ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ରବିବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଦିନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଜିଲ୍ଲା ସଦର ମହକୁମା ଛତ୍ରପୁରସ୍ଥିତ ବାଇପାସ ୧୬ନମ୍ବର ଜାତୀୟ ରାଜପଥ ସଂଯୋଗସ୍ଥଳ ସରକାରୀ ବିଜ୍ଞାନ
Read More...