Browsing Tag

bramhapur news

ମାନବ-ବନ୍ୟପ୍ରାଣୀ ସଂଘର୍ଷ ପୀଡ଼ିତକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁନିଆରେ ତିଷ୍ଠି ରହିବାକୁ ପ୍ରତି ମୁହୂର୍ତ୍ତରେ ମାନବ ଓ ବନ୍ୟଜନ୍ତୁ ନିଜ ନିଜ ଭିତରେ ସଂଘର୍ଷ କରିଥାନ୍ତି । କିନ୍ତୁ ଏହି ସଂଘର୍ଷରେ ଯେତେବେଳେ ଅକାଳରେ ଜଣେ ପ୍ରାଣ ହରାଇଥାନ୍ତି, ସେତେବେଳେ ତାଙ୍କ ପରିବାର ସାହାଯ୍ୟ ଆଶାରେ ଚାରିଆଡ଼େ ହାତ ପତେଇ
Read More...

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ମୃତି ପରିଷଦ ପକ୍ଷରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୫ତମ ଜୟନ୍ତୀ

ସ୍ୱତନ୍ତ୍ର ଉକଳ ପ୍ରଦେଶର ନିର୍ମାତା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱପ୍ନ ଅପୂରଣୀୟ ହୋଇ ରହିଛି : ୧୩୫ତମ ଜୟନ୍ତୀ ଅବସରରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର ଉକଳ ପ୍ରଦେଶର ନିର୍ମାତା ପାରଳା ମହାରାଜାଙ୍କ ଯେଉଁ ସ୍ୱପ୍ନ ଥିଲା
Read More...

ରିକାପଲ୍ଲୀ ସ୍କୁଲ ହଷ୍ଟେଲର ନୂତନ କୋଠା ଉଦଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପାଳିକା ଅଞ୍ଚଳର ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ହଷ୍ଟେଲର ନୂତନ କୋଠା ରବିବାର ଉଦଘାଟିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ଚନ୍ଦ୍ର ନାୟକ ମୁଖ୍ୟ
Read More...

ଧର୍ମପରାୟଣୀଙ୍କ ଶ୍ରାଦ୍ଧ-ବାର୍ଷିକୀରେ ଯୋଗଦେଲେ ନେତ୍ତୃବର୍ଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଜଣେ ପ୍ରତିଷ୍ଠିତ ସମାଜସେବୀ ସ୍ୱର୍ଗତ ତାରା ପଣ୍ଡାଙ୍କ ମାତା ତଥା ଧର୍ମପରାୟଣୀ ମାତାଶ୍ରୀ ସ୍ୱର୍ଗୀୟ ଶାନ୍ତିପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଛତ୍ରପୁର ସ୍ଥିତ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପରେ ସମାହିତ ହୋଇଯାଇଛି । ସାରସ୍ୱତ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ
Read More...

ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ କୁପୋଷଣ ମୁକ୍ତ କରାଯିବା ସାଂଗକୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇଦିନିଆ ଗଞ୍ଜାମ ଜିଲ୍ଲାରେ ଗସ୍ତରେ ଆସି ପ୍ରଥମ ଦିବସରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ବିଭିନ୍ନ
Read More...

ମଇ ମାସ ୯ ତାରିଖରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ,ବ୍ରହ୍ମପୁର ପକ୍ଷରୁ ୦୯/୦୫/୨୦୨୬ ତାରିଖ ଶନିବାର ଦିନ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
Read More...

ପତ୍ନୀହନ୍ତା ସ୍ୱାମୀକୁ ୭ ବର୍ଷର ସଶ୍ରମ କାରାଦଣ୍ଡ

୩ଜଣ ଝିଅଙ୍କୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ନିର୍ଦ୍ଦେଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମାନ୍ୟ ବଚସାକୁ କେନ୍ଦ୍ର କରି ଦାଆରେ ବେକ କାଟି ନିଜ ଧର୍ମପତ୍ନୀଙ୍କୁ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଶୁକ୍ରବାର ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ
Read More...

ବାଲାଜୀ ସାଂସ୍କୃତିକ ସଂଗଠନ ପକ୍ଷରୁ ତେଲୁଗୁ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତେଲୁଗୁ ସଂସ୍କୃତି ସମାଜ ଏବଂ ବାଲାଜୀ ସାଂସ୍କୃତିକ ସଂଗଠନର ମିଳିତ ସୌଜନ୍ୟରେ ଛତ୍ରପୁର ରିଡିଙ୍ଗ ରୁମ୍ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଏକ ମନୋଜ୍ଞ ସାଂସ୍କୃତିକ ବାତାବରଣ ମଧ୍ୟରେ ତେଲୁଗୁ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ପରିବେଷଣ ହୋଇଯାଇଛି
Read More...

ବାଲାଜୀ ସ୍ୱାମୀଙ୍କ ବିବାହ କଲ୍ୟାଣ ଉତ୍ସବ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପାଳିକା ଅଞ୍ଚଳର ତାଡେପଲ୍ଲୀ ସାହିରେ ଅବସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବା ଦେବୀଙ୍କ ମଧ୍ୟରେ ଶ୍ରୀ ଶ୍ରୀ ବାଲାଜୀ ସ୍ୱାମୀଙ୍କ ମନ୍ଦିର ଏକ ନିଆରା ତେଲୁଗୁ ସଂସ୍କୃତି ଧର୍ମ ପରମ୍ପରା ଭାବେ
Read More...