ଭୂଦାନ ନେତା ଲକ୍ଷ୍ମଣ ପାତ୍ରଙ୍କ ୩୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ
ଏବେବି ଭୂଦାନ ବିଚାରର ଆବଶ୍ୟକତା ରହିଛି : କ୍ରିଷ୍ଣା ମାହାନ୍ତି
ବ୍ରହ୍ମପୁର, (କେପିଏନ୍ଏସ୍) : ଆଜି ମଧ୍ୟ ଦେଶରେ ବିନୋବା ଭାବେଙ୍କ ଭୂଦାନ ବିଚାରର ଆବଶ୍ୟକତା ରହିଛି । ଭୂଦାନ ମାଧ୍ୟମରେ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଅତୀତରେ ଯେଉଁ ପ୍ରୟାସ ହୋଇଥିଲା, ତାହାର ପ୍ରାସଙ୍ଗିକତା ଏବେ!-->!-->!-->…
Read More...
Read More...