ଦେଉଲଝରି ମହୋତ୍ସବ ଉଦଯାପିତ
ବୀରମହାରାଜପୁର : ସ୍ଥାନୀୟ ଦେଉଲଝରି ଠାରେ ତୃତୀୟ ଦେଉଲଝରି ମହୋତ୍ସବ ଉଦଯାପିତ ହୋଇଯାଇଛି । ମଠାଧୀଶ ମନହର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କବି ନିରଞ୍ଜନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ଗୋପାଳ ଚନ୍ଦ୍ର ମେହେର, କବି ଅର୍ଜୁନ କୁମାର ସାହୁ, ଆନନ୍ଦ ପଧାନ!-->…
Read More...
Read More...