Browsing Tag

birmaharajpur news

ସୁବର୍ଣ୍ଣପୁର ସୀମାନ୍ତରେ ପହଂଚିଲା ଜୁନିଅର ରେଡକ୍ରସ

ବୀରମହାରାଜପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଂଲଗ୍ନ ସମ୍ବଲପୁର, ଅନୁଗୁଳ, ଫୁଲବାଣୀ ଜିଲ୍ଲା ଗୁଡିକର ସୀମାନ୍ତ ସ୍ଥାନରେ ଅବସ୍ଥାପିତ ଥିବା ବୋଡର ଅଂଚଳର ଡୁଲେଶ୍ୱର ହାଇସ୍କୁଲରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଓଡିଶା ରାଜ୍ୟ ରେଡକ୍ରସଙ୍କ ପରାମର୍ଶ ଏବଂ
Read More...

ଦେଶୀମଦ ଜବତ : ୧ ଗିରଫ

ବୀରମହାରାଜପୁର : ବୀରମହାରାଜପୁର ଅବକାରୀ ବିଭାଗ ତରଫରୁ ବେଆଇନ ରନ୍ଧା ଦେଶୀ ମଦ ଚାଲାଣ କରୁଥିବା ସମୟରେ ମଦ ସହ ବାଇକ ଜବତ ହୋଇଥିବା ବେଳେ ମଦବେପାରୀକୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ଅବକାରୀ ବିଭାଗ ତରଫରୁ ମୃଷୁଣ୍ଢି ପଂଚାୟତର ଭୁତିଆପାଲି ରାସ୍ତାରେ ଗୋଟିଏ ବାଇକରେ ଦେଶୀ
Read More...

ଡାକ୍ତରଖାନାରେ ପରିବେଶ ସ୍ୱଚ୍ଛତା ନେଇ ସଚେତନତା

ବୀରମହାରାଜପୁର : ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା କର୍ମଚାରୀମାନଙ୍କ ସହ କିଛି ସ୍ୱେଛାସେବୀ ଅନୁଷ୍ଠାନ ମିଳିତ ଭାବେ ଡାକ୍ତରଖାନା ପରିବେଶ ସଫାସୁତୁରା କରିଛନ୍ତି । ଡାକ୍ତରଖାନା ପରିସରରେ ଭାର ପ୍ରାପ୍ତ
Read More...

ବୀରମହାରାଜପୁର ବ୍ଲକସ୍ତରୀୟ ଜେଆରସି ସଚେତନତା ଅଭିଯାନ

ସୁବଲୟା, (କେପିଏନ୍‌ଏସ୍‌) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସରକାରୀ ଅପଗ୍ରେଡେଡ ହାଇସ୍କୁଲ, ପିତାମହୁଲ ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଆକସ୍ମିକା ବଢେଇ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ରେଡକ୍ରସ
Read More...

ଧାନ କିଣାକୁ ନେଇ ଜିଲ୍ଲାପାଳ ଓ ଚାଷୀ ପ୍ରତିନିଧିଙ୍କ ଆଲୋଚନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟରେ ଆଜି ଜିଲ୍ଲାରେ ଧାନ କିଣା ଏବଂ ଧାନ କିଣାରେ ସ୍ୱଚ୍ଛତା ନେଇ ଜିଲ୍ଲାପାଳ ଓ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି । ଏହି ଆଲୋଚନାରେ ମଣ୍ଡିରେ ଧାନ କ୍ରୟ ପାଇଁ ଡିଏଲପିସି
Read More...

ଚୋରାମଦ ଜବତ, ୧ ଗିରଫ

ବୀରମହାରାଜପୁର : ବୀରମହାରାଜପୁର ଅବକାରୀ ବିଭାଗ ତରଫରୁ ବେଆଇନ ମଦ ରନ୍ଧା ହେଉଥିବା ସ୍ଥାନରେ ଚଢାଉ କରିଥିଲେ । ସୁବଲୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ହତ ଚୁବକାଦାଦର ଗ୍ରାମରୁ ମହୁଲ ପୋଚ ଓ ଚୋରା ଦେଶୀମଦ ଜବତ କରାଯାଇଛି । ଚୋରାମଦ ପ୍ରସ୍ତୁତିରେ ସଂପୃକ୍ତ ଉକ୍ତ ଗ୍ରାମର ଜଣେ
Read More...

ଗୁହାଳରେ ଲାଗିଲା ନିଆଁ : ୩୦ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ

ବୀରମହାରାଜପୁର : ବୀରମହାରାଜପୁର ଥାନା କେନଝରିଆପାଲି ପଂଚାୟତ ଅନ୍ତର୍ଗତ ପୁଲେଶର ଗାଁରେ ଜୈନିକ ବ୍ୟକ୍ତିଙ୍କ ଛେଳି ଗୁହାଳରେ ନିଆଁ ଲାଗି ୩୦ରୁ ଅଧିକ ଛେଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପୁଲେଶର ଗାଁର ପିତାମ୍ବର ଭୁକ୍ତା ନାମକ ଛେଳି ଚାଷୀ ନିଜ ଛେଳି ଗୁଡିକୁ
Read More...

ରାଜ୍ୟ ମଦ ମୁକ୍ତି ଯୁବ ବାହିନୀ ପକ୍ଷରୁ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ

ବୀରମହାରାଜପୁର : ରାଜ୍ୟ ମଦ ମୁକ୍ତି ଯୁବ ବାହିନୀ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ଆଜି ଭୀମଭୋଇ କଳା ମଣ୍ଡପ ଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୁଣା ଟାଉନ୍ ହଲ୍ ଠାରୁ ଏକ ସଚେତନତା ଶୋଭାଯାତ୍ରା
Read More...

ମର୍ମନ୍ତୁଦ ଦୁର୍ଘଟଣା : ୧ ମୃତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାବୁପାଲି କେନାଲ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଘଟଣାସ୍ଥଳରେ ଜଣକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ବାବୁପାଲି ଗାଁର କନ୍ଦର୍ପ କୁମ୍ଭାର(୪୨)
Read More...

ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ମଠରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ବଡଖମାର ସ୍ଥିତ ବରାହପଦର ମଠ, ବାଗବର ସ୍ଥିତ ଚନ୍ଦ୍ରମଣି ମଠ, ଖଣ୍ଡହତା ପଞ୍ଚାୟତର ସୁନାରିବେନି ମଠ, ଟିଠିପାଲିର ରାଧେଶ୍ୟାମ ଆଶ୍ରମ, ଚନ୍ଦଳି ମଠ,
Read More...