Browsing Tag

birmaharajpur news

୭.୮ କେ.ଜି. ଗଞ୍ଜେଇ ଜବତ : ୨ ଗିରଫ

ବୀରମହାରାଜପୁର : ବୀରମହାରାଜପୁର ପୁଲିସ ରକ୍ସା ଛକରୁ ବାଇକ ସହ ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମଣିକୁତି ଗ୍ରାମର ମଙ୍ଗୁଲୁ ସାହୁ ଏବଂ ପ୍ରଦୀପ ସାହୁ ବୋଲି ଜଣାପଡ଼ିଛି । ଏହାସହ ଅଭିଯୁକ୍ତଙ୍କ ପାଖରୁ ନଗଦ ୧୫୦୦ ଟଙ୍କା
Read More...

ମିଳିଲା ନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହା ହେଲା ଶବ

ବୀରମହାରାଜପୁର, (ପି.କେ.ସାହୁ) : ମିଳିଲା ନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହା ହେଲା ଶବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମରେ । ଆଜି ସକାଳୁ ଅମରପାଲି ଗ୍ରାମରେ ଗୁଲାପି ବେହେରା ନାମକ ଜଣେ ବିଧବା ମହିଳାଙ୍କ ମୃତ୍ୟୁ
Read More...

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ବୀରମହାରାଜପୁର : ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର । ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଖଣ୍ଡହତା ଗାଁରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ବୁଧବାର ରାତିରେ ଖଣ୍ଡହତା ଗାଁର ରାଧେ ବଗର୍ତ୍ତି ରାସ୍ତା କଡ଼ରେ
Read More...

ବନ୍ୟା ଅଞ୍ଚଳ ବୁଲି ଦେଖିଲେ ବିଧାୟକ

ବୀରମହାରାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ବୀରମହାରାଜପୁର ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳରେ ନାହିଁ ନଥିବା ବନ୍ୟାସ୍ଥିତି ଉପୁଜିଥଲା । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ଲୋକଙ୍କ ଘରର କାନ୍ଥ ଭାଙ୍ଗିଯାଇଥିବା ସହ ଅନେକ ସ୍ଥାନକୁ ଯାତାୟାତ
Read More...

ରାଜ୍ୟ ରେଡକ୍ରସ୍ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ

ବୀରମହାରାଜପୁର/ସୁବଳୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ପଞ୍ଚାୟତର ନାରାୟଣପୁର ଗ୍ରାମର ୨ ଗୋଟି ପରିବାରକୁ ରାଜ୍ୟ ରେଡକ୍ରସ୍ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ଶନିବାର ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ
Read More...

ଜଳଛତ୍ର ଓ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର, (କେପିଏନ୍‌ଏସ୍‌) : ଗ୍ରୀଷ୍ମ ସମୟର ଅସହ୍ୟ ଖରାରେ ଆମର ଦୈନନ୍ଦିନ ଜୀବନ ଅତିଷ୍ଠ । ପଥଚାରୀମାନେ ରାସ୍ତାରେ ଦହି ପାଣି ଗ୍ଲାସଟିଏ ପାଇଲେ ବେଶ ଆନନ୍ଦିତ ହୋଇଥାନ୍ତି । ଏହି କଥାକୁ ଲକ୍ଷ୍ୟ କରି ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍‌ ୟୁନିଟ ତରଫରୁ ଚକାବର
Read More...

ସୁବଲୟା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

ବିରମହାରାଜପୁର : ବିରମହାରାଜପୁର ଅନ୍ତର୍ଗତ ସୁବଲୟା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ରଥଙ୍କ ସଭାପତିତ୍ୱରେ ତଥା ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଶିକ୍ଷକ ଚନ୍ଦ୍ରମଣି ବାଘଙ୍କର ସଂଯୋଜନାରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ ।
Read More...

ଜମିବାଡି ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ବୀରମହାରାଜପୁର/ସୁବଲୟା : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅଞ୍ଚଳରେ ଜମିବାଡି ବିବାଦକୁ ନେଇ ଘରୁ ଡାକି ଆଣି ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସୁବଳୟା ଥାନା ଅନ୍ତର୍ଗତ କମିରା ଗାଁର ଅରୁଣ ବିଶ୍ୱାଳଙ୍କ ଏକମାତ୍ର ପୁଅ ପ୍ରକାଶ ବିଶ୍ୱାଳ ।
Read More...

ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହେଲା ୧୩୨/୩୩ କେ.ଭି. ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ଼ ସବଷ୍ଟେସନ

ଉପଖଣ୍ଡରେ ଉନ୍ନତ ମାନର ବିଦ୍ୟୁତ ସେବା ପାଇବେ ଉପଭୋକ୍ତା- ବିଧାୟକ ପଦ୍ମନାଭ ବେହେରା ବୀରମହାରାଜପୁର, (କେପିଏନ୍‌ଏସ୍‌) : ରାଜ୍ୟବାସୀଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରାଣୀପୁର ଠାରେ ୧୩୧/୩୩ କେ.ଭି. ବୀରମହାରାଜପୁର
Read More...

ଆଞ୍ଚଳିକ ଧନୁଯାତ୍ରାର ଦ୍ୱିତୀୟ ସନ୍ଧ୍ୟାରେ ମହାମହିମ ରାଜ୍ୟପାଳ

ବୀରମହାରାଜପୁର : ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମଠାରେ ଚାଳିଥିବା ପ୍ରଥମ ଆଞ୍ଚଳିକ ଧନୁଯାତ୍ରାର ଦ୍ୱିତୀୟ ସନ୍ଧ୍ୟାରେ ଓଡିଶାର ମହାମହିମ ରାଜ୍ୟପାଳ ଗଣେଷୀଲାଲ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଅତ୍ୟାଚାର ଓ ଅଧର୍ମ ଉପରେ ନ୍ୟାୟ ଓ
Read More...