Browsing Tag

bhubaneswar news

ୟୁଟ୍ୟୁବ ଲାଇଭ୍ ଜରିଆରେ ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ପାଠପଢା ଆରମ୍ଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୟୁଟ୍ୟୁବ ଲାଇଭ୍ ଜରିଆରେ ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ପାଠପଢା ଆରମ୍ଭ ହେବ । ୧୦.୪୫ରୁ ୧ ଟା ପର୍ଯ୍ୟନ୍ତ ଚାଲିବ । ପ୍ରତି କ୍ଳାସ ୩୦ ମିନିଟର କରାଯିବ । ସୋମବାରରୁ ଶୁକ୍ରବାର ଅନଲାଇନ ମାଧ୍ୟମରେ ପାଠପଢା ଚାଲିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ ଜଣ, କଟକରୁ ୪ ଜଣ…
Read More...

ଟିକିଏ ସତର୍କତା, କରୋନା ଠାରୁ ଦୂରତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲକଡାଉନ୍ ସମୟରେ ସାମୁହିକ ଉତ୍ସବ ପାଳନ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ସରକାର ଜାରି କରିଥିବା କୋଭିଡ୍ ନିର୍ଦ୍ଦେଶାବଳୀ ନିଷ୍ଠାର ସହ ପାଳନ କରନ୍ତୁ । ରଜ ଉତ୍ସବ ଦୃଷ୍ଟିରୁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ…
Read More...

ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ହତ୍ୟା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଥିବା ସୂଚନା ମଳିଛି । ଆଜି ସଂଧ୍ୟାରେ ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଦୁଇ ଜଣ ଶ୍ରମିକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଯାହାକୁ ନେଇ ଜଣେ ଶ୍ରମିକ…
Read More...

ବାହାରିଲେ ଜେଲ୍‌ରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ବାହାରିଲେ ଜେଲ୍‌ରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ଜାମିନ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ମୁକୁଳିଥିବା ଜଣାପଡ଼ିଛି । ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା ବେଳେ ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ…
Read More...

କିନ୍ନରଙ୍କୁ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ ମୀରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କିନ୍ନର ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲି କରିବା ପାଇଁ ଓଡ଼ିଶା ପୋଲିସରେ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ତଥା 'ନେସ୍‌ନାଲ୍‌…
Read More...

ଓଡ଼ିଶା ପୋଲିସରେ ଏସ୍‌ଆଇ ଏବଂ କନଷ୍ଟେବଳ ପଦ ପାଇଁ ବାହାରିଲା ନିଯୁକ୍ତି : ଏଣିକି ରାଜ୍ୟରେ ପୋଲିସ୍ ପଦ ପଦବୀ ପାଇଁ…

ଭୁବନେଶ୍ୱର : ଓଡ଼ିଶା ପୋଲିସରେ ୪୭୭ ସବ-ଇନିସପେକ୍ଟର ପଦବୀ ପାଇଁ ନିଯୁକ୍ତି ବାହାରିଥିବା ବେଳେ ୨୪୪ଟି କନଷ୍ଟେବଳ ପଦବୀ ପାଇଁ ବି ନିଯୁକ୍ତି ବାହାରିଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନଲାଇନରେ ଆବେଦନ କରିବେ ଆଶାୟୀ । ଆପାତତଃ ୨୨ ତାରିଖ ସକାଳ ୯ଟାରୁ…
Read More...

ସଂକ୍ରମଣ ଖସୁଛି, ଅଥଚ ମୃତ୍ୟୁ ସଂଖ୍ୟା ବଢ଼ୁଛି : ଆଜି କରୋନାରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା । ଅଥଚ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଆଜି କରୋନାରେ ସର୍ବାଧିକ ୪୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନୂଆ ମୃତକଙ୍କୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ପହଂଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର…
Read More...

ରାଜ୍ୟରେ ଖସିଲା ୫ ହଜାର ତଳକୁ ଦୈନିକ ସଂକ୍ରମଣ : ଗତ ୨୪ ଘଂଟାରେ ୪୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୫ ହଜାର ତଳକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୬୨୫୧୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬୫ ଜଣ…
Read More...

କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା…
Read More...