ଆସିଲା ମୌସୁମୀ, ଆଗକୁ ପ୍ରବଳ ବର୍ଷା
ଭୁବନେଶ୍ୱର : ଆସିଲା ମୌସୁମୀ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪୮ ଘଂଟା ମଧ୍ୟରେ ସାରା ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ଛୁଇଁଯିବ ବୋଲି ଆକଳନ କରାଯାଇଛି । ମୌସୁମୀ ପ୍ରଭାବରେ ଆଜି ରାଜ୍ୟର ଦକ୍ଷିଣ ଓଡ଼ିଶା ଓ ବଲାଙ୍ଗୀରରେ ବର୍ଷା ହୋଇଛି ।!-->…
Read More...
Read More...