ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଭେଣ୍ଟିଲେଟରରୁ ବାହାରି ଜେନେରାଲ ଓ୍ବାର୍ଡକୁ ଗଲେ

ଭୁବନେଶ୍ୱର : ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଆଜି ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇ ଜେନେରାଲ ଓ୍ବାର୍ଡକୁ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କର୍ତ୍ତୃପକ୍ଷ । ଦୀର୍ଘ ଦେଢ଼ ମାସରୁ ଅଧିକ ଦିନ ହେବ ଭୁବନେଶ୍ୱର ଏମସରେ ସେ ଚିକିତ୍ସାଧୀନ ଅଛନ୍ତି । ତାଙ୍କୁ ଉଭୟ ଏମ୍‌ସ ଓ ରାଜ୍ୟ ସରକାରଙ୍କ ଡାକ୍ତରୀ ଟିମ୍ ସ୍ବତନ୍ତ୍ର ଭାବେ ଚିକିତ୍ସା କରୁଛନ୍ତି ।

Leave A Reply

Your email address will not be published.

5 × 5 =