Browsing Tag

bausuni news

୩୦ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ବାଉଁଶୁଣି : ବାଉଁଶୁଣି ପୁଲିସ ଆଜି ୩୦ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ଵୟ ହେଲେ ତାଳପଡ଼ା ଗ୍ରାମର ରାଜକୁମାର୍ ଉର୍ମା ଏବଂ ବହିରା ଗ୍ରାମର ପ୍ରକାଶ କଲତା । ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବାଉଁଶୁଣି ଥାନାଧିକାରୀ ଅଞ୍ଜଳି ବିଶ୍ଵାଳ ତାଙ୍କ
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରେହୀ ମୃତ

ବାଉଁଶୁଣୀ : ମନମୁଣ୍ଡା ଥାନା ମହେଶ୍ୱରପିଣ୍ଡା ନିକଟରେ ୫୭ନଂ ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ, ମନମୁଣ୍ଡା ଥାନା ଜମଟାଙ୍ଗୀ ଗ୍ରାମର ଅର୍ଜୁନ ମେହେର ଏକ ବାଇକ ଯୋଗେ ନିଜ ଗ୍ରାମ ଜମଟାଙ୍ଗୀରୁ ମନମୁଣ୍ଡାକୁ ଯାଉଥିଲେ
Read More...

ଲଗାଣ ବର୍ଷାରେ ଭୂଷୁଡି ପଡିଲା ଘର

ବାଉଁଶୁଣୀ : ବୌଦ୍ଧ ତହସିଲ ବାଉଁଶୁଣୀ ରାଜସ୍ୱ ସର୍କଲ ଅନ୍ତର୍ଗତ ସିଙ୍ଗାରୀ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ନେଇ ଦୁଇଟି ପରିବାର ଆଜି ସହାୟତା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ତହସିଲ ସିଙ୍ଗାରୀ ଗ୍ରାମର ରମେଶ ମାଝି ଓ
Read More...

୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା କଣ୍ଠା ଛକ ନିକଟରୁ ବୁଧବାର ରାତିରେ ୨୦ କେଜି ୫୦୦ ଗ୍ରାମ ଗଞ୍ଜାଇ ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଉଁଶୁଣୀ ପୋଲିସ । ଗିରଫ ଅଭିଯୁକ୍ତମାନେ ବଘିଆପଡା ଗ୍ରାମ ପଞ୍ଚାୟତ ବବଡା ଗ୍ରାମର ଧିରଜ କଂହର ଓ କରୁଣାକର ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ ସେମାନେ ବସରେ
Read More...

୧୦ କ୍ଵିଣ୍ଟାଲ ୨କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବାଉଁଶୁଣୀ : ଶୁକ୍ରବାର ବୌଦ୍ଧ ଏସ୍‌ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବାଉଁଶୁଣୀ ଥାନା ଓ ବୌଦ୍ଧ ସ୍ପେସାଲ ସ୍କୁଆଡ ମିଳିତରେ ଗୋଛାପଡା ପଞ୍ଚାୟତ ଉଡବିଲକା ରାସ୍ତା ପାର୍ଶ୍ୱ ଅନ୍ୟ ରାଜ୍ୟକୁ ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ଖବର ପାଇଥିଲେ । ଖବର ପାଇ ସେହି ସ୍ଥାନରେ ଚଢାଉ କରିଥିଲେ
Read More...

ଭାରସାମ୍ୟ ହରାଇ ଟ୍ରାନ୍‌ସଫର୍ମରକୁ ଧକ୍କା ଦେଲା ବାଇକ୍, ୨ ଗୁରୁତର

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ଥାନା ଦନ୍ତାପାଲି ଛକ ନିକଟ ରାସ୍ତା କଡ଼ରେ ଥିବା ଟ୍ରାନ୍‌ସଫର୍ମକୁ ଭାରସାମ୍ୟ ହରାଇ ଧକ୍କା ଦେଲା ବାଇକ୍ । ମିଳିଥିବା ସୂଚନା ଅନୁଯାୟୀ ଆଜି ଭାରସାମ୍ୟ ହରାଇ ବାଇକ୍‌ଟି ଏକ ଟ୍ରାନସଫର୍ମରରେ ଧକ୍କା ଦେଇଥିଲା । ଗୁରୁତର ଯୁବକ
Read More...

ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣି ଛକ ଏଟିଏମ୍ ନିକଟରେ ଗୁରୁବାର ସକାଳ ୭ଟା ୧୫ରେ ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ବାଇକ୍‌କୁ ଧକ୍କା ଦେଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରୁ ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବାଉଁଶୁଣୀ
Read More...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗସ୍ତ, ୧ ମୃତ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଟାଇଞ୍ଜନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେଲା ବାଇକ୍ । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମ ପଞ୍ଚାୟତ ଆନନ୍ଦପୁର ଗ୍ରାମର ଆର୍ତ୍ତତ୍ରାଣ
Read More...

ଦୋକାନରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରେ ଥିବା ଉଆନପ୍ଲସ କଲେକ୍ସନ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ରାତିରେ ଦୋକାନ ମାଲିକ ଦୋକାନ ବନ୍ଦ
Read More...

ତାଳସଡ଼ାରେ ବାଇକ୍‌କୁ ପିଟିଲା ଟ୍ରକ : ୨ ମୃତ

ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ତାଳସରଡ଼ା ନିକଟରେ ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅୁସାରେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଉଁଶୁଣି ଥାନା ତାଳସରଡ଼ା ନିକଟରେ କେଶବ ପେରା ନାମକ ବ୍ୟକ୍ତି
Read More...
error: Content is protected !!