ବାର୍ ଏସୋସିଏସନର ସଭାପତି ଭୀଷ୍ମ ଦେବଙ୍କୁ ମରଣାନ୍ତକ ଆକ୍ରମଣ
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ବାର୍ ଏସୋସିଏସନର ସଭାପତି ଭୀଷ୍ମ ଦେବ ସରାଫଙ୍କ ଉପରେ ଦିନଦିଆ ମରଣାନ୍ତକ ଆକ୍ରମଣ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୁରୁବାର କଚେରୀ ସମ୍ମୁଖରେ ଦୁଇଜଣ ବ୍ୟକ୍ତି ବାଇକରୁ ପଡ଼ିଯାଇଥିବା ବେଳେ ସେମାନଙ୍କୁ ସହାୟତା କରିବାକୁ ଯାଇଥିଲେ ବାର୍!-->…
Read More...
Read More...